Daily Archives

August 3, 2021

ଉହାନକୁ ପୁଣି ଫେରିଲା କରୋନା । ୭ଜଣ ପ୍ରବାସୀ ଶ୍ରମିକଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ପରେ ସହରରେ ହାଇ ଆଲର୍ଟ,…

କନକ ବ୍ୟୁରୋ : ଚୀନର ଉହାନରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମାରାତ୍ମକ କରୋନା ଭୂତାଣୁ ପୁଣିଥରେ ଫେରିଛି ଉହାନ ସହରକୁ । ଯାହାକୁ ନେଇ ଉହାନର ପ୍ରତ୍ୟେକ ନାଗରିକଙ୍କ ନମୂନା ପରୀକ୍ଷଣ କରୁଛନ୍ତି ଚୀନ ପ୍ରଶାସନ । ଚୀନ ମଧ୍ୟ ପ୍ରାନ୍ତ ଓ ଉତର ପ୍ରାନ୍ତରେ କରୋନାର ଡେଲ୍ଟା ଭାରିଂଆଟ…

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସାଜିଲା କାଳ । ବିପଦ ସଂକୁଳ ଉପରେ ପ୍ରଭାବିତ ହେଉଛି ଅନେକ ନଦୀ

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ବନ୍ୟାର ପ୍ରଳୟ । ମଧ୍ୟ ପ୍ରଦେଶରେ ୨ଟି ପୋଲକୁ ଭସାଇ ନେଇଛି ବନ୍ୟା ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାତିଆ ଜିଲ୍ଲାରେ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ମଧ୍ୟ ପ୍ରଦେଶର ଅନେକ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ରାଜ୍ୟର ଅନେକ…

କମୁଛି କରୋନା, ଖୋଲୁଛି ମନ୍ଦିର । ଆଜି ସମଲେଶ୍ୱରୀ ମନ୍ଦିରରେ ଦର୍ଶନ ଆରମ୍ଭ । ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ…

କନକ ବ୍ୟୁରୋ: କୋଭିଡ କଟକଣା ମଧ୍ୟରେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଖୋଲିଛି । ଆଉ ମାଙ୍କ ଦର୍ଶନ ପାଇ ଭକ୍ତ ନିଜକୁ ଧନ୍ୟ ମନେ କରିଛି । ସକାଳ ୬ରୁ ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ରହିଛି । କଟକ ଜିଲ୍ଲା ଓ କୋରାପୁଟରେ…

ଆବାସ ଯୋଜନାର ଅଜବ ଚିତ୍ର । ବସ୍ତାରେ ପିଏମ୍ ଆବାସ ଯୋଜନା ହାତେଇ ଦୁଇ ମହଲା କୋଠା ଛିଡ଼ା କରିଛନ୍ତି ଅଯୋଗ୍ୟ ହିତାଧିକାରୀ…

କନକ ବ୍ୟୁରୋ: ଚିରା ପଲିଥିନ ତଳେ ବାସହରା । କିନ୍ତୁ ଧନୀଙ୍କ ପାଇଁ  ସରକାରୀ ହାତ ଖୋଲା । ୪୦ ଲକ୍ଷରୁ ଅଧିକ ଟଙ୍କାର ଦ୍ୱିତଳ ପ୍ରସାଦ ଘର ତିଆରି କରିଥିବା  ବ୍ୟକ୍ତି ଏତେ ଗରିବ ଯେ ତାଙ୍କୁ ମିଳିଛ ସରକାରୀ ଆବାସ ।  କିନ୍ତୁ ସେହି ଗାଁର ପଲିଥିନ ତଳେ ଥିବା ଗରିବ ଲୋକଙ୍କୁ ଏହି ଯୋଜନାର ସୁଫଳ…

ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣକୁ ବିରୋଧ । ପ୍ରତ୍ୟାହାର ଦାବିରେ ଆଇନଜୀବୀଙ୍କ କୋର୍ଟ ବର୍ଜନ

କନକ ବ୍ୟୁରୋ: ‘ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସଡିଂ ରୁଲ୍ସ ୨୦୨୧’କୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆଇନଜୀବୀ । ଓକିଲଙ୍କ କହିବା ହେଲା କରୋନା କାଳରେ ଆଇନଜୀବୀଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ (ସବୁ ଓକିଲଙ୍କ ପାଖରେ ଭିଡିଓ କନଫରେନ୍ସରେ ମାମଲା ପରିଚାଳନା…

କେନ୍ଦ୍ର ସରକାରଙ୍କୁ ଘେରିବାକୁ ରାହୁଲଙ୍କ ନୂଆ ରଣନୀତି । ବିରୋଧୀ ଦଳ ନେତାଙ୍କ ସହ ଜଳଖିଆ ଖାଇବା ପରେ ସାଇକେଲ ରାଲିରେ…

କନକ ବ୍ୟୁରୋ : ପେଗାସସ ପ୍ରସଙ୍ଗକୁ ନେଇ ମୌସୁମୀ ଅଧିବେଶନ ଅଚଳ ହୋଇଥିଲା । ଏବେ ତୈଳଦର ବୃଦ୍ଧିକୁ ନେଇ ସଂସଦକୁ ଅଚଳ କରିବାକୁ ଯୋଜନା କରିଛନ୍ତି ବିରୋଧୀ । ଏହି କ୍ରମରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରାହୁଲଙ୍କ ନୂଆ ରଣନୀତି । ଆଜି ୧୫ ବିରୋଧୀ ଦଳ ନେତାଙ୍କ ସହ ଜଳଖିଆ କରିବା ପରେ ସାଇକେଲ…