Daily Archives

August 25, 2021

ତାଲିବାନୀଙ୍କୁ ନେଇ ବଡ ବୟାନ ଦେଲେ ସିଡିଏସ୍ । ଜେନେରାଲ ବିପିନ ରାୱତ କହିଲେ, ଆଫଗାନିସ୍ତାନକୁ କବଜା କରିବା ପରେ…

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ରାଜ ପରେ ଆତଙ୍କରାଜ ଆହୁରି ବଢିବାର ସମ୍ଭାବନା ରହିଛି । ଆମେରିକା ବି ବାରମ୍ବାର ଆଇଏସଆଇଏସକୁ ନେଇ ବୟାନବାଜି କରୁଛି । ସେପଟେ ଭାରତରେ ବି ଏହାର ପ୍ରଭାବ ପଡିବା ନେଇ ଆଶଙ୍କା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ । ହେଲେ ଭାରତୀୟ ସେନା…

ସୁନ୍ଦରଗଡରେ ଜନତା ବନାମ କମ୍ପାନୀ । ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣିକୁ ପ୍ରବଳ ବିରୋଧ । ଜଳ, ଜମି ଓ ଜଙ୍ଗଲରୁ…

କନକ ବ୍ୟୁରୋ : ସୁନ୍ଦରଗଡରେ ପୁଣି ଥରେ ତେଜୁଛି ପେଶା ଆନ୍ଦୋଳନ । ଚୂନ ପଥର ଖଣି ଅଧିଗ୍ରହଣ ପାଇଁ କରାଯାଉଥିବା ଜନ ଶୁଣାଣିକୁ ଜୋରଦାର ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । ଜୀବନ ଯିବ ପଛେ ଜମି ଦେବୁ ନାହିଁ ବୋଲି ଜିଦ୍ ଧରିଛନ୍ତି । ଫଳରେ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହେବା ସହ…

ଜଳସେଚନ ପ୍ରକଳ୍ପ ହେଲା, ହେଲେ ମରୁଡ଼ି ବେଳେ ଜମିକୁ ଯାଇପାରୁନି ପାଣି । ଇନ୍ଦ୍ରାବତୀ ପ୍ରକଳ୍ପର କେନାଲ ଭୁଷୁଡିବା ପରେ…

କନକ ବ୍ୟୁରୋ : ଚାଷ ଜମିକୁ ପାଣି ଦେବାକୁ ସରକାର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକାରୀ କଲେ । ଜଳଭଣ୍ଡାରରୁ ପାଣି କେନାଲ ଦେଇ ଚାଷ ଜମିକୁ ଛାଡିବାକୁ ବ୍ୟବସ୍ଥା କଲେ । ଆଶ୍ଚର୍ଯ୍ୟର କଥା ହେଉଛି ପାଣି ଯେତେବେଳେ ଅଧିକା ପରିମାଣର ଆସିଲା, ସେତେବେଳେ କଂକ୍ରିଟ କେନାଲ ଭୁଶୁଡିଗଲା । ଏବଂ ବାଲି ବସ୍ତା…

କେରଳରୁ ଆସିଲା ଚିନ୍ତାଜନକ ଖବର । ଆଜି ଗୋଟିଏ ଦିନରେ ୩୦ ହଜାର ଉପରେ ନୂଆ ମାମଲା, ସଂକ୍ରମଣ ହାର ୧୯ ପ୍ରତିଶତ ।

କନକ ବ୍ୟୁରୋ : ଗୋଟିଏ ପଟେ ଦେଶ ଧିରେ ଧିରେ ଖୋଲୁଛି । ଅନ୍ୟ ପଟେ ଯେଉଁ ରାଜ୍ୟରେ ଦେଶର କରୋନା ସଂକ୍ରମଣର ପ୍ରଥମ କେସ ଚିହ୍ନଟ ହୋଇଥିଲା ସେଠାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ଲାଗି ରହିଥିବା ବେଳେ ଦୈନିକ ସଂକ୍ରମଣ ଏବେ ବି ଚିନ୍ତାର…

ରାଉରକେଲାରୁ ଆସିଲା ଛାତିଥରା ଦୁର୍ଘଟଣାର ଲୋମଟାଙ୍କୁରା ଖବର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ…

କନକ ବ୍ୟୁରୋ : ଝାଡ଼ଖଣ୍ଡ ଖୁଣ୍ଟି ତୋରପା ସଡ଼କ ଦୁର୍ଘଟଣାରେ ରାଉରକେଲା ସିଭିଲଟାଉନସିପ୍‌ର ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ ଓ ସେମାନଙ୍କ ପିତାମାତା । ସେମାନେ ହେଲେ ରାଉରକେଲା ସିଭିଲଟାଉନସିପ୍‌ର କହ୍ନୈୟା ଜୈନ, ପତ୍ନୀ ରମା ଜୈନ, ୭…