Daily Archives

August 10, 2021

ଶିବ ମନ୍ଦିରରେ ଅଧିଆ ପଡିଥିଲେ, ସ୍ନାନ କରିବାକୁ ଯାଇ ନଦୀରେ ଭାସିଗଲେ

କନକ ବ୍ୟୁରୋ :  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ମଙ୍ଗଳବାର ଭୋରରୁ ଗାଧୋଉଥିବା ବେଳେ ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।  ମୃତ ଯୁବକ ଜଣକ ହେଲେ  ନାକଟିଦେଉଳ ଥାନା ବାଟଗାଁର ଝସକେତନ ଦେହୁରୀ । ଝସକେତନ କୁଞ୍ଜମୁରା ଶିବ…

ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ରାଜ୍ୟ ଗୁଡିକୁ ମିଳିବ ଓବିସି ତାଲିକା ପ୍ରସ୍ତୁତ କରିବା…

କନକ ବ୍ୟୁରୋ : ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାର ଆଜି ଏକ ବଡ ନିଷ୍ପତି ନେଇଛନ୍ତି । ଲୋକସଭାରେ ଆଜି ଏ ସମ୍ପର୍କିତ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ପାସ ହୋଇଛି । ଏହାଦ୍ୱାରା ପଛୁଆ ବର୍ଗଙ୍କୁ ଲାଭ ମିଳିବ । ବିଲ ସପକ୍ଷରେ ୩୮୫ ଭୋଟ ପଡିଥିବାବେଳେ ବିଲକୁ କେହି ବିରୋଧ କରିନଥିଲେ ।…

ଟୋକିଓରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳୀ । ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ ।

କନକ ବ୍ୟୁରୋ : ଟୋକିଓରେ ଟେକ ରଖି ସ୍ୱଦେଶ ଫେରିଛନ୍ତି ଭାରତୀୟ ଆଥଲେଟ୍ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଓଡ଼ିଆ ହକି ଖେଳାଳୀ । ସ୍ୱାଗତ ପାଇଁ ବିମାନବନ୍ଦରରେ ବ୍ୟାପକ ଆୟୋଜନ କରାଯାଇଥିଲା । ପରିବାର ସଦସ୍ୟମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ । ସେହିପରି ରାଜ୍ୟ ସରକାରଙ୍କ…

ଦେଶରେ ଜାରି ରହିଛି ବନ୍ୟା ବିତ୍ପାତ । ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଜଳପ୍ରଳୟ, ପଶ୍ଚିମବଙ୍ଗକୁ ବି କଲବଲ  କରୁଛି…

କନକ ବ୍ୟୁରୋ : ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଜାରି ରହିଛି ବନ୍ୟା ପ୍ରଳୟ । ମଙ୍ଗଳବାର ଉତରପ୍ରଦେଶରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ପଶ୍ଚିମବଙ୍ଗରେ…

ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଭିତରେ ଭାରତୀୟଙ୍କୁ ସତର୍କ ସୂଚନା । ଯଥାଶୀଘ୍ର ସ୍ୱଦେଶ ଫେରିବାକୁ ଭାରତ ସରକାର ଦେଲେ…

କନକ ବ୍ୟୁରୋ : ଆଫଗାନିସ୍ତାନରେ ଜାରି ରହିଛି ତାଲିବାନର ଆତଙ୍କ । ତାଲିବାନିଙ୍କ ଅତ୍ୟାଚାର ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଆଫଗାନିସ୍ତାନର ଅନେକ ଗାଁ, ସହର ଉପରେ ତାଲିବାନ ନିଜର କବ୍ଚା କରିବା ଆରମ୍ଭ କଲାଣି । ଆଉ ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା…

ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଅସ୍ଥାୟୀରୂପେ ନିଲମ୍ବିତ କଲା କୁସ୍ତି ସଂଘ, ସୋନମ…

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭାରତରୁ ଖେଳିଥିବା ମହିଳା କୁସ୍ତଯୋଦ୍ଧା ବିନେଶ ଫୋଗଟଙ୍କୁ କୁସ୍ତିସଂଘ ଅସ୍ଥାୟୀ ଭାବେ ନିଲମ୍ବିତ କରିଛି । ସଂଘ ପକ୍ଷରୁ ଅନୁଶାସନ ପାଳନ କରୁନଥିବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଏହାସହ ଅନ୍ୟଜଣେ କୁସ୍ତିଯୋଦ୍ଧା ସୋନମ ମଲ୍ଲିକଙ୍କୁ ବି…