Daily Archives

August 19, 2021

କାବୁଲ ଏୟାରପୋର୍ଟରୁ ଆସିଲା ଛାତିଥରା ଦୃଶ୍ୟ । ଛୋଟ ପିଲାକୁ ଏୟାରପୋର୍ଟ ଭିତରକୁ ଛାଡ଼ିଦେବାକୁ ପ୍ରୟାସ, ପିଲାର ଜୀବନ…

କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ତାଲିବାନ ଅକ୍ତିଆର କରିବାପରେ ବଦଳି ଯାଇଛି ସେଠାକାର ଚିତ୍ର । ଭୟ ଓ ଆତଙ୍କ ଭିତରେ ଦିନ କାଟୁଛନ୍ତି ଆଫଗାନ ନାଗରିକ । ଅନେକ ଲୋକ ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ଏୟାରପୋର୍ଟ ବାହାରେ ଭିଡ ଜମାଇଛନ୍ତି । କାବୁଲ ଏୟାରପୋର୍ଟ ଆମେରିକା ଓ ବ୍ରିଟେନ୍ ସେନା…

ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ଆୟୁଷ୍ମାନ ଭାରତ…

କନକ ବ୍ୟୁରୋ: ରାଜ୍ୟରେ କେନ୍ଦ୍ର ସରାକାରଙ୍କ କଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ…

କାବୁଲରେ ବାହା ଦେଇଥିଲେ ଝିଅ… ତାଲିବାନୀ ଦଖଲ ପରେ ଏବେ ମିଳୁନି ପତା । ଲାଗୁନି ଫୋନ୍, ମା’ ଆଖିରୁ ହଜିଗଲାଣି…

କନକ ବ୍ୟୁରୋ : କାବୁଲରେ ବାହା ଦେଇଥିଲେ ଝିଅ, ଏବେ ପତା ପାଇପାରୁନାହାନ୍ତି ସମ୍ବଲପୁରରେ ରହୁଥିବା ମା ଓ ପରିବାର ବର୍ଗ । ଆଫଗାନିସ୍ତାନରେ ତାଲିବାନୀ ଦଖଲ ପରେ ଝିଅ, ଜ୍ୱାଇଁ ସହ ଯୋଗାଯୋଗ ହୋଇପାରୁନାହିଁ, ଯାହାକୁ ନେଇ ଚିନ୍ତାରେ ପରିବାର । ସମ୍ବଲପୁର ମୋତିଜିରା ଅଞ୍ଚଳର ଜୁହୁରା ବେଗମଙ୍କ…

ଦେହଜୀବୀଙ୍କ ସହ ମଉଜ ପାଇଁ କରୁଥିଲା ଆଡମିସନ୍ ଠକେଇ । ବିନା ପରୀକ୍ଷାରେ ମେଡିକାଲ କଲେଜ ସିଟ୍ କରିଦେବାର ପ୍ରତିଶ୍ରୁତି…

କନକ ବ୍ୟୁରୋ : ପରୀକ୍ଷା ନଦେଇ ମେଡିକାଲ୍ ସିଟ୍ ମିଳିବ । ଟଙ୍କା ଦେଲେ ମନ ମୁତାବକ କଲେଜରେ ଲେଖାଇହେବ ନାଁ । ଓୟୁଏଟିର ଭେଟେନାରୀ କଲେଜରେ ହେଉ କିମ୍ବା ଅନ୍ୟ ମେଡିକାଲ କଲେଜରେ ଅତି ସହଜରେ ମିଳିବ ସିଟ୍ । ଏଭଳି ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଲୁଟୁଥିଲେ ଯାଜପୁରର ସୁମିତ ବିଶ୍ୱାଳ । ଆଉ…

କାଲି ମାଲକାନଗିରିରେ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏପଟେ ଯୋଜନାକୁ ନେଇ ଜୋରଧରିଲା…

କନକ ବ୍ୟୁରୋ : ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆସନ୍ତକାଲିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ମାଲକାନଗିରିରୁ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ବିରୋଧୀ ଏହାକୁ ନେଇ ପ୍ରଶ୍ନ…

କୁନି ପିଲାଙ୍କୁ କରୋନା । ରାଜ୍ୟରେ ମୋଟ ୮୩,୪୧୭ ପିଲା ସଂକ୍ରମିତ, ସରକାର ଦେଲେ ହିସାବ ।

କନକ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ କେତେ ଶିଶୁ ସଂକ୍ରମିତ ହେଉଛନ୍ତି ତାର ହିସାବ ଦେଉଛନ୍ତି ସରକାର । ଗତ ୭ଦିନରେ ପାଖାପଖି ୬ଶହ ଶିଶୁ ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ଜଣାପଡିଛି ପ୍ରଥମ ଓ ଦ୍ୱିତୀୟ ଲହରରେ ରାଜ୍ୟରେ ପ୍ରାୟ ୮୦ହଜାର ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ।…