Daily Archives

August 28, 2021

କରୋନାରେ ସଂକ୍ରମିତ ହେଲା ହରିଣ । ଆମେରିକାରୁ ଆସିଲା ପ୍ରଥମ ରିପୋର୍ଟ ।

କନକ ବ୍ୟୁରୋ : ହରିଣଙ୍କ ଦେହରେ କରୋନା । ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ପଶୁପକ୍ଷୀଙ୍କ ଦେହରେ ମଧ୍ୟ ଏହି ଭୁତାଣୁ ଦେଖାଦେଲାଣି । ତେବେ ୟୁଏସ ରିପୋର୍ଟ ମୁତାବିକ ହରିଣ ଦେହରେ ଏହି ଭୁତାଣୁ ଦେଖାଯାଇଛି । ୟୁଏସ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ଏହା…

ପଦାରେ ପଡିଲା କଂଗ୍ରେସ ଶାସିତ ରାଜ୍ୟରେ ଦଳୀୟ କନ୍ଦଳ । ଛତିଶଗଡରେ ମୁଖ୍ୟମନ୍ତ୍ରୀ ଆଶନ ପାଇଁ ଭୂପେଶ ବାଘେଲ ଓ ଟିଏସ…

କନକ ବ୍ୟୁରୋ: କଂଗ୍ରେସ ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗାଦି ନେଇ ବିବାଦ । ଗୋଟିଏ ପଟେ ପଂଜାବରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଓ ପିସିସି ସଭାପତି ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ରାଜ୍ୟ ରାଜନୀତିକୁ ନେଇ କନ୍ଦଳ ଚାଲିଥିବାବେଳେ, ଛତିଶଗଡରେ ବି ସମାନ ପରିସ୍ଥିତି ଦେଖିବାକୁ…

ଆମେରିକା ନେଲା କାବୁଲ ବିସ୍ଫୋରଣର ପ୍ରତିଶୋଧ । ଆତଙ୍କୀ ଆଡ୍ଡାରେ କଲା ଡ୍ରୋନ୍ ଆକ୍ରମଣ କଲା ଆମେରିକା, ବିସ୍ଫୋରଣର…

କନକ ବ୍ୟୁରୋ : କାବୁଲ ବିମାନବନ୍ଦର ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା । ଆଇଏସଆଇଏସ ଖୋରାସାନ ଆତଙ୍କୀଙ୍କ ଆଡ୍ଡା ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି । ନଗରହାର ପ୍ରାନ୍ତରେ ଥିବା ଆଇଏସଆଇଏସ-କେର ଆଡ୍ଡା ଉପରେ ଡ୍ରୋନ ଜରିଆରେ ଘନ ଘନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ କାବୁଲ…

କାଶ୍ମୀର ଉପରେ ଦଖଲ ନେଇ ଜୈଶ-ଏ-ମହମ୍ମଦ କମାଣ୍ଡର ମାସୁଦ ଆଜାରର ନୂଆ ଷଡଯନ୍ତ୍ର । କାନ୍ଧହାରା ପହଁଚି ତାଲିବାନ…

କନକ ବ୍ୟୁରୋ: ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ତଥା ୨୬-୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ମୌଲାନା ମାସୁଦ ଆଜାର କାଶ୍ମୀର ଉପରେ କବଜା କରିବା ପାଇଁ ନୂଆ ଯୋଜନା କରୁଛି । ଏନେଇ ଆଫଗାନିସ୍ତାନ କାନ୍ଦାହାର ଗସ୍ତ କରି ତାଲିବାନର ସହ-ପ୍ରତିଷ୍ଠାତା ମୁଲାହ ଅବଦୁଲ ଘନି ବରଦାରିକୁ…