Daily Archives

August 15, 2021

ଶିକ୍ଷକତାରୁ ଅବସର ପରେ ଚାଷ କାମରେ ଦେଇଛନ୍ତି ମନ । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ପୁସ୍ତପୁର ଗ୍ରାମର ପ୍ରସନ୍ନ କୁମାରଙ୍କ…

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପୁସ୍ତପୁର ଗ୍ରାମର ପ୍ରସନ୍ନ କୁମାର ଦାଶ । ସେ ଥିଲେ ହାଇସ୍କୁଲର ହିନ୍ଦୀ ଶିକ୍ଷକ । ଗତ ବର୍ଷ ଅବସର ନେବା ପରେ ଏବେ ଚାଷ କାମକୁ ଆପଣେଇ ନେଇଛନ୍ତି । ମଥୁରା ପଞ୍ଚୟତ ଭରଷା ନିକଟ ପାହାଡ ପାଦଦେଶରେ ଥିବା ୧୬ ଭରଣ ଜାଗାରେ ଚାଷ କରିଛନ୍ତି ଭଳିକି…

ଲାଲ କରିଡରରେ ହସ ଫୁଟାଉଛି ଲେମନ ଗ୍ରାସ । ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ

କନକ ବ୍ୟୁରୋ: ହସ ଫୁଟାଇଛି ଲେମନ ଗ୍ରାସ୍ । ଦିନେ ଲାଲଗଡରେ ରକ୍ତମୁଖା ମାଓବାଦୀଙ୍କ ନାଲିଆଖିରେ ଅଞ୍ଚଳ ଭୟଭୀତ ହୋଇପଡିଥିଲା । ଏଭଳି ସମୟରେ ବଞ୍ଚିବାର ନୂଆ ଆଶା ଖୋଜୁଥିଲେ ଲାଲକରିଡର ଅଧିବାସୀ । ଏବେ କିନ୍ତୁ ସେହି ବିଚ୍ଛିନ୍ନ ଅଞ୍ଚଳରେ ସୁଗମ ହୋଇଛି ବିକାଶ । ଲୋକଙ୍କୁ ରୋଜଗାର ଦେବା ପାଇଁ…

ସ୍ୱାଧୀନତାର ୭୫ ବର୍ଷ ଭିତରେ କେତେ ବଦଳିଛି ଦେଶ ? ପଢନ୍ତୁ ଲୋକସଂଖ୍ୟାଠାରୁ ରୋଜଗାର, ଶିକ୍ଷାଠାରୁ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ପରେ ବିତିଯାଇଛି ୭୪ ବର୍ଷ । ୭୫ ତମ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ସମୟ ମଧ୍ୟରେ ଦେଶରେ ବହୁତ କିଛି ବଦଳିଯାଇଛି । ଲୋକସଂଖ୍ୟା ଠାରୁ ରୋଜଗାର, ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ…

ଇସ୍ତଫା ଦେବା ପରେ ଦେଶ ଛାଡିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଘନି, ତାଜାକିସ୍ତାନ ଯାଉଥିବା ସୂଚନା

କନକ ବ୍ୟୁରୋ : ଆଫଗାନିସ୍ତାନରେ ଲାଗିରହିଥିବା ସଂକଟ ଭିତରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରପତି ଆସରଫ୍ ଘାନି । ସେ ତାଙ୍କ ଟିମ୍ ସହ ଦେଶ ଛାଡି ତାଜାକିସ୍ତାନ ଯାଉଥିବା ସୂଚନା ମିଳିଛି । କହିରଖୁ କି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ତାଲିବାନୀ ଯୋଦ୍ଧାଙ୍କ ଦ୍ୱାରା ଦଖଲ କରାଯିବା…

କୋଟିଆରୁ ଆନ୍ଧ୍ରକୁ ଓଡିଶା ପ୍ରଶାସନର ବାର୍ତ୍ତା । ସବୁ ଗାଁରେ ଉଡାଇଲେ ତ୍ରିରଙ୍ଗା , ମାରିଲେ ଓଡିଆ ଫଳକ । ଖୁବଶୀଘ୍ର…

କନକ ବ୍ୟୁରୋ: କୋଟିଆ ହେଉଛି ଓଡିଶାର । ଏହି ଅଞ୍ଚଳ ଉପରେ କେବଳ ଓଡିଶାର ଅଧିକାର ରହିଛି । ଏଠି ବସବାସ କରୁଥିବା ସମସ୍ତ ଲୋକ କେବଳ ଓଡିଶାର । କୋଟିଆ ଗ୍ରାମପୁଞ୍ଜରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରି ଆନ୍ଧ୍ରକୁ ଏପରି ସନ୍ଦେଶ ଦେଇଛି ଓଡିଶା ପ୍ରଶାସନ । କୋଟିଆରେ ତେଲୁଗୁ ଫଳକ ଲଗାଇବାକୁ…

ସ୍ୱାଧୀନତା ଦିବସରେ ମନେ ପଡେ ଦୁଇ ଓଡିଆ ବୀରଙ୍କ କାହାଣୀ । ସହିଦ ସୁଧୀର ଟୁଡ଼ୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ମରଣୋତ୍ତର…

ମନେ ରହିବ ସହିଦ ସୁଧୀରଙ୍କ ବଳିଦାନ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ସହିଦ ସୁଧୀର କୁମାର ଟୁଡୁଙ୍କ ବଳିଦାନକୁ ଭୁଲିପାରିବ ନାହିଁ ଦେଶ । ୨୦୨୦, ସେପ୍ଟେମ୍ବର ୯ରେ କଳାହାଣ୍ଡି ଜିଲ୍ଲା ସିର୍କା ଗାଁ ପାଖ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ । ସାହାସର ସହ…