Daily Archives

August 26, 2021

ଭୁବନେଶ୍ୱରର ହାଇ ପ୍ରୋଫାଇଲ ଏଟିଏମ୍ ଲୁଟର ପର୍ଦ୍ଦାଫାସ । ଚୋରି ଟଙ୍କାରେ ଦାମି ଗାଡିରେ ବୁଲୁଥିଲେ, ହୋଟେଲରେ ରହୁଥିଲେ…

କନକ ବ୍ୟୁରୋ : ଧରାପଡିବା ପରେ ଚୋର କହିଲା ଚୋରୀର କାହାଣୀ । କେବଳ ଏତିକି ନୁହେଁ କ୍ୟାମେରା ସାମ୍ନାରେ କଲା ଅଭିନୟ । ଏଟିଏମ୍ ଭିତରୁ ଟଙ୍କା ଚୋରୀ ବେଳେ ଧରାପଡିବା ପରେ ନିଜକୁ ଭଦ୍ର ଲୋକ ବୋଲି ସଫେଇ ଦେବା ସହ ଦୁଇ ହାତ ଯୋଡି ନିରୀହ ଭଳି ଆଚରଣ କରୁଥିଲା । ହରିୟାଣାର ନୁ ଜିଲ୍ଲାର କିଫାୟତ ଆଉ…

ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମହଙ୍ଗା ଘଂଟା । ୫କୋଟିର ଘଂଟା ପିନ୍ଧି ସୋସିଆଲ ମିଡିଆରେ ଫଟୋ ସେୟାର କଲେ…

କନକ ବ୍ୟୁରୋ: ଚର୍ଚ୍ଚାରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟି ଟଙ୍କିଆ ଘଂଟା  । ୨୭ ବର୍ଷିୟ ଏହି ଅଲରାଉଣ୍ଡର କ୍ରିକେଟରଙ୍କର ଘଂଟା ପିନ୍ଧିବା ଖୁବ୍ ପସନ୍ଦ । ତାଙ୍କ ପାଖରେ ରହିଛି ଭଳିକି ଭଳି ଦାମି ଘଂଟା  । ନିକଟରେ ପାଣ୍ଡ୍ୟା ତଙ୍କର ଏକ ଘଂଟାର ଫଟୋ ସୋସିଆଲ ମିଡ଼ିଆରେ ଶେୟାର…

ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ ଫିଟୁଛି ଗୁମର । କଳା କାରନାମା ପରେ ଏବେ ବାବାଙ୍କ ବାରହାତର ଖଣ୍ଡାକୁ ନେଇ ଚର୍ଚ୍ଚା,…

କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ଆତ୍ମଘୋଷିତ ବାବା ବିଜୟାନନ୍ଦ ମହାରାଜ ଓରଫ ବିଜୟାନନ୍ଦ ଚୌଧୁରୀ ଠକେଇ ସାମ୍ରାଜ୍ୟର କାହାଣୀ । ଠକେଇ କରିବା ପାଇଁ ନିଜକୁ ସାଧୁ କହୁଥିବା ଏହି ବାବା ଅତି ଚତୁରତାର ସହିତ ଯୋଜନା ବନାଉଥିଲେ । ସାଧୁସନ୍ଥଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ରାଜନେତାଙ୍କ…

କେରଳରେ ଗତ ୨୪ଘଂଟାରେ ୩୧ହଜାର ୪୪୫ଲୋକଙ୍କୁ ସଂକ୍ରମଣ । ସାରା ଦେଶରେ ୪୬ ହଜାର ଟପିଲା ସଂକ୍ରମଣ

କନକ ବ୍ୟୁରୋ: ଦେଶରେ ତୃତୀୟ ଲହରର ଆଶା ଆଶଙ୍କା ଭିତରେ ପୁଣି ବୃଦ୍ଧି ପାଇଲାଣି ସଂକ୍ରମଣ । ୨୪ଘଂଟା ଭିତରେ କରୋନା ସଂକ୍ରମଣ ସଂଖ୍ୟା ୪୬ ହଜାରରୁ ଅଧିକ ରହିଥିବା ବେଳେ କେରଳରେ ମଧ୍ୟ ସଂକ୍ରମଣ ଅଧିକା ରହୁଛି । କେରଳରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି ।…

କେନ୍ଦ୍ରର ଅନୁମୋଦନ ପରେ ୯ଜଣ ଜଜଙ୍କୁ ସୁପ୍ରିମକୋର୍ଟ ଜଜ୍ ଭାବେ ମିଳିବ ପଦୋନ୍ନତି । ୯ ଜଣଙ୍କ ମଧ୍ୟରେ ରହିଛନ୍ତି ୩…

କନକ ବ୍ୟୁରୋ: ୨୦୨୭ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବେ ଜଣେ ମହିଳା ବିଚାରପତି । ପ୍ରଥମ ମହିଳା ବିଚାରପତି ଭାବେ ବିଭି ନାଗରତ୍ନା ୨୦୨୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବେ । ପଦୋନ୍ମତି ପାଇ ସୁପ୍ରିମକୋର୍ଟ ଜଜ୍ ହେବାକୁ ଯାଉଥିବା ୯ ଜଣ…