Daily Archives

August 11, 2021

ବିଜୁ ଜନତା ଦଳ ସରକାରକୁ ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । କହିଲେ, ରାଜ୍ୟ ସରକାର ପଛୁଆ ବର୍ଗକୁ ଚାକିରି ଓ…

କନକ ବ୍ୟୁରୋ: ବିଜୁ ଜନତା ଦଳ ସରକାରକୁ ପ୍ରଶ୍ନକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଆଜି ଯାଏଁ ରାଜ୍ୟ ସରକାର ଚାକିରି ଓ ସଂରକ୍ଷଣ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ କାହିଁକି ଦେଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି , ଓଡିଶା ସରକାର ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ନ…

ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା…

କନକ ବ୍ୟୁରୋ: କରୋନା ଭୂତାଣୁରେ ଏବେ କୁନି ପିଲାମାନେ ସଂକ୍ରମିତ ହେଉଛନ୍ତି । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଗତ ୫ ଦିନରେ ପାଖାପାଖି ୨୫୦ ଜଣ ପିଲା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ବୃହତ ବେଙ୍ଗାଲୁରୁ ମହାନଗର ତରଫରୁ ଦିଆଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି…

ହଟ୍ଟଗୋଳ ମଧ୍ୟରେ ସରିଲା ସଂସଦର ମୌସୁମି ଅଧିବେଶନ । ୨ ଦିନ ଆଗରୁ ଶେଷ ହେଲା ଲୋକସଭା । ସେପଟେ ରାଜ୍ୟସଭାରେ ଭାବବିହ୍ୱଳ…

କନକ ବ୍ୟୁରୋ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚଳିତ ମୌସୁମୀ ଅଧିବେଶନବେଳେ ରାଜ୍ୟସଭା ସଠିକ୍ ଭାବେ ଚାଲି ପାରିନାହିଁ । ବାରମ୍ବାର ବିରୋଧୀଙ୍କ ନାରାବାଜି ଦେଖି ଭାବବିହ୍ୱଳ ହୋଇପଡିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେ କହିଛନ୍ତି ଗୃହରେ ବିରୋଧୀଙ୍କ ଆଚରଣ…

ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା ଗୁଇନ୍ଦା ସଂସ୍ଥାର ଚେତାବନୀ । ଆଗାମୀ ୯୦ ଦିନ ମଧ୍ୟରେ କାବୁଲ ଉପରେ…

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ବଢିବାରେ ଲାଗିଛି । ଆମେରିକା ସେନା ଧୀରେ ଧୀରେ ଆଫଗାନିସ୍ତାନ ଛାଡୁଥିବା ବେଳେ ଆଫଗାନ ସେନା ତାଲିବାନର ମୁକାବିଲା କରିପାରୁ ନାହାନ୍ତି । ସେଇଥିପାଇଁ ଆଫଗାନିିସ୍ତାନର ଗୋଟିଏ ପରେ ଗୋଟିଏ ସହର ତାଲିବାନ କବଜାକୁ ଚାଲିଯାଉଛି ଆଉ ତାଲିବାନ ଦଖଲରେ…

ବଡ଼ କାମକୁ ଛୋଟ ଛୋଟ କରିବା ପଡ଼ିଲା ମହଙ୍ଗା । କନକ ନ୍ୟୁଜରେ ଖବର ପ୍ରକାଶ ପରେ ନିଲମ୍ବିତ ହେଲେ ପୂର୍ତ୍ତ ବିଭାଗର…

କନକ ବ୍ୟୁରୋ: ଦୂୁର୍ନୀତି ନେଇ ପାଇଁ କିପରି ଫନ୍ଦିଫିକର କରାଯାଊଛି ଏ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ପୂର୍ତ୍ତ ବିଭାଗରେ ଚଞ୍ଚକତା କରି କୋଟି କୋଟି ଟଙ୍କାର କାମକୁ ୫ ଲକ୍ଷ ଟଙ୍କା ତଳକୁ ରଖି ଛୋଟ କାମ ଦର୍ଶାଇ କିଛି ଠିକାଦାରଙ୍କୁ ବାଣ୍ଟି ଦିଆଯାଉଥିବା ରିପୋର୍ଟ ସତ୍ୟ ପ୍ରମାଣିତ…

ଯେବେ ବର୍ଷା ଖେଳେ ଲୁଚକାଳି । ଟ୍ୟାଙ୍କରରୁ ପାଣି ଆଣି ଚାଷ କରେ ଚାଷୀ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରୁ ଆସିଲା…

କନକ ବ୍ୟୁରୋ: ବର୍ଷା ଯେତେବେଳେ ଲୁଚକାଳି ଖେଳେ । ପାଣି ଅଭାବରୁ କ୍ଷେତ ଶୁଖିଲା ପଡେ । ଚାଷ ଜମି ମାଟି ଫାଟି ଆଁ କରେ । ରୋଇଥିବା ତଳି ଶୁଖି ଯିବାକୁ ବସେ । ସେତେବେଳେ ଚାଷ ବଞ୍ଚାଇବାକୁ ଅନ୍ୟ ଉପାୟ ଖୋଜେ ଚାଷୀ । ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକରୁ ଏଭଳି କିଛି ଖବର ଆସିଛି ଯାହା ବୟାନ…