Daily Archives

August 1, 2021

ଅଗଷ୍ଟରେ କୋହଳ ହେଲା କଟକଣା । ମଲ୍, ହୋଟେଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଭକ୍ତଙ୍କ ପାଇଁ ଶୀଘ୍ର ଶ୍ରୀଜଗନ୍ନାଥ…

କନକ ବ୍ୟୁରୋ : ଅଗଷ୍ଟ ଗାଇଡଲାଇନ କୋହଳ ପରେ ହଲ, ମଲ, ରେଷ୍ଟୁରାଂଟ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜଧାନୀରେ ରବିବାର ସପ୍ତାହାନ୍ତ ସଟଡାଉନ୍ ଥିବାରୁ ହଲ, ମଲ ଓ ରେଷ୍ଟୁରାଂଟରେ ସଫା କରିବା ସହ ସାନିଟାଇଜ କରାଯାଇଛି । ସେପଟେ ପୁରୀ ବେଳାଭୂମି ଖୋଲାଥିବା ବେଳେ କୋଭିଡ କଟକଣା ମାନି…

ପିଢ଼ୀ ପରେ ପିଢ଼ୀ ପରିବାର ପୋଷୁଛି ପାନ ଚାଷ । ପୋଲସରା ବ୍ଲକର ଖଣ୍ଡୁରୁ ଗାଁର ୨୦ଟି ପରିବାରକୁ ରୋଜଗାର ଯୋଗାଉଛି ପାନବରଜ 

କନକ ବ୍ୟୁରୋ: ପୋଲସରା ବ୍ଲକର ଖଣ୍ଡୁରୁ ଗ୍ରାମର ପାନପତ୍ର କହିଲେ ଆଖ ପାଖ ରେ ବହୁତ ନାମ କରିଛି । ବହୁ ବର୍ଷ ଧରି ପିଢି ପରେ ପିଢି ପାନ ଚଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । କିଛି ଚାଷି ଏପରି ରହିଛନ୍ତି ଜମି ନଥାଇ ଲିଜ ସୁତ୍ରରେ ଆଣି ଦୁଇ ଗୁଣ କର ଜମି ମାଲିକ ଙ୍କୁ ଦେଇ ଚାଷ କାର୍ଯ୍ୟ…

ନାଇଟ୍ କର୍ଫ୍ୟୁ ରଖିଲେ, ଯାତ୍ରାକୁ ଅନୁମତି ଦେଲେ । କେତେବେଳେ ଦୁଲୁକିବ ରଙ୍ଗମଞ୍ଚ, ସରକାରଙ୍କୁ ପ୍ରଶ୍ନ କଲେ କଳାକାର ।

କନକ ବ୍ୟୁରୋ : ଅଗଷ୍ଟ ମାସ ପାଇଁ ଜାରି ଗାଇଡଲାଇନରେ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ନାଇଟ କର୍ଫ୍ୟୁକୁ ବଳବତର ରଖାଯାଇଛି । ତେଣୁ ଯାତ୍ରା କେମିତି ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଯାତ୍ରା କଳାକାର । ରାଜ୍ୟ ସରକାର ପକ୍ଷରୁ ଜାରି ମାର୍ଗଦର୍ଶିକାରେ ଏଭଳି ଅଦୂରଦର୍ଶିତାକୁ ନେଇ…

ଝାରସୁଗୁଡ଼ା ଲଖନପୁର ବ୍ଲକର ସଫଳ ଯୁବ ଚାଷୀ ଲୋଟନ । ଫୁଲଚାଷ କରି ହୋଇପାରିଛନ୍ତି ସଫଳ

କନକ ବ୍ୟୁରୋ: ଶିକ୍ଷାଗତ ଯୋଗ୍ୟତା ବିଏ ପାସ । ହେଲେ ଅନ୍ୟମାନଙ୍କ ପରି ଚାକରି ପଛରେ ନଦୌଡି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିଥିବା ଉଚ୍ଚଶିକ୍ଷିତ ଲୋଟନ ସାହୁ ଏବେ ଜିଲ୍ଲାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ସଫଳ ଚାଷୀ ଭାବରେ ସେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି…

ପୋଷାକ ତିଆରି କରିଛି ସ୍ୱାବଲମ୍ବୀ । ରୁପସାର ରବୀନ୍ଦ୍ରଙ୍କ ପୋଷାକ କାରଖାନାରେ ଚାଲିଛି ବରମୁଡ଼ା ତିଆରି

କନକ ବ୍ୟୁରୋ: ଦୃଢ ମନୋବଳ ଓ କଠିନ ଅଧ୍ୟବସାୟ ବବଳରେ ଜଣେ ସଫଳତାର ଶୀର୍ଷରେ ସ୍ଥାନରେ ପହଞ୍ଚି ପାରିବ,ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରୁପ୍ସାର ରବିନ୍ଦ୍ର,କରୋନା କାଲରେ ଲୋକେ ରୋଜଗାର ହରେଇ ବସିଥିବା ବେଳେ ରବିନ୍ଦ୍ର ବରମୁଣ୍ଡା ତିଆରି କାରଖାନା କରି ୪୦ ଜଣ ଲୋକଙ୍କୁ ରୋଜଗାର ଦେଇ ବେଶ…

ସ୍ମାର୍ଟଫୋନରେ ବନ୍ଧା ପଡ଼ିଯାଉଛି ଶୈଶବ । ବ୍ୟସ୍ତ ଜୀବନରେ ମୋବାଇଲ ଦେଇ ପିଲାଙ୍କୁ ବ୍ୟସ୍ତ ରଖୁଥିବା ବାପା ମା’ଙ୍କ…

କନକ ବ୍ୟୁରୋ : ସ୍ମାର୍ଟ ଫୋନ ପ୍ରତି ପିଲାଙ୍କ ଆସକ୍ତି ବଢିବା ବିପଦଜନକ । ତେଣୁ ପିଲାଙ୍କୁ ମୋବାଇଲଠାରୁ ଦୂରେଇ ରଖିବାକୁ ଅଭିଭାବକଙ୍କୁ ସତର୍କ କରାଇଛନ୍ତି ଡାକ୍ତର । କାରଣ ଲକଡାଉନ ସମୟରେ ଅନଲାଇନ ପାଠପଢା ପରେ ପିଲାଙ୍କ ହାତପାଆନ୍ତାକୁ ଆସିଯାଇଥିଲା ମୋବାଇଲ । ହେଲେ ଏକ ଅନୁଧ୍ୟାନରୁ…