Daily Archives

August 13, 2021

ପ୍ରଧାନମନ୍ତ୍ରୀ ମୋଦୀ ଆଣିଲେ ଯାନବାହାନ ସ୍କ୍ରାପେଜ୍ ନୀତି । ଏଣିକି ରାସ୍ତାରେ ଗଡିବନି ପୁରୁଣା ଓ ପ୍ରଦୂଷଣକାରୀ ଗାଡି…

କନକ ବ୍ୟୁରୋ: ଦେଶର ଯାନବାହନ ସ୍କ୍ରାପେଜ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଚଳନ କରିଛନ୍ତି । ଏହାଦ୍ୱାରା ଅଯୋଗ୍ୟ ହୋଇପଡ଼ିଥିବା ଏବଂ ପ୍ରଦୂଷଣକାରୀ ଯାନବାହନଗୁଡିକୁ ରାସ୍ତାରୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଇ ତାହାକୁ ପରିବେଶ ଉପଯୋଗୀ ପଦ୍ଧତିରେ ଭାଙ୍ଗି ଦିଆଯିବ ।…

ହିମାଚଳ ପ୍ରଦେଶ କିନ୍ନୌରରେ ଭୂସ୍ଖଳନ ଘଟଣା । ମୃତ୍ୟୁ ସଂଖ୍ୟା ୧୫ରେ ପହଁଚିଲା । ଏବେବି ୧୪ ଜଣ ନିଖୋଜ 

କନକ ବ୍ୟୁରୋ: ହିମାଚଳ ପ୍ରଦେଶ, କିନ୍ନୌର ଜିଲ୍ଲାରେ ବୁଧବାର ହୋଇଥିବା ଭୂସ୍ଖଳନରେ ଜାରି ରହିଛି ଉଦ୍ଧାର କାମ । । ବର୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ ଦେହ ମିଳିଛି । ଆହୁରି ୧୪ ଜଣଙ୍କ କୌଣସି ସନ୍ଧାନ ମିଳୁନି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି । ଭୂସ୍ଖଳନ ପାଇଁ…

ଜମ୍ମୁ କାଶ୍ମୀର କୁଲଗାମରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ଉସମାନକୁ କଲେ…

କନକ ବ୍ୟୁରୋ: ଦକ୍ଷିଣ କଶ୍ମୀର କୁଲଗାମ ମାଲପୋରା ଜାତୀୟ ରାଜପଥ ନିକଟରେ ଗୁରୁବାରରୁ ଚାଲିଥିବା ସେନାର ଅପରେସନରେ ପାକିସ୍ତାନର କୁଖ୍ୟାତ ଆତଙ୍କୀ ଉସମାନ ନିପାତ ହୋଇଛି । ଗୁରୁବାର ବିଏସଏଫ ପାଟ୍ରୋଲିଂ ଟିମ ଉପରକୁ କିଛି ଆତଙ୍କବାଦୀ ଗୁଳିମାଡ କରି ଫେରାର ହୋଇଥିଲେ । ତେବେ ଘଟଣାସ୍ଥଳରେ ୩ଜଣ…

ବାରାଣାସୀରେ ବନ୍ୟା ବିତ୍ପାତ । ଗଙ୍ଗା ନଦୀରେ ବନ୍ୟା ପାଇଁ ସହରାଂଚଳ ସମେତ ତଳିଆ ଅଂଚଳରେ ପଶିଲା ପାଣି । ରାସ୍ତା ଉପରେ…

କନକ ବ୍ୟୁରୋ: ଦେଶରେ ଜାରି ରହିଛି ବନ୍ୟା ବିତ୍ପାତ । ବିହାର, ପଶ୍ଚିମବଙ୍ଗ, ଉତର ପ୍ରଦେଶରେ ଅନେକ ଗାଁ ଏବେ ବନ୍ୟା ପାଣି ଘେରରେ । ଏନଡିଆରଏଫ ସାହାଯ୍ୟରେ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟା ପ୍ରପିଡିତଙ୍କୁ ସରକାରଙ୍କ ଦ୍ୱାରା ରିଲିଫ ବଂଟନ କରାଯାଉଛି । ଉତରପ୍ରଦେଶ…

ଟ୍ୱିଟର ରାଜନୀତି ନେଇ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ ଦେଶର ରାଜନୈତିକ ପ୍ରକ୍ରିୟା ମଧ୍ୟରେ…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ ହେବା ପରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଉପରେ ବର୍ଷିଛନ୍ତି ରାହୁଲ । କଂଗ୍ରେସ ସାଂସଦ କହିଛନ୍ତି ଦେଶର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି ଟ୍ୱିଟର । ଖାଲି ସେତିକି ନୁହେଁ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ…

ଆଫଗାନିସ୍ତାନରେ ଦ୍ୱିତୀୟ ବଡ଼ ସହର କାନ୍ଦାହାରକୁ ଅକ୍ତିଆର କଲା ତାଲିବାନ । ଜୀବନ ବଞ୍ଚାଇବା ପାଇଁ ଆକାଶ ମାର୍ଗରେ…

କନକ ବ୍ୟୁରୋ: ଆଫଗାନିସ୍ତାନରେ ଜାରି ରହିଛି ତାଲିବାନ ଆତଙ୍କ । ଦେଶର ଦ୍ୱିତୀୟ ବୃହତ୍ତମ ସହର କାନ୍ଦହାରକୁ ନିଜ କବଳକୁ ନେଇଛି ତାଲିବାନ । କେବଳ ସେତିକି ନୁହେଁ ହୈରାତ ଓ ଲସ୍କର ଗାହ ଭଳି ଅନ୍ୟ ପ୍ରମୁଖ ସହରକୁ ମଧ୍ୟ କବଳିତ କରିଛି । ଆଉ ଏବେ ଦ୍ରୁତ ଗତିରେ ରାଜଧାନୀ କାବୁଲ ଆଡକୁ ମାଡି…