Daily Archives

August 20, 2021

ଭୁବନେଶ୍ୱରରେ ଭାରତୀୟ ହକି ଦଳର ୪ ଓଡ଼ିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ । ହକି ଖେଳାଳୀଙ୍କ ସହ…

କନକ ବ୍ୟୁରୋ : ଟୋକିଓରେ ଭାରତର ଟେକ ରଖିଥିବା ୪ ଜଣ ଓଡ଼ିଆ ହକି ଖେଳାଳୀଙ୍କ ସହ ରାତ୍ରିଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବ୍ୱାନିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିପଗ୍ରେସ…

ଜାମ୍ମୁକାଶ୍ମୀରରେ ସେନାର ବଡ ଅପରେସନ୍ । ରଜୌରୀରେ ଏନକାଉଣ୍ଟରରେ ସେନା ଗୁଳିରେ ନିପାତ ହେଲେ ୨ ଆତଙ୍କୀ ।

କନକ ବ୍ୟୁରୋ : ଜାମ୍ମୁକଶ୍ମୀର ଅବନ୍ତୀପୁରାରେ ଆତଙ୍କୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ପମ୍ପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଳୁଚି ରହିଥିବା ସୂଚନା ପାଇବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏନକାଉଣ୍ଟରରେ ୨ ଆତଙ୍କୀ ନିହତ ହୋଇଛି । ଅନ୍ୟପଟେ ଆଉ କିଛି ଆତଙ୍କୀଙ୍କ…

ମୋଦି ସରକାର ବିରୋଧରେ ଏକଜୁଟ ହେଲେ ବିରୋଧୀ । ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଲେ ୧୯ଟି ଦଳ,…

କନକ ବ୍ୟୁରୋ : ବିଜେପି ସରକାର ବିରୋଧରେ ମେଳି ବାନ୍ଧିଲେ ବିରୋଧୀ । ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ୧୯ଟି ବିରୋଧୀ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଛି ବୈଠକ । ଯେଉଁଥିରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସରକାରଙ୍କୁ କିପରି ଟକ୍କର ଦିଆଯିବ ସେନେଇ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ…

ପରଦାରେ ଆଫଗାନିସ୍ତାନର ଆତଙ୍କ ରାଜ । ବଲିଉଡ୍ ସିନେମାରେ ଦେଖିବାକୁ ମିଳିଛି ତାଲିବାନର ତାଣ୍ଡବ, ସତ କାହାଣୀକୁ ସିନେମା…

କନକ ବ୍ୟୁରୋ : ତାଲିବାନର ଆତଙ୍କରାଜର ଅନେକ ଚିତ୍ର ଏବେ ସାମ୍ନାକୁ ଆସୁଛି । ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ନିଜ ଅସଲ ରୂପ ଦେଖାଇବା ଆରମ୍ଭ କରିଦେଲାଣି । ତେବେ ସିନେମା ପରଦାରେ ବି ତାଲିବାନ ଆତଙ୍କର ଛବି ବି ଦେଖିବାକୁ ମିଳିଛି । ଆଫଗାନିସ୍ତାନକୁ ନେଇ ଅନେକ ସିନେମା…

ତାଲିବାନ ବିରୋଧରେ ମୋଦୀଙ୍କ ପ୍ରଥମ ବୟାନ । ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ…

କନକ ବ୍ୟୁରୋ : ଆଫଗାନିସ୍ତାନକୁ କବଜା କରିଛି ତାଲିବାନ । ବିଶ୍ୱକୁ ଦେଉଛି ଶାନ୍ତିର ବାର୍ତା, କିନ୍ତୁ ଦେଶରେ ଚଳାଉଛି ଆତଙ୍କ ରାଜ । ହେଲେ ଆତଙ୍କର ସାମ୍ରାଜ୍ୟ ବେଶୀ ଦିନ ତିଷ୍ଟିକି ରହିପାରେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ କିଛି ଏପରି ମନ୍ତବ୍ୟ ଦେଇଛନ୍ତି । ଗୁଜୁରାଟ…