Daily Archives

August 16, 2021

ଓଏଚପିସି କର୍ପୋରେଟ୍ ଅଫିସରେ ପାଳନ ହେଲା ସ୍ୱାଧୀନତା ଦିବସ । କୋଭିଡ୍ କଟକଣାରେ ଜାତୀୟ ପତାକା ଉତ୍ତୋଳନ କଲେ ଡକ୍ଟର…

କନକ ବ୍ୟୁରୋ: କୋଭିଡ୍ କଟକଣା ମଧ୍ୟରେ ଓଏଚପିସି କର୍ପୋରେଟ୍ ଅଫିସରେ ପାଳନ ହୋଇଯାଇଛି ୭୫ ତମ ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ ତାରିଖରେ ଅଫିସର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଡକ୍ଟର ପ୍ରବୋଧ କୁମାର ମହାନ୍ତି, ନିର୍ଦ୍ଦେଶକ (ମାନବ…

ଆଫଗାନିସ୍ତାନ ସଙ୍କଟ: କାହିଁକି ଚୁପ୍ ରହିଲା ଭାରତ? କ’ଣ ହେବ ନୂଆଦିଲ୍ଲୀର ପରବର୍ତ୍ତୀ ପଦକ୍ଷେପ?

କନକ ବ୍ୟୁରୋ: ୧୯୯୯ ମସିହା ଡିସେମ୍ବର ମାସରେ କାନ୍ଦହାର ବିମାନବନ୍ଦରରେ ଅପହୃତ ଭାରତୀୟ ବିମାନ, ଯାହାକୁ ଅପହରଣ କରି ନେଇଥିଲା ପାକିସ୍ତାନର ଆତଙ୍କୀ ସଂଗଠନ । ଆଉ ତକ୍ରାଳୀନ ଆଫଗାନିସ୍ତାନର ତାଲିବାନୀ ସରକାର ଯେଉଁଭଳି ଭାବେ ଡବଲ୍ ଗେମ୍ ଖେଳିଥିଲେ, ତାହା ଏପର୍ଯ୍ୟନ୍ତ ଭୁଲିପାରିନାହିଁ ଭାରତ ।…

କଂଗ୍ରେସକୁ ପୁଣି ଝଟକା । ଦଳ ଛାଡି ଟିଏମସି ହାତ ଧରିଲେ ମହିଳା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁସ୍ମିତା ଦେବ ।

କନକ ବ୍ୟୁରୋ: କଂଗ୍ରେସକୁ ବଡ ଝଟକା । ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁସ୍ମିତା ଦେବ ଦଳ ଛାଡିଛନ୍ତି । କଂଗ୍ରେସ ଛାଡି ଏବେ ଟିଏମସିରେ ଯୋଗ ଦେଇଛନ୍ତି ସୁସ୍ମିତା ଦେବ୍ । ଟିଏମସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ୍ ଓବରେନ୍ଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି…

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର । ଗୁଇନ୍ଦାଗିରି ଅଭିଯୋଗକୁ ଖଣ୍ଡନ କଲେ ମୋଦି ସରକାର

କନକ ବ୍ୟୁରୋ: ପେଗାସସ୍ ମାମଲାରେ ତଦନ୍ତ କରିବ ସ୍ୱତନ୍ତ୍ର କମିଟି । ଏନେଇ ସୁପ୍ରିମକୋର୍ଟରେ ସ୍ପଷ୍ଟ ରଖିଛନ୍ତି କେନ୍ଦ୍ର । ସରକାର ସ୍ୱତନ୍ତ୍ର କମିଟି ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଏଥିସହ ସମସ୍ତ ଅଭିଯୋଗ ଭିତିହୀନ ଏବଂ ଏଥିରେ ଗୁଇନ୍ଦାଗିରି ସହ କୌଣସି ସମ୍ପର୍କ ନଥିବା କେନ୍ଦ୍ର…

ଆମେରିକାର ହ୍ୱାଇଟ ହାଉସ ଆଗରେ ବିକ୍ଷୋଭ । ବିକ୍ଷୋଭକାରୀ କହିଲେ ଧୋକା ଦେଇଛି ଆମେରିକା ସରକାର । 

କନକ ବ୍ୟୁରୋ: ଆମେରିକାକୁ ପ୍ରତି ତାଲିବାନର ଆଉ ଭୟ ନାହିଁ କି ସମ୍ମାନ ବି ନାହିଁ । ଆମେରିକା ଦୂତବାସରେ ତାଲିବାନ ନିଜ ପତାକା ଉଡାଇ ଆମେରିକାକୁ କରିଛି ଅସମ୍ମାନ କରିଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନର କାର୍ଯ୍ୟକଳାପ ଦେଖି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,…

ତାଲିବାନ ଦଖଲରେ ଥିବା ସହର ଭିତରୁ ଆସିଲା ଦୃଶ୍ୟ । ସ୍ୱାଭାବିକ ଭାବେ ଚାଲିଛି ଜୀବନଜିବିକା । ଖୋଲିଛି ଦୋକାନ, ବଜାର,…

କନକ ବ୍ୟୁରୋ: ଗୋଟିଏ ପଟେ କାବୁଲ ଉପରେ କବ୍ଚା କରି ସାରା ବିଶ୍ୱରେ ନିଜ ଆତଙ୍କରାଜର ନମୂନା ଦେଖାଇଛି ତାଲିବାନ । ଅନ୍ୟପଟେ ତାଲିବାନ କଏଦରେ ଥିବା ଏକ ସହରରେ ଦେଖିବାକୁ ମିଳିଛି ସାଧାରଣ ଜୀବନଯାତ୍ରା । ତାଲିବାନ ଆତଙ୍କ ନେଇ ଅନେକ ଚିତ୍ର ଦେଖିବାକୁ ମିଳିଥିବାବେଳେ, ଏଭଳି ଚିତ୍ର ସାମ୍ନାକୁ…