Daily Archives

August 22, 2021

ଆଫଗାନିସ୍ତାର କାବୁଲ ବିମାନବନ୍ଦରରେ ଆଇଏସଆଇଏସ କରିପାରେ ଆକ୍ରମଣ! ଆମେରିକା ଜାରି କଲା ଆଡଭାଇଜରୀ, ବିମାନବନ୍ଦର ଠାରୁ…

କନକ ବ୍ୟୁରୋ : ତାଲିବାନର ଆତଙ୍କରେ ଆତଙ୍କିତ ଅବସ୍ଥାରେ ଥିବା କାବୁଲବାସୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଜ୍ଝ କାରଣ ଆମେରିକା ଆଶଙ୍କା କରିଛି ଯେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଆକ୍ରମଣ କରିପାରେ । ଆମେରିକା ଏହାର…

ତାଲିବାନରେ ଯୋଗ ଦେବାକୁ ସୁଯୋଗ ଖୋଜୁଛନ୍ତି ବାଂଲାଦେଶୀ ଉଗ୍ରବାଦୀ । ସତର୍କ କଲା ବାଂଲାଦେଶ, ସଜାଗ ହେଲା ବିଏସଏଫ୍ ।

କନକ ବ୍ୟୁରୋ : ଆଫଗାନିସ୍ତାନ‌ରେ ତାଲିବାନମାନଙ୍କ ସହ ଯୋଗ ଦେବା ଲାଗି କେତେକ ଉଗ୍ରବାଦୀ ବାଂଲାଦେଶୀ ଯୁବକ ଗୁପ୍ତରେ ଭାରତ ବାଟେ ଯିବାକୁ ଉଦ୍ୟମ କରୁଥିବା କଥା ଢାକା ପୁଲିସ କମିସନର୍‌ ଘୋଷଣା କରିବା ପରେ ଭାରତ-ବାଂଲାଦେଶ ସୀମାନ୍ତରେ ଥିବା ‘ବିଏସଏଫ୍‌’ ଯବାନମାନେ ସତର୍କ ହୋଇ…

ଜେଲ ଭିତରେ ଭାଇ, ତାର ଜାଲି ବାହାରୁ ରାକ୍ଷୀ ବାନ୍ଧିଲା ଭଉଣୀ ।

କନକ ବ୍ୟୁରୋ : ଗୋଟିଏ ପଟେ ଭାଇ, ଆରପଟେ ଭଉଣୀ ଓ ମଝିରେ ଲୁହାର ପ୍ରାଚୀର। ହୋଇପାରେ ଏକ ସାମାନ୍ୟ ସୂତା। କିନ୍ତୁ ଛଳଛଳ ଆଖିରେ ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ। ଭାଇର ଆଖିରେ ଆଖିଏ ଲୁହ । ମଝିରେ ମଝିରେ ଭାଇ କାନ୍ଦି ପକାଇ ଶୀଘ୍ର ଫେରିବାକୁ ବୁଝାଉଥିଲା। ପବିତ୍ର ରକ୍ଷା ବନ୍ଧନ ଅବସରରେ…

ଭାଇ ହାତରେ ରାକ୍ଷୀ ବାନ୍ଧି ପାରିଲାନି ଭଉଣୀ । ଅଧା ରହିଗଲା ରାକ୍ଷୀ ପୂର୍ଣ୍ଣିମା । ନଦୀରେ ଗାଧୋଇବା ବେଳେ ବୁଡିଗଲା…

କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାରେ ରାଇରଙ୍ଗପୁରରେ ଅଘଟଣ। ଭାଇକୁ ରାକ୍ଷୀ ବାନ୍ଧି ପାରିଲା ନାହିଁ ଭଉଣୀ,ଅଧୁରା ରହିଲା ସ୍ୱପ୍ନ,ଭାଇ ସହ ଗାଧେଇବାକୁ ଯାଇ ବୁଡିଗଲା ଭଉଣୀ । ଖଡଖାଇ ନଦୀରେ ଅକାଳରେ ଚାଲିଗଲା ଜୀବନ । କରୋନା କଟକଣା ଯୋଗୁଁ ବହୁ ପର୍ବ ପର୍ବାଣୀ ପାଳି ନଥିଲେ ସମସ୍ତେ । ତେବେ…

କାଇଁଚ ରାକ୍ଷୀର ବଢୁଛି  ଚାହିଦା । ଆକର୍ଷଣୀୟ ସାଙ୍ଗକୁ ବଜାରରେ ମିଳୁଛି ବିଭିନ୍ନ ଡିଜାଇନର ରାକ୍ଷୀ, ପାଖାପାଖି ୪୦…

କନକ ବ୍ୟୁରୋ : ଗୋଲଡେନ ଗ୍ରାସ ବା କାଇଁଚରେ ତିଆରି ରାକ୍ଷୀ ମହିଳାଙ୍କୁ ଦେଇଛି ରୋଜଗାର । ଏହି ରାକ୍ଷୀ ଗୁଡିକ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ ମଧ୍ୟ । ବଜାରରେ ସାଧାରଣ ଭାବେ ଉପଲବ୍ଧ ହେଉଥିବା ରାକ୍ଷୀ ଠାରୁ ସମ୍ପୂର୍ଣ ଅଲଗା ଏଇ କାଇଁଚର ରାକ୍ଷୀ । ଯାଜପୁର ଜିଲ୍ଳା ବଡଚଣା ବ୍ଲକ…

ବାଉଁଶରେ ତିଆରି ହେଉଛି ରାକ୍ଷୀ । ପାଠ ପଢୁଆ ଆଦିବାସୀ ଝିଅଙ୍କ ରୋଜଗାରର ମାଧ୍ୟମ ପାଲଟିଛି ବାଉଁଶ ରାକ୍ଷୀ ।

କନକ ବ୍ୟୁରୋ : ବାଉଁଶରେ ତିଆରି ହେଉଛି ରାକ୍ଷୀ । ଆଦିବାସୀ ଜନଜାତିର ଯୁବତୀମାନେ ବାଉଁଶରେ ଭଳିକି ଭଳି ରାକ୍ଷୀ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ରାୟଗଡା ଜିଲ୍ଲା ବଡ ଚାନ୍ଦିଲି ଗାଁର କଲେଜ ପଢୁଆ ଆଦିବାସୀ ଯୁବତୀ ମାନେ ବାଉଁଶରୁ ରାକ୍ଷୀ ପ୍ରସ୍ତୁତି କରି ନିଜକୁ ରୋଜଗାରକ୍ଷମ…