Daily Archives

August 4, 2021

ଘରୋଇ ଭଳି ସରକାରୀ ସ୍କୁଲରେ ବି ହେବ ପ୍ଲେ ସ୍କୁଲ । ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ରର ଅନୁମୋଦନ ।…

କନକ ବ୍ୟୁରୋ: ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ବି ଆରମ୍ଭ ହେବ ପ୍ଲେ ସ୍କୁଲ । ଦେଶରେ ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ନୂଆ ଶିକ୍ଷା ନୀତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ସମଗ୍ର ଶିକ୍ଷା ଯୋଜନା…

କେନାଲରେ ପାଣି ଆସୁ ଆସୁ ଭୁଶୁଡିଗଲା କଂକ୍ରିଟ୍ କାମ । ଜାନୁୟାରୀରେ ହୋଇଥିଲା ପ୍ରକଳ୍ପର ଉଦଘାଟନ, ଜୁଲାଇରେ ବାଲି ବସ୍ତା…

କନକ ବ୍ୟୁରୋ: ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବୃହତ ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପରେ ପାଣି ଛଡାଯିବାର ମାତ୍ର ଦିନ କେଇଠାରେ ବନ୍ଧ ଭାଙ୍ଗିଯିବା ସମସ୍ତଙ୍କୁ ଚକିତ କରିଛି । ଏତେ ଟଙ୍କା ବ୍ୟୟରେ କାର୍ଯ୍ୟ ହୋଇଥିଲେ ବି କାହିଁକି ଭୁଷୁଡିଲା ବନ୍ଧ ତାକୁ ନେଇ ସାଧାରଣ ଲୋକ…

ଜୁନ ୨୦୨୨ରୁ ଭୁବନେଶ୍ୱରରେ ହେବ କରୋନା ଟିକା ଉତ୍ପାଦନ । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ଭାରତ…

କନକ ବ୍ୟୁରୋ: ଓଡିଶାରେ ଉତ୍ପାଦିତ ହେବ  କରୋନା ଟିକା  । ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜୁନରୁ ଭୁବନେଶ୍ୱରରେ କରୋନା ଟିକା ଉତ୍ପାଦନ ଆରମ୍ଭ ହେବ  । ଏନେଇ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ଭାରତ ବାୟୋଟେକ ଅଧ୍ୟକ୍ଷ । ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ…

ୱେବ ସାମ୍ବାଦିକଙ୍କୁ ସମାଲୋଚନା କଲେ ଦୂତୀ ଚାନ୍ଦ । କହିଲେ, ଲକ୍ଷେ ଟଙ୍କା ମାଗିଥିଲେ, ନଦେବାରୁ ଜାଣିଣୁଣି ଆପତିଜନକ…

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାଗ ନେଇଥିବା ଓଡିଆ ସ୍ପ୍ରିଂଟର ଦୂତି ଚାନ୍ଦଙ୍କୁ ଧମକ ଦେଉଛନ୍ତି ସାମ୍ବାଦିକ । ଫୋକସ ପ୍ଲସ ନାମକ ଏକ ୱେବପୋର୍ଟାଲର ସାମ୍ବାଦିକ ସ୍ମୃତିରଞ୍ଜନ ଦୂତିଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିବା ନେଇ ଅଭିଯୋଗ ଆଣିଛନ୍ତି ଦୂତି । କିଛି ଦିନ ତଳେ ଫୋକସ ପ୍ଲସର ସାମ୍ବାଦିକ…

ସିବିଏସଇ ରେଜଲ୍ଟ ବାହାରିିବା ପରେ ଆସିଲା ଜାଭିୟର ଇଂଟରନ୍ୟାସନାଲ ସ୍କୁଲ ବିରୋଧରେ ସାଂଘାତିକ ଅଭିଯୋଗ । ସ୍କୁଲ ବଦଳାଇ…

କନକ ବ୍ୟୁରୋ: ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ୱରର ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ କର୍ତୃପକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ପିଲାଙ୍କୁ ଅନ୍ୟ ସ୍କୁଲରେ ଆଡମିଶନ କରିବାକୁ ସେମାନେ ନିଷ୍ପତି…

୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଜୋର ଧରିଲା ରାଜନୀତି , ମୃତ ନାବାଳିକାଙ୍କ ପରିବାର ଲୋକଙ୍କ ସହ…

କନକ ବ୍ୟୁରୋ :  ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏବେ ଜୋର ଧରିଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧି ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେ ସମୟ ଫଟୋକୁ ଟ୍ୱିଟରରେ ସେୟାର କରି ଅଡୁଆରେ ପଡିଛନ୍ତି । ବିଜେପି ଏନେଇ ରାହୁଲଙ୍କୁ…