Monthly Archives

August 2021

ଆସିଲା ସେପ୍ଟେମ୍ବର ଗାଇଡଲାଇନ । ବଦଳିଲା ନାଇଟକର୍ଫ୍ୟୁ ସମୟ, ଜାଣନ୍ତୁ ନାଇଟକର୍ଫ୍ୟୁ ସମୟରେ କେଉଁ ସେବାକୁ ମିଳିବ…

କନକ ବ୍ୟୁରୋ : ଆସିଲା ସେପ୍ଟେମ୍ବର ମାସର ଗାଇଡଲାଇନ । ସେପ୍ଟେ୍ମ୍ବର ୧ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା । ସେପ୍ଟେ୍ମ୍ବର ଗାଇଡଲାଇନରେ ନାଇଟ କର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ କରାଯାଇଛି । ଏଣିକି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଜାରି ରହିବ ।…

ହଟିଲା ସପ୍ତାହାନ୍ତ ସଟଡାଉନ୍ । ବଦଳିଲା ନାଇଟ୍ କର୍ଫ୍ୟୁ ସମୟ, ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ…

କନକ ବ୍ୟୁରୋ : ଆସିଲା ସେପ୍ଟେମ୍ବର ଗାଇଡଲାଇନ୍ । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ତିନୋଟି ଜିଲ୍ଲାରେ ଜାରି ରହିଥିବା ସପ୍ତାହାନ୍ତ ସଟଡାଉନକୁ ହଟାଇ ଦେଇଛନ୍ତି ସରକାର । ଏହି ଜିଲ୍ଲାଗୁଡିକ ହେଲା ଭୁବନେଶ୍ୱର, କଟକ ଏବଂ ପୁରୀ । ସେହିପରି…

ଆଫଗାନିସ୍ତାନ ମାଟି ଆମେରିକା ଛାଡୁ ଛାଡୁ ପଞ୍ଜଶୀର ଘାଟିରେ ତାଲିବାନର ଆକ୍ରମଣ । ନଦର୍ଣ୍ଣ ଆଲାଏନ୍ସର ପାଲଟା ଆକ୍ରମଣରେ…

କନକ ବ୍ୟୁରୋ : ଆଫଗାନିସ୍ତାନ ମାଟିରୁ ଆମେରିକା ବିଦାୟ ନେବା କ୍ଷଣି ତାଲିବାନ ପୁଣିଥରେ ନିଜର ଅସଲ ରୂପ ଦେଖାଇଛି । ସୋମବାର ବିଳମ୍ବିତ ରାତି ସୁଦ୍ଧା ଆମେରିକାର ଶେଷ ବିମାନ ଉଡାଣ ଭରୁଥିବା ବେଳେ ପଞ୍ଜଶୀର ଘାଟିରେ ପଶି ଆକ୍ରମଣ କରିଛି ତାଲିବାନ । ଏନେଇ ସ୍ପଷ୍ଟ କରିଛି ତାଲିବାନ ବିରୋଧରେ…

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂଶୋଧିତ ଗାଇଡଲାଇନ । ଜଳାଶୟର ୫୦ ମିଟର ପରିଧି ଭିତରେ ହୋଇପାରିବନି ପେଟ୍ରୋଲ…

କନକ ବ୍ୟୁରୋ : କୌଣସି ଜଳାଶୟର ୫୦ ମିଟର ପରିଧି ମଧ୍ୟରେ ଏବେ ଆଉ ପେଟ୍ରୋଲ ପମ୍ପ୍‌ ହୋଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଦେଶ ଜାରି କରିଛି। ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉପରୋକ୍ତ ସଂଶୋଧନ କରାଯାଇଛି। ଓଡ଼ିଶା ସମେତ ଦେଶର…

ଦିଲ୍ଲୀ ନୋଇଡାରେ ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ : ୩ ମାସର ସମୟ ଦେଲେ ସୁପ୍ରିମକୋର୍ଟ ,…

କନକ ବ୍ୟୁରୋ: ସୁପରଟେକ୍ ଏମିରାଲ୍ଡ ମାମଲାରେ ବଡ ନିଷ୍ପତ୍ତିି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ନୋଇଡାରେ ଦୁଇଟି ସୁପରଟେକ୍ ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୪୦ ମହଲା ବିିଶିଷ୍ଟ ଏହି ସୁପରଟକ୍ ଟ୍ୱିନ୍ ଟାୱାରକୁ ଭାଙ୍ଗିବାକୁ କୋର୍ଟ ୩ ମାସର ସମୟ ଦେଇଛନ୍ତି…

କାବୁଲରୁ ଉଡାଣ କଟକଣା ଲଗାଇଲା ତାଲିବାନ : ତିନିଟି ପ୍ରବେଶ ପଥକୁ ନିଜ ନିୟନ୍ତ୍ରଣକୁ ନେଲା

କନକ ବ୍ୟୁରୋ : କାବୁଲରୁ ଉଡାଣ କଟକଣା ଲଗାଇଲା ତାଲିବାନ । ତିନିଟି ପ୍ରବେଶ ପଥକୁ ନିଜ ନିୟନ୍ତ୍ରଣକୁ ନେବା ସହ ପୂରା ବିମାନ ବନ୍ଦରକୁ ନିଜ କବଜାକୁ ନେଇଛି । କାବୁଲରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ ଜେ ବିମାନ ଭାରତ ଫେରି ଆସିଛି । କାବୁଲରେ ଏବେ ବି ୫୦ରୁ ଅଧିକ…