Daily Archives

August 27, 2021

ଛତିଶଗଡରେ ତୁଟୁନି କଂଗ୍ରେସର ଦଳୀୟ କନ୍ଦଳ । ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦିଲ୍ଲୀରେ ଛତିଶଗଡ ମନ୍ତ୍ରୀଙ୍କ ମାରାଥନ ବୈଠକ ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ବି ସୁଧୁରିଲାନି ଛତିଶଗଡ କଂଗ୍ରେସ ବିବାଦ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଭୂପେଶ ବାଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ କନ୍ଦଳ ଏବେ ଉଗ୍ରରୂପ ନେବାରେ ଲାଗିଲାଣି । ଦିନକୁ ଦିନ ବିବାଦ ବଢୁଥିବାବେଳେ ଦିଲ୍ଲୀରେ ପହଁଚି ଶକ୍ତି ପ୍ରଦର୍ଶନ କରିବାକୁ…

ପଞ୍ଜାବରେ ତୁଟୁନି କଂଗ୍ରେସର ଦଳୀୟ କନ୍ଦଳ । ପଞ୍ଜାବରେ ସିନ୍ଧୁଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସରେ ଜାରି ରହିଛି ବିବାଦ । ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଷ ରାୱତଙ୍କ ଚରମବାଣୀ ପରେ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମଲବିନ୍ଦର ସିଂହ ମାଲି । କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ବୟାନ ଦେବାପରେ ନିଜ ସହ…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଏସି ବଗିରେ ଯାତ୍ରା କରିବା ହେବ ଶସ୍ତା

କନକ ବ୍ୟୁରୋ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଲା ଭାରତୀୟ ରେଳ ବିଭାଗ । ଏଣିକି ଲୋକମାନେ ଶସ୍ତା ଭଡା ଦେଇ ଏସି ଟ୍ରେନରେ ଯାତ୍ରା କରିବାର ସୁବିଧା ପାଇବେ । ବାସ୍ତବରେ, ସାଧାରଣ ଏସି୩ ଟାୟାର୍ କୋଚ୍ ତୁଳନାରେ ଏସି୩ ଇକୋନୋମି କ୍ଲାସ୍ କୋଚଗୁଡିକରେ ଯାତ୍ରା ଶସ୍ତା ହେବ ।  ଭାରତୀୟ ରେଳବାଇ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ବଡ ଧରଣର ରାଜନୈତିକ ହଲଚଲ । ବିଜେପିରୁ ଏକାଥରକେ ଇସ୍ତଫା ଦେଲେ ୧୫ ଜିଲ୍ଲା…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡଧରଣର ହଲଚଲ । ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ବିଜେପିରୁ ଦେଲେ ଇସ୍ତଫା । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅସନ୍ତୋଷ ଜାହିର କରି ଏହି ସଭ୍ୟମାନେ ଆଜି ବିଜେପି ଛାଡିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ।…

ଏବେ ଓଡିଶାରେ ମାଗଣାରେ ମିଳିବ ବ୍ୟୟବହୁଳ ଇକମୋ ଚିିକିତ୍ସା । କଟକ ବଡ ଡାକ୍ତରଖାନାରେ ଇକମୋ ୟୁନିଟର ଲୋକାର୍ପଣ କଲେ…

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ଜୀବନ ବଂଚାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଇକମୋ ଚିକିତ୍ସା ପାଇଁ ଏମିତି ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । କାରଣ ଓଡିଶାରେ ମାଗଣାରେ ମିଳିବ ଇକମୋ ଚିକିତ୍ସା । ଏଥିପାଇଁ କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ…

ମରୁଡି ଆଶଙ୍କା ଭିତରେ ଆସିଲା ଆଶ୍ୱସ୍ତି କଲାଭଳି ଖବର । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୩୦ଯାଏଁ…

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ଓ ଏହା ସଂଲଗ୍ନ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।…