Daily Archives

August 30, 2021

ଭାରତକୁ ନେଇ ତାଲିବାନର ବରିଷ୍ଠ ନେତାଙ୍କ ବଡ ବୟାନ । କହିଲେ ହିନ୍ଦୁସ୍ତାନ ସହ ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ…

କନକ ବ୍ୟୁରୋ: ତାଲିବାନି ମାନେ ଆଫଗାନିସ୍ତାନରେ ପ୍ରବେଶ କରିବା ପରେ ଆଫଗାନିସ୍ତାନରେ ଯେ କଣ ଘଟୁଛି ସାରା ବିଶ୍ୱ ଦେଖୁଛି । ଆତଙ୍କ ଓ ବର୍ବରତା  ମଧ୍ୟରେ ରହୁଛନ୍ତି ଆଫଗାନ ବାସୀ । ଏହି ସମୟରେ ତାଲିବାନିମାନେ ନିଜର ବିଶ୍ୱ ଦରବାରରେ ନିଜର ଚିତ୍ରକୁ ପରିବର୍ତନ କରିବାକୁ ମଧ୍ୟ ଅନେକ ପ୍ରୟାସ…

ଜାମ୍ମୁକାଶ୍ମୀରରେ ଦୁଇ ବର୍ଷ ପରେ ପାଳିତ ହେଲା ଜନ୍ମାଷ୍ଟମୀ । ଶ୍ରୀନଗର ଶୋଭାଯାତ୍ରା କରି ସହର ପରିକ୍ରମା କଲେ କାଶ୍ମୀର…

କନକ ବ୍ୟୁରୋ: ଶ୍ରୀନଗରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୟନ୍ତୀ ଉତ୍ସବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି କାଶ୍ମୀର ପଣ୍ଡିତ । ଦୁଇ ବର୍ଷ ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀନଗରରେ ବାହାରିଥିଲା ଜନ୍ମାଷ୍ଟମୀ ଶୋଭାଯାତ୍ରା । ଗଣପତ୍ୟାର୍ ମନ୍ଦିରରୁ ବାହାରି ଲାଲ୍…

ଚାଷୀ ଆନ୍ଦୋଳନକୁ ନେଇ ପଂଜାବ ଓ ହରିଆଣା ମୁଖ୍ୟମନ୍ତ୍ରୀ ମୁହାଁମୁହିଁ । ଚାଷୀଙ୍କୁ ଲାଠିଚାର୍ଜ କରାଯିବା ନେଇ ହରିୟାଣା…

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ପାଇଁ ମୁହାଁମୁହିଁ ହେଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ହରିଆଣାରେ ଚାଷୀଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନେଇ ହରିୟାଣା ସରକାରଙ୍କୁ ସମାଲୋଚନା କଲେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ହରିୟାଣା ସରକାରଙ୍କ ଚାଷୀଙ୍କ ପାଇଁ ସବୁ ଏଜେଣ୍ଡା ଫେଲ୍…

ଆମେରିକା ପୁଣି କାୟା ମେଲାଉଛି କରୋନା । ଗୋଟିଏ ସପ୍ତାହ ଧରି ଦୈନିକ ହସ୍ପିଟାଲରେ ଭର୍ତି ହେଉଛନ୍ତି ୧ ଲକ୍ଷ ଆକ୍ରାନ୍ତ,…

କନକ ବ୍ୟୁରୋ: ଆମେରିକାରେ ପୁଣି ଥରେ କରୋନା ତାର କାୟା ମେଲାଇବାରେ ଲାଗିଛି । ଜନସଂଖ୍ୟାର ଏକ ବଡ ଭାଗ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ ବି ସପ୍ତାହ ହେଲା ଦୈନିକ ପ୍ରାୟ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି । ନଜର ପକାନ୍ତୁ ଗତ ୫ଦିନର ଆମେରିକାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପରେ ୨୪…

ଟୋକିଓରେ ପଦକ ବର୍ଷା । ଗୋଟିଏ ଦିନରେ ଭାରତ ପାଇଁ ଆସିଲା ପାଂଚ ପଦକ । ଜାଭଲିନ ଓ ସୁଟିଂରୁ ଆସିଲା ଦୁଇଟି ସ୍ୱର୍ଣ୍ଣ 

କନକ ବ୍ୟୁରୋ: ଦେଶ ପାଇଁ ସୁନା ଜିତିଛନ୍ତି ସୁମିତ ଆଂଟିଲ । ଟୋକିଓ ପାରା ଅଲମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ଭାରତ ଧମାକାଦାର ପ୍ରଦର୍ଶନ କରିଛି । ସୋମବାର ପୁରୁଷ ଏଫ ୬୪ ବର୍ଗରେ ୬୮.୫୫ ମିଟର ଦୁର ଯାଏ ଜାଭେଲିନ ଥ୍ରୋ କରି ବିଶ୍ୱ ରେକର୍ଡ କରିଛନ୍ତି ସୁମିତ । ସୁମିତ ସ୍ୱର୍ଣ୍ଣ ପଦକ ଜିତିବା…

ତୃତୀୟ ଲହର ଆଶଙ୍କା ଭିତରେ ଆଶ୍ୱସ୍ତି ଆଣିଲା କାନପୁର ଆଇଆଇଟିର ଆକଳନ । ଘାତକ ହୋଇନପାରେ ସଂକ୍ରମଣ । ନୂଆ ଭାରିଆଂଟ…

କନକ ବ୍ୟୁରୋ: ଆକଳନ ଅନୁସାରେ, ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଦେଶ କରୋନାର ତୃତୀୟ ଲହର ସାମ୍ନା କରିବ, ଯଦି ବର୍ତମାନର ଭାରିଆଂଟ ତୁଳନାରେ ନୁଆ ଏକ ଘାତକ ଷ୍ଟ୍ରେନ ପ୍ରଭାବ ବିସ୍ତାର କରେ । -ଯଦି କରୋନାର ନୁଆ କିଛି ଭାରିଆଂଟ ଆସେ, ତେବେ କରୋନାର ପିକ୍ କିଛି ଏଭଳି ରହିବ, ଯାହା ଦ୍ୱିତୀୟ…