Daily Archives

August 2, 2021

ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ ଆବେଦନ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ । ଆପଣ ବି ହୋଇପାରନ୍ତି ଲୁଟର ଶିକାର..

କନକ ବ୍ୟୁରୋ: ବଢ଼ୁଛି ସାଇବର ଠକଙ୍କ ଦୌରାତ୍ମ୍ୟ । ନୂଆ ନୂଆ ଚାଲ କରି ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । କେତେବେଳେ ଡ୍ରାଇଭିଂ ଲାଇସେନ୍ସ ଦେବା ବାହାନାରେ ତ ଆଉ କେତେବେଳେ କେୱାଇସି ଅପଡେଟ୍ କରିବା ବାହାନାରେ । ସାଗରିକା ଚଇନି । ଭୁବନେଶ୍ୱରର ଏହି ଯୁବତୀ ଜଣଙ୍କ ପରିବହନ ଆପ ଜରିଆରେ…

ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ଆସିଲା ଶିଳ୍ପାଙ୍କ ବୟାନ । ସୋସିଆଲ ମିଡିଆେରେ ସେୟାର କଲେ ଷ୍ଟେଟମେଣ୍ଟ,…

କନକ ବ୍ୟୁରୋ : ଅଶ୍ଳୀଳ ସିନେମା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ରାଜ କୁନ୍ଦ୍ରା । ଏପଟେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କ ବଢିବାରେ ଲାଗିଛି ସମସ୍ୟା । ତାଙ୍କ ହାତରୁ ଖସିବାରେ ଲାଗିଛି ଏଣ୍ଡୋର୍ସମେଂଟ । ଆଉ ସୋସିଆଲ ମିଡିଆରେ କରାଯାଉଛି ଟ୍ରୋଲ । ଯାହାକୁ ନେଇ ପ୍ରଥମ ଥର ନିଜ…

ଯାଜପୁରରୁ ଆସିଲା ଦୁର୍ନୀତିର ସମାନ ଫର୍ମୁଲା । ଟେଣ୍ଡର ନକରି ମନଇଚ୍ଛା ଠିକାଦାରଙ୍କୁ କାମ ଟେକି ଦେଇଛି ସରକାରୀ ବିଭାଗ 

କନକ ବ୍ୟୁରୋ: ବିପର୍ଯ୍ୟୟ ବେଳେ ମଉଜ ।  ୨୦୨୦ ବନ୍ୟା ବେଳେ ୭ ଦିନରେ ୧୩୨୪ ଟି କେ-ଟୁ ଟେଣ୍ଡର । ଯାଜପୁର ଜିଲ୍ଲାର ଆରଡି ଡିଭିଜନରେ ବନ୍ୟା ଓ ବାତ୍ୟା ଆଳରେ ଖାଇଗଲେ କୋଟି କୋଟି ଟଙ୍କ । ମିଳିଥିବା ତଥ୍ୟାନୁସାରେ ୧୩୨୪ଟି କେ-ଟୁ (୧୦ ହଜାର ଟଙ୍କାରୁ କମ୍ ମୂଲ୍ୟର) କାର୍ଯ୍ୟକୁ ହାତ ଚିଠା…

କଟକରେ ଗଣେଷ ପୂଜାକୁ ଅନୁମତି, ଆସନ୍ତକାଲି ଖୋଲିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର । ଏପଟେ ଶ୍ରୀମନ୍ଦିର ଖୋଲିବା ପାଇଁ…

କନକ ବ୍ୟୁରୋ: ଅଗଷ୍ଟ ପହିଲାରୁ ରାଜ୍ୟ କଟକଣା କୋହଳ ହୋଇଛି । ଧିରେ ଧିରେ ଖୋଲୁଛି ମନ୍ଦିର ।  କାଲିଠାରୁ ସମ୍ବଲପୁରର ସମଲେଶ୍ୱରୀ ପୀଠ ଖୋଲିବ ।  ତେବେ ଭକ୍ତଙ୍କୁ ଗମ୍ଭୀରା ଭିତରକୁ ପ୍ରବେଶ ଅନୁମତି ମିଳିନାହିଁ । ସେପଟେ ବିରଜା ମନ୍ଦିର ୪ ତାରିଖରୁ ଖୋଲିବ । ଏବେ  ଶ୍ରୀମନ୍ଦିର  କେବେ ଖୋଲିବ…

ଦୁଇ ଓଡ଼ିଆ ହକି ତାରକାଙ୍କ ପାଇଁ ସୁନ୍ଦରଗଡ଼ରେ ଉତ୍ସାହ । ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ପାଇଁ ଗର୍ବ କରୁଛନ୍ତି…

କନକ ବ୍ୟୁରୋ: ବୋଧହୁଏ ନିଜ ରାଜନୈତିକ ଜୀବନରେ ରେକର୍ଡ ପରେ ରେକର୍ଡ ବିଜୟ ହାସଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେ ଆନନ୍ଦିତ ହୋଇନଥିବେ ଭାରତୀୟ ହକି ଦଳର ସେମିଫାଇନାଲରେ ପହଁଚିବା ତାଙ୍କୁ ତାଠାରୁ ବୋଧହୁଏ ଅଧିକ ଉଲ୍ଲସିତ କରିଥିଲା । ଏହି ଖୁସିର କାରଣକୁ ବୁଝିବାକୁ ହେଲେ…

ଉହାନ ଲ୍ୟାବରୁ ବାହାରିଛି ମାରାତ୍ମକ କରୋନା । ୟୁଏସ ରିପବ୍ଲିକାନର ରିପୋର୍ଟରେ ବାହାରିଲା ଚୀନ୍ ଲ୍ୟାବର ସତ, ପ୍ରମାଣ…

କନକ ବ୍ୟୁରୋ : କରୋନା ଭୂତାଣୁ ସୃଷ୍ଟିକୁ ନେଇ ଚୀନ୍ ବିରୋଧରେ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପ୍ରମାଣ । ଏ ଭିତରେ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିରୁ କରୋନା ଭୂତାଣୁ ଲିକ୍ ହୋଇଥିବା ନେଇ ୟୁଏସ ରିପବ୍ଲିକାନ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ସେପଟେ ଏହି କଥାକୁ ପୂର୍ବ ଭଳି…