Daily Archives

August 8, 2021

ଖୋର୍ଦ୍ଧା କୁଦୁଆବେରେଣି ଗାଁର ଦୁଇ ଭାଇଙ୍କୁ ନେଇ ଚର୍ଚ୍ଚା । କୌଳିକ ବୃତ୍ତି ମୂର୍ତ୍ତି ଗଢ଼ିବା ସହ ତିଆରି କରୁଛନ୍ତି…

କନକ ବ୍ୟୁରୋ: ଖୋର୍ଦ୍ଧା-କଣ୍ଟିଲୋ ରାସ୍ତା କଡ଼ରେ ପଡ଼େ କୁଦୁଆବେରେଣି ଗାଁ । ଏହି ଗାଁର ଦୁଇ ଟେରାକୋଟା କାରିଗରଙ୍କୁ ନେଇ ଏବେ ଚର୍ଚ୍ଚା । ଦୁଇ ଭାଇ ପ୍ରଦୀପ ଓ ଦିଲ୍ଲୀପ ମାଟିରୁ ତିଆରି କରୁଛନ୍ତି ଅନେକ କଳାକୃତ୍ତି । ସେମାନଙ୍କର ପାରିବାରିକ କୌଳିକ ବୃତ୍ତି ହେଉଛି ମୂର୍ତ୍ତି ଗଢ଼ିବା । ହେଲେ…

ଚାକିରି ଛାଡି ଗାଁରେ ଆରମ୍ଭ କଲେ ଆର୍ୟୁବେଦ ଫ୍ୟାକ୍ଟ୍ରି । ଚର୍ଚ୍ଚାରେ ସମ୍ବଲପୁର କୁଚିଣ୍ଡାର ଅଶୋକ ପଟେଲ 

କନକ ବ୍ୟୁରୋ: ନାଭାଲ ଅଫିସର ଭାବେ ଚାକିରୀ ମିଳିଲା । ମୋଟା ଅଙ୍କର ଦରମା ବି ପାଇଲେ । କିନ୍ତୁ ମନ ସନ୍ତୁଷ୍ଟ ନ ହେବାରୁ ଚାକିରୀ ଛାଡି ଗାଁରେ ଆରମ୍ଭ କଲେ ଆର୍ୟୁବେଦ ଫ୍ୟାକ୍ଟ୍ରି । ବାପା ଅଜାଙ୍କ ସହ ଜଙ୍ଗଲ ବୁଲି ବୁଲି ଜଡିବୁଟି ସଂଗ୍ରହ କରିବାର ଅଭିଜ୍ଞତା ତାଙ୍କୁ ବନେଇଲା ବୈଦ୍ୟ । ଆମେ…

ସଙ୍କଟରେ ମୂର୍ତିକାର ପରିବାର । ବେପାର ଉପରେ କୋଭିଡ ସ୍ଥିତିର କଡ଼ା ପାହାର । ବିକ୍ରି ଅଭାବରୁ ପଡ଼ି ରହିଛି ଲକ୍ଷାଧିକ…

କନକ ବ୍ୟୁରୋ: ସଙ୍କଟରେ ମୂର୍ତିକାର ପରିବାର । କରୋନା ସାଜିଛି ବୃତିରେ ବାଧକ । ୨ଲକ୍ଷରୁ ଅଧିକ ଟଙ୍କାର ମାଟି ମୂର୍ତି ବିକ୍ରି ଅପେକ୍ଷାରେ । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଦେଉଳି ଗାଁର ମୂର୍ତି କାରିଗରଙ୍କ କଥା । ଅଗଷ୍ଟମାସରେ କରୋନା ଗାଇଡଲାଇନ ବଦଳିବା ପରେ ଏବେ ବେପାର…

କ୍ଷୁଦ୍ର ବ୍ୟବସାୟ ଦେଇଛି ପରିଚୟ । ବାହାରୁ ୠଣ ନଆଣି ଜଳଛାୟା ପ୍ରକଳ୍ପ ଆବର୍ତନ ପାଣ୍ଠିରୁ ମିଳିଛି ସହାୟତା 

କନକ ବ୍ୟୁରୋ: କ୍ଷୁଦ୍ର ବ୍ୟବସାୟ ଦେଇଛି ପରିଚୟ । ସାହୁକାର କିମ୍ବା ବ୍ୟାଙ୍କ ନିକଟରେ ନିର୍ଭର ନ ହୋଇ ଗାଁ କମିଟି ବ୍ୟାଙ୍କ ଦ୍ୱାରା ବ୍ୟବସାୟ ଲାଗି ଋଣ ନେଇ ସ୍ୱାବଲମ୍ବୀ ଏବେ ଆଦିବାସୀ । ସହାୟତା କରିଛି ଜଳ ଛାୟା ପ୍ରକଳ୍ପ । ବିଭିନ୍ନ କ୍ଷୁଦ୍ର ବ୍ୟବସାୟ କରି ସଠିକ ଭାବେ ପରିବାର ପ୍ରତିପୋଷଣ…

ସୁନା ପୁଅ ପାଇଁ ଟଙ୍କା ବର୍ଷା । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ନୀରଜ ଚୋପ୍ରାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା…

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଆଥଲେଟ୍ ବା ଦୌଡକୁଦରେ ସ୍ୱର୍ଣ୍ଣପଦକ ଜିତିଥିବା ନୀରଜ ଚୋପ୍ରା, ସାରା ଦେଶ ପାଇଁ ଯେଉଁ ଗର୍ବ ଆଣିଦେଇଛନ୍ତି , ସେଥିପାଇଁ ଖୁସିରେ ତାଙ୍କ ଉପରେ ଧନବର୍ଷା ହୋଇଛି । କାରଣ ଏହି ଗୌରବ ସବୁ ଖୁସିକୁ ବଳିଯାଇଛି । ହରିୟାଣା ସରକାର ନୀରଜ…

କଳାଧନର କୁବେର ପାଲଟୁଛନ୍ତି ସରକାରୀ କର୍ମଚାରୀ । କେଉଁଠି ନିଯୁକ୍ତିରେ ଦୁର୍ନୀତି ତ ପୁଣି କେଉଁଠି ଲାଂଚ ନେଇ ବିକାଶ…

କନକ ବ୍ୟୁରୋ: ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଲାଂଚ ଦାବି କଲେ ସାଧାରଣ ଲୋକ ଚିଡ଼ିବା ସ୍ୱାଭାବିକ୍ । କାରଣ ଲୋକଙ୍କ ସେବା ପାଇଁ ସେମାନେ ସରକାରଙ୍କଠାରୁ ଦରମା ନେଇଥାଆନ୍ତି । ତେଣୁ ଦରମା ବାଦ୍ ଲୋକଙ୍କ କାମ ପାଇଁ ଲାଂଚ ଦାବି କଲେ ଲୋକ ପ୍ରତିକ୍ରିୟାଶୀଳ ହେବା ନିଶ୍ଚିତ । ଆଉ ଲୋକଙ୍କ…