Daily Archives

August 7, 2021

ବନ୍ୟାରେ ବେହାଲ ରାଜସ୍ଥାନ । ୧୩ରୁ ଅଧିକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ । ବନ୍ୟା ଜଳରେ ବୁଡିଲା କୋଟା

କନକ ବ୍ୟୁରୋ: ଲଗାଣ ବର୍ଷା ପରେ ରାଜସ୍ଥାନରେ ଦେଖିବାକୁ ମିଳିଛି ବନ୍ୟା ପ୍ରଳୟ । ହାଡୌତି, ବାରାଂ ଏବଂ କୋଟା ସମେତ ଅନେକ ଜିଲ୍ଲାରେ ବନ୍ୟାର ସ୍ଥିତି ଅସମ୍ଭାଳ ହୋଇ ଯାଇଛି । କୋଟା ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଘର ଦ୍ୱାର, ବଜାର ହାଟ ସବୁଠି ବନ୍ୟା ପାଣି ପଶି…

ଅମିତାଭ ବଚ୍ଚନଙ୍କ ଘର ସମେତ ମୁମ୍ବାଇର ତିନୋଟି ରେଳ ଷ୍ଟେସନରେ ବୋମା ବିସ୍ଫୋରଣର ଧମକ । ମୁମ୍ବାଇ ପୋଲିସକୁ ଧମକ ଭରା…

କନକ ବ୍ୟୁରୋ: ମୁମ୍ବାଇର ୩ଟି ରେଳଷ୍ଟେସନ ସହ ମହାନାୟକ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉଡାଇଦେବା ପାଇଁ ମୁମ୍ବାଇ ପୋଲିସକୁ ମିଳିଲା ଏକ ଅଜ୍ଞାତ ଫୋନ କଲ । ଯାହା ପରେ ମୁମ୍ବାଇ ପୋଲିସ୍ରେ ହଇଚଇ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଶନିବାର ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଛତ୍ରପତି ଶିବାଜୀ…

ହାଡଫୁଟି ଭଳି ସଂକ୍ରମିତ ହେଉଛି କି କରୋନାର ଡେଲ୍ଟା ଭୂତାଣୁ । ୧୦ଟି ରାଜ୍ୟରେ ୧ ଉପରେ ଆର ଭାଲ୍ୟୁ । 

କନକ ବ୍ୟୁରୋ: ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ସିଡିସି କହିଥିଲା ହାଡଫୁଟି ଭଳି ସଂକ୍ରମିତ ହେବ କରୋନା ଭୂ୍ତାଣୁ । ବିଶେଷ କରି କରୋନାର ନୂଆ ପ୍ରକାର ଡେଲ୍ଟା ଭୂତାଣୁ ଦେଖାଦେବା ପରେ ଏହି ଆକଳନ କରାଯାଇଥିଲା । ସାରା ଦେଶରେ ଏବେ କରୋନା ଦ୍ୱିତୀୟ ଲହରର ପ୍ରଭାବ କମିନାହିଁ । ମେ’, ଜୁନରେ…

ରାହୁଲ ଗାନ୍ଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଟ୍ୱିଟର । ଅସ୍ଥାୟୀ ଭାବେ ବ୍ୟାନ କଲା ଆକାଉଣ୍ଟ

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଟ୍ୱିଟର । ଦିଲ୍ଲୀ ୯ ବର୍ଷର ଦଳିତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ପରେ ପରିବାର ଲୋକଙ୍କୁ ଭେଟି ଟ୍ୱିଟରରେ ଫୋଟୋ ସେୟାର କରିଥିଲେ ରାହୁଲ । ଦୁଷ୍କର୍ମ ପୀଡିତା କି ତାଙ୍କ ପରିବାର ଲୋକଙ୍କ ଫଟୋକୁ ସାର୍ବଜନିନ…

ସିଙ୍ଗଲ ଡୋଜ ଟିକାର ମଂଜୁରୀ ପାଇଁ ଆବେଦନ କଲା ଜନସନ ଆଣ୍ଡ ଜନସନ । ସେପଟେ ସିରମ କହିଲା, ୨୦୨୨ମାର୍ଚ୍ଚ ସୁଦ୍ଧା ପିଲାଙ୍କ…

କନକ ବ୍ୟୁରୋ: ଆମେରିକାର କରୋନା ନିରୋଧି ଟିକା ଜନସନ୍ ଆଣ୍ଡ ଜନସନ୍କୁ ମିଳିଲା ଭାରତ ସରକାରଙ୍କ ଗ୍ରୀନ ସିଗନାଲ୍ । ଏଣିକି ଜନସନ ଆଣ୍ଡ ଜନସନ କମ୍ପାନୀର ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର କରାଯାଇ ପାରିବ । ଦୁଇ ଦିନ ତଳେ ଜନସନ୍ କରୋନା ଟିକାକୁ ଭାରତରେ ଜରୁରୀକାଳୀନ ଭାବେ…

କରୋନା କାଳରେ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ । କଟକ, ଭୁବନେଶ୍ୱର ଓ ପୁରୀରେ କୋହଳ ହେବ ସପ୍ତାହାନ୍ତ ସଟଡାଉନ

କନକ ବ୍ୟୁରୋ: କରୋନା କାଳରେ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ । କଟକ, ଭୁବନେଶ୍ୱର ଓ ପୁରୀରେ କୋହଳ ହେବ ସପ୍ତାହାନ୍ତ ସଟଡାଉନ । ସ୍ୱାଧୀନତା ଦିବସ ପାଳନ ପାଇଁ ରବିବାର ଦିନ କଟକଣା କୋହଳ । କୋଭିଡ ଗାଇଡଲାଇନ ଭିତରେ ପତାକା ଉତ୍ତୋଳନ ହେବ । ପତାକା ଉତ୍ତୋଳନ ବେଳେ ୧୦ ଜଣରୁ ଅଧିକ ଏକାଠି…