Daily Archives

August 5, 2021

ଡେଲଟା ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଦେବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ ନିର୍ଦ୍ଦେଶକ କହିଲେ ଧନୀ…

କନକ ବ୍ୟୁରୋ: ବିଶ୍ୱର ପ୍ରାୟ ୧୩୨ଟି ଦେଶରେ କରୋନାର ଡେଲଟା ଭୂତାଣୁ ମାଡି ଯାଇଥିବାବେଳେ ଟିକାର ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦେଉଛନ୍ତି ଅଧିକାଂଶ ଦେଶ । ହେଲେ ଆଗାମୀ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କାରଣ ବୁଷ୍ଟର ଡୋଜ୍ ଅପେକ୍ଷା…

୧୬ ତାରିଖରୁ ଖୋଲିବ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ହେବ ପାଠପଢା

କନକ ବ୍ୟୁରୋ: ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ । ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏ ନେଇ ଚିଠି ଲେଖିଛନ୍ତି ସଚିବ ସତ୍ୟବ୍ରତ ସାହୁ । ବିଏସଇ, ସିବିଏସଇ ଓ ଆଇସିଏସଇ…

୧୯୨୮ ମସିହାରୁ ୨୦୨୧ । ଅଲିମ୍ପିକ୍ସରେ ଏମିତି ଥିଲା ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ । ଜିତିଛି ୮ ସ୍ୱର୍ଣ୍ଣ, ୧…

କନକ ବ୍ୟୁରୋ: ଅଲିମ୍ପିକ୍ସ କଥା ଉଠିଲେ ସାଙ୍ଗେ ସାଙ୍ଗେ ଆଖି ଆଗକୁ ଚାଲିଆସେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ । କାହିଁକି ନା, ଏବେ ସୁଦ୍ଧା ଭାରତୀୟ ହକି ଟିମ୍ ଅଲିମ୍ପିକ୍ସରେ ମୋଟ ୮ଟି ସ୍ୱର୍ଣ୍ଣପଦକ ହାତେଇଥିବାବେଳେ, ସର୍ବମୋଟ ୧୨ଟି ମେଡାଲ ଜିତିସାରିଛି । ୧୯୨୮ ମସିହାର ଅଲିମ୍ପିକ୍ସ…

ଚାଷ ବେଳେ ଚାଷୀ ହନ୍ତସନ୍ତ । ସାର ମିଳୁନଥିବାରୁ ଅଟକି ରହିଛି ଚାଷ କାମ, ଫସଲ ଉଜୁଡିଯିବା ଆଶଙ୍କାରେ ଚାଷୀ । ବାରମ୍ବାର…

କନକ ବ୍ୟୁରୋ : ସାର ଅଭାବକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକୁଛି ଚାଷୀ ଅସନ୍ତୋଷ । ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନହେବାରୁ ତିନି ଦିନ ହେଲା ଲଗାତାର ଆନ୍ଦୋଳନ ଚଳାଇଛନ୍ତି ନବରଙ୍ଗପୁରର ଚାଷୀ । ଯେଉଁ ସମୟରେ ଭଲ ଅମଳ ପାଇଁ ଚାଷୀ ଜମିରେ ପରିଶ୍ରମ କରିବା କଥା,…

ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି।…

ପାଣି ଆସୁ ଆସୁ ଭୁଷୁଡ଼ିଗଲା ନୂଆ କେନାଲ, ଉଜୁଡ଼ିଗଲା ଶହ ଶହ ଏକର ଫସଲ । କୋନାଲ ନିର୍ମାଣ ନେଇ ଆସିଲା ସାଂଘାତିକ ଅଭିଯୋଗ,…

କନକ ବ୍ୟୁରୋ : ପାଣି ଆସୁ ଆସୁ କେନାଲ ବନ୍ଧ ଭୁଷୁଡି ପଡିବା ଫଳରେ ଏବେ ଜମିକୁ ଆସୁନି ପାଣି । ଗୋଟିଏ ପଟେ କମ୍ ବର୍ଷା ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କେନାଲରେ ପାଣି ନଆସିବା ଚାଷୀଙ୍କୁ ଚିନ୍ତାରେ ପକାଇଛି । ପାଣି ନଆସିଲେ ମରୁଡି ହେବ ବୋଲି ଆଶଙ୍କା କରିଛନ୍ତି ଚାଷୀ । କୋଟି କୋଟି…