Daily Archives

August 21, 2021

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ଝଟକା । ଦେଶ ଛାଡିବା ପରେ ତାଲିବାନରେ ମିଶିଲେ ଅସରଫ ଘନିଙ୍କ ସାନ…

କନକ ବ୍ୟୁରୋ: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ବଡ ଝଟକା । ଦେଶ ଛାଡିବା ପରେ ଅସରଫ ଘନିଙ୍କ ସାନ ଭାଇ ହସମତ ଘନି ଏବେ ତାଲିବାନ ସହ ମିଶିଛନ୍ତି । କାବୁଲ ଅକ୍ତିଆର କରିବା ପରେ ତାଲିବାନ ଶାସନ ଦେଶରେ ଲାଗୁ ହେବା ଜାଣି ସେମାନଙ୍କ ସହ ହାତ ମିଶାଇଛନ୍ତି ଅସମତ । ସେପଟେ…

ତାଲିବାନ ବିରୋଧରେ ତେଜୁଛି ବିଦ୍ରୋହ । ପଂଜଶିରରେ ଏକଜୁଟ ହେଲେ ଆଫଗାନ ସେନାଙ୍କ ସମେତ ପୂର୍ବତନ ଉପରାଷ୍ଟ୍ରପତି ଓ…

କନକ ବ୍ୟୁରୋ: କାବୁଲ ଉପରେ ଦଖଲ ଜମାଇବା ପରେ ସାରା ଆଫଗାନିସ୍ତାନ ଦଖଲ କରିଥିବା ଦାବି କରିଛି ତାଲିବାନ । ଆଫଗାନିସ୍ତାର ସବୁ କ୍ଷେତ୍ରରେ କବ୍ଚା କରିଥିବା ତାଲିବାନ ଦାବି କରୁଥିବାବେଳେ, ସେପଟେ କିନ୍ତୁ ତା ବିରୋଧରେ ଦାନାବାନ୍ଧିଲାଣି ପ୍ରତିରୋଧ ଶକ୍ତି । କାବୁଲ ଠାରୁ ମାତ୍ର ୧୦୦ କିଲୋମିଟର…

ଅକ୍ଟୋବର ମାସ ସୁଦ୍ଧା କୋଟିଏ ଟିକା ଯୋଗାଇବ ଜାଇଡସ୍ କାଡିଲା । ୧୨ ବର୍ଷରୁ ଅଧିକ ସମସ୍ତେ ନେଇ ପାରିବେ ୩ ଡୋଜ୍ ବିଶିଷ୍ଟ…

କନକ ବ୍ୟୁରୋ: କରୋନା ବିରୋଧରେ ଟ୍ରିପଲ ଡୋଜ୍ ବିଶିଷ୍ଟ ଜାଇଡସ କାଡିଲା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ମିଳିଛି ଅନୁମତି । ୧୨ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଏହି ଟିକା ନେଇ ପାରିବେ । ଆଉ ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ଏହା ଦେଶର ପ୍ରଥମ ଟିକା ହେବା । କରୋନା ଟିକା ଜାଇକୋଭ-ଡିକୁ…

ହିଂଜିଳିରୁ ଆରମ୍ଭ ହେଲା ସ୍ମାର୍ଟ କ୍ଲାସ ବ୍ୟବସ୍ଥା । ବୈଷୟିକ ଜ୍ଞାନକୌଶଳ ଜରିଆରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି…

କନକ ବ୍ୟୁରୋ: ସ୍କୁଲରେ ଏଣିକି ରହିବ ସ୍ମାର୍ଟ କ୍ଲାସରୁମ୍ । ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନ ଲ୍ୟାବ୍, ସ୍ୱଚ୍ଛ ପିଇବା ପାଣି, କ୍ରୀଡା ଭିତ୍ତିଭୂମି, ଟଏଲେଟ୍ ଭଳି ବ୍ୟବସ୍ଥା । ଅର୍ଥାତ୍ ଯେଉଁ ଚିରାଚରିତ ଧାରାରେ ବ୍ଲାକବୋର୍ଡ ଆଉ ଚକ ଖଡି ମାଧ୍ୟମରେ ପାଠପଢା ଯାଉଥିଲା, ସେଥିରେ ବ୍ୟାପକ…

ଚିନ୍ତା ବଢାଉଛି ସ୍ମାର୍ଟସିଟିର ସଂକ୍ରମଣ । ରାଜ୍ୟରେ କମୁଛି ହେଲେ ରାଜଧାନୀରେ କମୁନି କରୋନା ।

କନକ ବ୍ୟୁରୋ : ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା ଓ ସଂକ୍ରମଣ ହାର କମ୍ ରହୁଥିଲେ ବି ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି । ଜୁଲାଇ ଆରମ୍ଭରେ ରାଜଧାନୀର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୩୨୦ ଥିବାବେଳେ ଏବେ ଏହି ସଂଖ୍ୟା ୩ ହଜାର ଉପରେ ରହୁଛି ।…