Daily Archives

August 17, 2021

ତାଲିବାନର କାବୁଲ ଦଖଲ ପରେ ପ୍ରତିକ୍ରିୟା ରଖିଲା ଋଷ । କହିଲା, ତାଲିବାନ ହାତରେ ବେଶୀ ସୁରକ୍ଷିତ ରହିବ କାବୁଲ ।

କନକ ବ୍ୟୁରୋ: ସାରା ବିଶ୍ୱ ଦେଖୁଛି ଆଫଗାନିସ୍ତାନରେ ତାଲିବାନର ଆତଙ୍କ । ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନ ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଉପରେ ନିଜ କବଜା କରିଛି । ଏହାରି ଭିତରେ ଆଫଗାନିସ୍ତାନ ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଛି ଋଷିଆ । ତାଲିବାନୀଙ୍କୁ ସପକ୍ଷରେ ମତ…

ଆଫଗାନିସ୍ତାନକୁ ଅକ୍ତିଆର୍ କଲା ତାଲିବାନ । ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କଲା ଫେସବୁକ୍ ।

କନକ ବ୍ୟୁରୋ: ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ ନିଜକୁ ନୂଆ ସରକାର ଭାବେ ଘୋଷଣା କରିଛି । ମାତ୍ର ସାରା ବିଶ୍ୱ ତାଲିବାନକୁ ସହଜରେ ଗ୍ରହଣ କରି ପାରୁନାହିଁ । ଏହାରି ଭିତରେ ଫେସବୁକ୍ ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କରିଛି । ଫେସବୁକ ପ୍ରବକ୍ତା କହିଛନ୍ତି ଆମେରିକା ଆଇନ…

ଆଫଗାନିସ୍ତାନରେ ତାଲିବାନ ରାଜ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏପରି ସ୍ଥିତି ପାଇଁ ଅସରଫ…

କନକ ବ୍ୟୁରୋ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଦାବିରେ ସେ ଏବେ ବି କାଏମ ଅଛନ୍ତି । ସେ ସ୍ୱୀକାର କରିଛନ୍ତି , ଆଗୁଆ ଆଫଗାନିସ୍ତାନ ସରକାରର ପତନ ହୋଇଛି ।…

ସୁନ୍ଦରଗଡରେ ପୁଣି ମୁଣ୍ଡ ଟେକିବ କି ପେଶା ଆନ୍ଦୋଳନ ? ଜେଏସଡବ୍ଲ୍ୟୁକୁ ନେଇ ଆଦିବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।

କନକ ବ୍ୟୁରୋ: ସୁନ୍ଦରଗଡରେ ପୁଣି ମୁଣ୍ଡ ଟେକିବ କି ପେଶା ଆନ୍ଦୋଳନ ? ଜେଏସଡବ୍ଲ୍ୟୁକୁ ନେଇ ଆଦିବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଆସନ୍ତା ୨୪ ଏବଂ ୨୬ ତାରିଖ ହେବାକୁ ଥିବା ପରିବେଶ ମଞ୍ଜୁରୀ ଜନଶୁଣାଣିକୁ ନେଇ ପ୍ରବଳ ବିରୋଧ ଆଶଙ୍କା ଦେଖାଦେଇଛି । ଆଦିବାସୀ କହିଛନ୍ତି ଜୀବନ ପଛେ ଦେଇଦେବୁ…

ଭାରତୀୟ ହକି ଦଳକୁ ନବୀନଙ୍କ ବଡ ଭେଟି । ଆଉ ୧୦ ବର୍ଷ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା ।

କନକ ବ୍ୟୁରୋ : ହକିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ ନବୀନ କରିଛନ୍ତି ବଡ ଘୋଷଣା । ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବାକୁ ନବୀନ ଘୋଷଣା କରିଛନ୍ତି । ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ…

ଆଫଗାନିସ୍ତାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ଗୃହ, ରକ୍ଷା,ଅର୍ଥ ମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଆଫଗାନିସ୍ତାନର ସ୍ଥିତି ଏବେ ଭାରତ ପାଇଁ ଚିନ୍ତା ବଢାଇଛି । ସେଠାକାର ସ୍ଥିତି ଉପରେ ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ…