Daily Archives

August 29, 2021

ନଡିଆ କତା ସାଜିଛି ରୋଜଗାରର ମାଧ୍ୟମ । କେନ୍ଦ୍ରାପଡା ଗରଦପୁର ବ୍ଲକ ତିକନପୁରରେ ତିନୋଟି ସ୍ୱୟଂ ସହାୟିକା ଗୋଷ୍ଠୀ…

କନକ ବ୍ୟୁରୋ: ନଡିଆ କତାରୁ ପ୍ରସ୍ତୁତ ହେଉଛି ପାପଛ, ରଶି ଭଳି ସାମଗ୍ରୀ । ଯାହାକୁ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ପଞ୍ଚାୟତର ମଣିନାଥପୁର ଗ୍ରାମରେ ରହିଛି ମା କରୁଣାମୟୀ କୋଏର ଇଣ୍ଡଷ୍ଟ୍ରି । ଯାହାର…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ରାଜନୀତିରେ ହଲଚଲ । ଇସ୍ତଫା ପରେ ବିଜେପିକୁ ପୁଣି ବାହୁଡିଲେ ୬ ଜିଲ୍ଲା ପରିଷଦ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା । ଇସ୍ତଫା ଦେବାର ୪୮ ଘଣ୍ଟା ନପୁରୁଣୁ ପୁଣି ବିଜେପିକୁ ଫେରିଛନ୍ତି ୬ ବିଦ୍ରୋହୀ ଜିଲ୍ଲା ପରିଷଦ ସଭ୍ୟ । ଆଜି ମୟୂରଭଞ୍ଜ ବିଜେପିରୁ ଇସ୍ତଫା ଦେଇଥିଲା ଜିଲ୍ଲା ପରିଷଦଙ୍କ ଭିତରୁ ୬ ଜଣ ସଦସ୍ୟ…

କାବୁଲ ବିମାନବନ୍ଦର ନିକଟରେ ପୁଣି ବଡ଼ ବିସ୍ଫୋରଣ । ଆଇଏସଆଇଏସ ଆତଙ୍କୀଙ୍କୁ ଟାର୍ଗେଟ କରି ଆମେରିକାର ରକେଟ ମାଡ

କନକ ବ୍ୟୁରୋ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ୍ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ଥରି ଉଠିଛି କାବୁଲ ସହର । ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଆଇଏସଆଇଏସ-ଖୁରାସନ ଆତଙ୍କବାଦୀଙ୍କ ଗାଡିକୁ ଟାର୍ଗେଟ କରି…

ଛତୁଚାଷ କରିଛି ସ୍ୱାବଲମ୍ବୀ । ୪୨ ଜଣ ମହିଳା ଛତୁଚାଷ କରି ହୋଇପାରିଛନ୍ତି ରୋଜଗାରକ୍ଷମ ।

କନକ ବ୍ୟୁରୋ: ଝାରସୁଗୁଡା କିର୍ମିରାବ୍ଲକ ଅନ୍ତର୍ଗତ ସୁଲେହି ଗ୍ରାମର ମହିଳାମାନେ ଆଧୁନିକ ପ୍ରଣାଳୀରେ ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ୨୦୧୩ ମସିହାରେ ୪୨ ଜଣ ମହିଳା ମିଶି ବହୁମୁଖି ଗାୟତ୍ରୀ ସଂଘ ଗଠନ କରିଥିଲେ । ପରେ ଓରମାସ ସାହାଯ୍ୟରେ ଛତୁଚାଷ କରିବା ପାଇଁ ତାଲିମ ନେଇଥିଲେ ।…

ଗତବର୍ଷ ଥିଲା ବନ୍ୟା ପରିସ୍ଥିତି, ହୀରାକୁଦ ଖୋଲିଥିଲା ୪୬ ଗେଟ୍ । ଏବର୍ଷ ସବୁ ଗେଟ୍ ବନ୍ଦ, ପ୍ରାୟ ୧୧ ଫୁଟ ତଳେ ରହିଛି…

କନକ ବ୍ୟୁରୋ: ରାଜ୍ୟରେ ଚଳିତ ବର୍ଷ ନଅଣ୍ଟିଆ ବର୍ଷା ପ୍ରଭାବ ଦେଖିବାକୁ ମିଳିଛି ମହାନଦୀରେ । ଫଳରେ ହୀରାକୁଦ ଜଳଭଣ୍ଡାରର ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଳସ୍ତର ବହୁ ପରିମାଣରେ କମିଛି । ଗତ ବର୍ଷ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୬.୫୬ ଫୁଟ ଥିବାବେଳେ ଚଳିତ ବର୍ଷ ୧୧.୧୫ ଫୁଟ…