Monthly Archives

September 2021

ପଞ୍ଜାବ ପରେ ଛତିଶଗଡ କଂଗ୍ରେସରେ ମୁଣ୍ଡ ଟେକିଲା ବିବାଦ । ନେତୃତ୍ୱ ପରିବର୍ତ୍ତନ ନେଇ ଉଠିଲା ସ୍ୱର । 

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସ ସଂକଟ ଭିତରେ ଛତିଶଗଡ କଂଗ୍ରେସରେ ବି ଦେଖାଦେଲାଣି  ଅସନ୍ତୋଷ । ଛତିଶଗଡର ୨୦ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସମର୍ଥନରେ ଦିଲ୍ଲୀରେ ଡେରା ପକାଇଛନ୍ତି । କିଛିଦିନ ହେଲାଣି ଭୁପେଶ ବାଘେଲ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓଙ୍କ ମଧ୍ୟରେ…

ପୋଲିସ ମାଡରେ ବ୍ୟବସାୟୀଙ୍କ ମୃତ୍ୟୁ । ଅଭିଯୋଗ ପରେ ନିଲମ୍ବିତ ହେଲେ ୬ ପୋଲିସ କର୍ମଚାରୀ ।

କନକ ବ୍ୟୁରୋ : ପୋଲିସ ମାଡରେ ବ୍ୟବସାୟୀଙ୍କ ମୃତ୍ୟୁ । ରାତିଅଧିଆ ଚେକିଙ୍ଗ ଆଳରେ ହୋଟେଲ ରୁମକୁ ପସିଥିଲା ପୋଲିସ । ସେହି ସମୟରେ ବ୍ୟବସାୟୀ ଜଣକ ଇଏ କଣ ଚେକିଙ୍ଗର ଠିକ ସମୟ ବୋଲି ପଚାରିଥିଲେ । ଏତିକି ପଚାରିବାରୁ ପୋଲିସ ତାଙ୍କୁ ଅକଥନୀୟ ମାଡ ମାରିଥିଲା । ଫଳରେ ବ୍ୟବସାୟୀର ମୃତ୍ୟୁ ହୋଇଛି ।…

ମଝି ଆକାଶରେ ମୃତ୍ୟୁ: ଛାତିରେ ଯନ୍ତ୍ରଣା ହେବାରୁ ଭୁବନଶ୍ୱରରେ ଜରୁରୀ ଅବତରଣ କଲା ବିମାନ, ହସ୍ପିଟାଲରେ ଚାଲିଗଲା ଜୀବନ

କନକ ବ୍ୟୁରୋ: ବିମାନ ମଝି ଆକାଶରେ ଥିବା ବେଳେ ହୃଦଘାତରେ ଯାତ୍ରୀ ମୃତ । କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ୯୪୬ ବିମାନରେ ଘଟିଛି ଏହି ଅଘଟଣ । ଇଣ୍ଡିଗୋ ବିମାନରେ ଯାଉଥିବା ଜଣେ ଯାତ୍ରୀ ଶ୍ୱାସ କ୍ରିୟାରେ ଅସୁବିଧା ଅନୁଭବ କରିବାରୁ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା…

ଚେନ୍ନାଇର ଘାତକ ବୋଲିଂ: ୧୩୪ ରନ କଲା ହାଇଦ୍ରାବାଦ, ସିଏସକେ ଆଗରେ ୧୩୫ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇ ଚମତ୍କାର ପ୍ରଦର୍ଶନ କରିଛି । ଫଳରେ ଏହି ମ୍ୟାଚରେ ହାଇଦ୍ରାବାଦ ୧୩୪ ରନ କରିବାରେ ସଫଳ ହୋଇଛି । ଏବେ ଚେନ୍ନାଇ ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚରେ ଜିତିବାକୁ ହେଲେ ହାଇଦ୍ରାବାଦର ବୋଲରଙ୍କୁ ସାମ୍ନା କରିବାକୁ ହେବ…

କଂଗ୍ରେସ ଛାଡିବା ପରେ କ୍ୟାପଟେନ୍ ଯିବେ କୁଆଡେ ? ବିଜେପି ହାତ ଧରିବେ କି ଅମରିନ୍ଦର ସିଂହ ?

କନକ ବ୍ୟୁରୋ : କଂଗ୍ରେସ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂ । ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ କଂଗ୍ରେସ ସହିତ ଅଧିକ ଦିନ ରହିବେ ନାହିଁ ବୋଲି ଇସାରା କରିଛନ୍ତି । ପଂଜାବ କଂଗ୍ରେସରେ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଚରମରେ ପହଁଚିଥିବା ବେଳେ କ୍ୟାପଟେନଙ୍କ ଏପରି…

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ରୋଗୀଙ୍କୁ ଦିଆଗଲା ଅବଧି ସରିଥିବା ଔଷଧ । ପ୍ରଶ୍ନ ସୃଷ୍ଟି କଲା ଔଷଧ ନିଗମର ଚିଠି?

କନକ ବ୍ୟୁରୋ: ପ୍ରଶ୍ନ ସୃଷ୍ଟି କଲା ଔଷଧ ନିଗମର ଚିଠି? ରାଜ୍ୟର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲାର ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଗୋଟିଏ ଚିଠି ଲେଖାଯାଇଛି । ଚିଠିରେ କଡା ଆଭିମୁଖ୍ୟ ରଖି କୁହାଯାଇଛି, ଏକ୍ସପାଏରି ଡେଟ ପାଖେଇ ଆସୁଥିବା ଅର୍ଥାତ୍ ଔଷଧ…