Monthly Archives

May 2021

ଲାଲଗ୍ରହରୁ ଆସିଲା ଭସା ମେଘର ଦୃଶ୍ୟ । ରାତିରେ ବି ଚମକୁଛି ଲାଲ ଗ୍ରହର ମେଘ । ନାସାର କ୍ୟୁରୋସିଟି ରୋଭର ଉଠାଇଥିବା…

କନକ ବ୍ୟୁରୋ: ଲାଲଗ୍ରହରୁ ଆସିଲା ଭସା ମେଘର ଭିଡିଓ । ପୃଥିବୀ ଭଳି ମଙ୍ଗଳଗ୍ରହରେ ଭାସୁଛି ମେଘ । ମଙ୍ଗଳଗ୍ରହରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମେଘ ଭାସୁଥିବାର ଦେଖିବାକୁ ମିଳୁଛି । ତେବେ ଏହା ଫେକ ଭିଡିଓ ନୁହେଁ ବରଂ ଆମେରିକାର ମହାକାଶ ଗବେଷଣା…

କେନ୍ଦ୍ର ସହ ମୁହାମୁହିଁ ଭିତରେ ମମତାଙ୍କ ମାଷ୍ଟର ଷ୍ଟ୍ରୋକ । ଡାକରା ସତ୍ୱେ ଦିଲ୍ଲୀ ଗଲେନି, ପଦ ଛାଡିଲେ ମୁଖ୍ୟ ଶାସନ…

କନକ ବ୍ୟୁରୋ: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ବଦଳିକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟ ଶାସନ ସଚିବଙ୍କୁ ଛାଡିପାରିବେ ନାହିଁ ବୋଲି ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥସହ…

ବିମାନରେ ଭୁବନେଶ୍ୱର ଆସୁଥିଲେ ଧ୍ୟାନଦିଅନ୍ତୁ । ଦେଖାଇବାକୁ ପଡିବ କୋଭିଡ୍ ରିପୋର୍ଟ । ରିପୋର୍ଟ ନଥିଲେ ହେବ…

କନକ ବ୍ୟୁରୋ: ବିମାନରେ ଭୁବନେଶ୍ୱର ଆସୁଥିଲେ ଧ୍ୟାନ ଦିଅନ୍ତୁ । ଏଣିକି ବିମାନରେ ଭୁବନେଶ୍ୱର ଆସିଲେ କୋଭିଡ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ନେଗେଟିଭ୍ ରିପୋର୍ଟ ଥିଲେ କିମ୍ବା କରୋନା ଟୀକା ନେଇଥିଲେ ତାହାର ରିପୋର୍ଟ ଦେଖାଇବାକୁ ହେବ । ୪୮ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ କରିଥିବା…

ଅଲ୍ପନ ବନ୍ଦୋପାଧ୍ୟାୟ ମାମଲା : ୬୦ ଘଂଟାର କଠୋର ଚେଷ୍ଟା ପରେ କଳ୍ପନା ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଆଣିବା ଯୋଜନା…

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚାଲିଥିବା ବିବାଦ ଏକପକ୍ଷେ ନିର୍ଣ୍ଣାୟକ ରୂପ ନେଇଛି । ରାଜ୍ୟ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ପଠାଇବାକୁ ମନା କରିବା ପରେ ପୁଣି କଠୋର ପଦକ୍ଷେପ…

ରାଜଧାନୀରେ ଲକଡାଉନରେ ମାତିଛନ୍ତି ଲୁଟେରା । ସୁନା ଚୁଡ଼ି ପାଇଁ କାଟିଲେ ମହିଳାଙ୍କ ବେକ । ଅଳ୍ପକେ ବର୍ତ୍ତିଗଲେ…

ସ୍ଥାନ- ଭିଆଇପି ରୋଡ, ନୟାପଲ୍ଲୀ, ଭୁବନେଶ୍ୱର  ତାରିଖ- ୩୧ ମେ’ ୨୦୨୧              ସମୟ- ସକାଳ ୬ଟା ୩୦ ସକାଳୁ ସକାଳୁ ଜଣେ ମହିଳା ମର୍ଣ୍ଣିଂ ୱାକରେ ବାହାରିଥିଲେ । ସେହି ସମୟରେ ହଠାତ୍ ଜଣେ ଯୁବକ ସାମ୍ନାକୁ ଆସିଗଲା । ସେମାନଙ୍କ ଭିତରେ କଣ କଥାବାର୍ତା ହେଲା ଜଣାପଡିନଥିଲା…

ଏଥର ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜୁନ୍ ୨୪ରେ ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା ପାଇଁ…

କନକ ବ୍ୟୁରୋ: ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଭର୍ଚୁଆଲ ବୈଠକ ପରେ ଏହି ନିଷ୍ପତ୍ତି…