କନକ ବ୍ୟୁରୋ : ବିଜେପି ପରେ ଆଜି ବିଜେଡି ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଭୋଗରାଇ ଆସନ ପାଇଁ ବିଜେଡି ଗୌତମ ବୁଦ୍ଧ ଦାସଙ୍କୁ ଟିକେଟ ଦେଇଛି । ସେହିଭଳି ବେଗୁନିଆରୁ ବିଜେଡି ପ୍ରଦୀପ କୁମାର ସାହୁଙ୍କ ନାମ ଘୋଷଣା କରିଛି ଓ ଖୋର୍ଦ୍ଦା ବିଧାନସଭା ଆସନ ପାଇଁ ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଛି ।
୩ଟି ବିଧାନସଭା ଆସନ ପାଇଁ ବିଜେଡି ଜାରି କଲା ପ୍ରାର୍ଥୀ ତାଲିକା । ଜାଣନ୍ତୁ କେଉଁ ଆସନ ପାଇଁ କାହାକୁ ମିଳିଲା ଟିକେଟ
/kanak/media/post_attachments/wp-content/uploads/2024/04/12-30.jpg)