Browsing Category

ଦେଶ ବିଦେଶ

ରାଜସ୍ଥାନ ସରକାରଙ୍କ ବଡ ଘୋଷଣା, କରୋନାରେ ପିତାମାତାଙ୍କ ହରାଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଅନେକଗୁଡିଏ ଲୋକହିତକର ଯୋଜନା ଘୋଷଣା କରିବା ସହ କରୋନାରେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଏକ ଭଲ ଘୋଷଣା କରିଛନ୍ତି । ସେ କହିଛନ୍ତି କି…
Read More...

ଚାଷୀଙ୍କୁ ୨୦୦୦ ୟୁନିଟ ଯାଏଁ ମାଗଣା ବିଜୁଳି, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର: ରାଜସ୍ଥାନ ବଜେଟରେ ଗେହଲଟଙ୍କ ବଡ ଘୋଷଣା

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେବେ ଗେହଲଟ୍ ପ୍ରଥମ ୮ ମିନିଟ ଯାଏଁ ଗତ ବର୍ଷର ପୁରୁଣା ବଜେଟ୍ ପଢିବା ପରେ ବିଧାନସଭାରେ ହଟ୍ଟଗୋଳ…
Read More...

ସାର, ଆପଣ କେତେ ଥର ଭଲ ପାଇଛନ୍ତି? ରାଜ୍ୟସଭା ସଭାପତିଙ୍କୁ ପ୍ରଶ୍ନ କଲେ ଏହି ସାଂସଦ…

କନକ ବ୍ୟୁରୋ: କଡା ଶବ୍ଦର ବ୍ୟବହାର... ସାଂସଦଙ୍କ ମଧ୍ୟରେ ବିବାଦ ଦେଶର ସଂସଦରେ ଅନେକ ସମୟରେ ଏଭଳି ଚିତ୍ର ଦେଖିବାକୁ ମିଳିଥାଏ । ଅନେକ ଥର କଥା ମାରପିଟ ଯାଏ ମଧ୍ୟ ଆସିଯାଏ । ତେବେ ଭାଲେଣ୍ଟାଇନ ସପ୍ତାହ କାରଣରୁ ସଂସଦରେ ମାହୋଲ ମଧ୍ୟ ଟିକେ ଅଲଗା ରହିଛି । ଲୋକତନ୍ତ୍ରର ମନ୍ଦିରରେ ପାଣିପାଗ…
Read More...

ଭାରତରେ ବିବିସିକୁ ବ୍ୟାନ କରିବାକୁ ହିନ୍ଦୁସେନାର ଆବେଦନ,ସୁପ୍ରିମକୋର୍ଟରେ ଖାରଜ

କନକ ବ୍ୟୁରୋ : ଗୁଜରାଟ ଦଙ୍ଗା ଉପରେ ବିବିସି ତରଫରୁ ପ୍ରସ୍ତୁତ କରାଯାଇଥିବା ଡକ୍ୟୁମେଣ୍ଟାରୀ ସହ ଭାରତରେ ବିବିସିର କାର୍ଯ୍ୟକ୍ରମକୁ ବନ୍ଦ କରିବା ନେଇ ହିନ୍ଦୁସେନା ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ଏହି ଆବେଦନ ଭୁଲ ଓ ଏହା…
Read More...

ଭାରତରେ ରହିଛି ଏଭଳି ଏକ ରାଜ୍ୟ, ଯେଉଁଠି ଯେତେ ରୋଜଗାର କଲେ ବି ଦେବାକୁ ପଡେନାହିଁ ଆୟକର

କନକ ବ୍ୟୁରୋ : ଚଳିତ ବଜେଟ ପରେ ଆୟକରକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ୭ଲକ୍ଷ ବାର୍ଷିକ ରୋଜଗାର ପର୍ଯ୍ୟନ୍ତ ଆୟକରକୁ ଛାଡ କରିଛନ୍ତି । ଏହା ଉପରେ ରୋଜଗାର କରୁଥିବା ଲୋକଙ୍କୁ ବିଭିନ୍ନ ସ୍ଲାବରେ ଆୟକର ଦେବାକୁ ପଡିବ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ବି…
Read More...

ଏଲଆଇସିର ବଡ ଘୋଷଣା, ଆଦାନୀ ଗ୍ରୁପରୁ ପ୍ରତ୍ୟାହାର କରିବନାହିଁ ନିବେଶ

କନକ ବ୍ୟୁରୋ : ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପରେ ଭାରତୀୟ ଜୀବନ ବୀମା ନିଗମ ନିବେଶ କରିଥିବା ଅର୍ଥକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ଏଲଆଇସି ତରଫରୁ ପ୍ରଥମଥର ପାଇଁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଲଆଇସି ତରଫରୁ ଘୋଷଣା କରାଯାଇଛି କି, ଆଦାନୀ ଗ୍ରୁପରେ…
Read More...

୧୩ ଘଣ୍ଟା ବିଳମ୍ବ ହେଲା ଏୟାର ଇଣ୍ଡିଆ ବିମାନ । ବିମାନ ବନ୍ଦରରେ ରାତି ବିତାଇଲେ ଯାତ୍ରୀ

କନକ ବ୍ୟୁରୋ: ଟ୍ରେନ ବିଳମ୍ବ ହେବା ସାଧାରଣ କଥା । ତେବେ ଯେତେବେଳେ ଆପଣଙ୍କ ଫ୍ଲାଇଟ ବିଲମ୍ବ ହେବ ତାହା ଆପଣଙ୍କୁ ଚିନ୍ତାରେ ପକାଇଦେବ । ବିମାନ ଗୋଟିଏ କି ଦୁଇ ଘଣ୍ଟା ନୁହେଁ ପୂରା ୧୩ ଘଣ୍ଟା ବିଳମ୍ବ ହୋଇଥିଲା । ଶୁକ୍ରବାର ମୁମ୍ବାଇ ବିମାନବନ୍ଦରରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥିଲା ।…
Read More...

କ୍ରିକେଟ ମୈଦାନରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଫେବ୍ରୁଆରୀ ୧୨ରେ ହେବ ମହାମୁକାବିଲା ।

କନକ ବ୍ୟୁରୋ : କ୍ରିକେଟ ମୈଦାନରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ମହିଳା ଟି-୨୦ ବିଶ୍ୱକପରେ ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ୩ ବର୍ଷ ପୂର୍ବେ ଭାରତ ବିଶ୍ୱ ଚାମ୍ପିୟନ ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲା । ଭାରତର ବିଶ୍ୱ ଚାମ୍ପିୟନ ସ୍ୱପ୍ନକୁ ଅଷ୍ଟ୍ରେଲିଆ…
Read More...

ଅଶୋକ ଗେହଲଟ ବିଧାନସଭାରେ ପଢିଲେ ପୁରୁଣା ବର୍ଷର ବଜେଟ, ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହକାର୍ଯ୍ୟ ସ୍ଥଗିତ ।

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ ପେଶ କରିଛନ୍ତି । ତେବେ ବିଧାନସଭାରେ ବଜେଟ ପେଶ କରିବା ସମୟରେ ସେ ଗତ ବର୍ଷର ପୁରୁଣା ବଜେଟକୁ ପଢିଥିଲେ । ତେବେ ମନ୍ତ୍ରୀ ମହେଶ ଯୋଶୀ ତାଙ୍କୁ ଅଟକାଇବା ପରେ ସେ ଅଧାରୁ ଏହାକୁ ପଢିବା ବନ୍ଦ କରିଥିଲେ…
Read More...

ପ୍ରଥମ ଥର ଭାରତରେ ମିଳିଲା ବିପୁଳ ସମ୍ପତ୍ତିର ଗନ୍ତାଘର । ଆଗକୁ ଇଲେକ୍ଟ୍ରୋନିକ କ୍ଷେତ୍ରରେ ଆଣିବ ପରିବର୍ତ୍ତନ

କନକ ବ୍ୟୁରୋ: ଏଥର ଆଉ ଦାଦାଗିରୀ ଦେଖାଇପାରିବ ନାହିଁ ଚୀନ । କାରଣ ଭାରତରେ ମିଳିଛି ଗୁପ୍ତଧନର ଭଣ୍ଡାର । ଜମ୍ମୁ-କାଶ୍ମୀରରେ ମିଳିଛି ବିପୁଳ ପରିମାଣର ଲିଥିୟମ ଭଣ୍ଡାର । ଯାହା ଆଗକୁ ଦେଶର ଆର୍ଥିକ କ୍ଷେତ୍ରକୁ ସୁଧାରିବାରେ ସହାୟକ ହେବ ବୋଲି କୁହାଯାଉଛି । ଦେଶରେ ପ୍ରଥମ ଥର ପାଇଁ…
Read More...