Browsing Category

ଦେଶ ବିଦେଶ

ସରିଲା ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍-୧୬ : ପ୍ରିୟଙ୍କା ଚହରଙ୍କୁ ହରାଇ ବିଜେତା ହେଲେ ରାପର ଏମସି ଷ୍ଟାନ

କନକ ବ୍ୟୁରୋ : ଲୋକପ୍ରିୟ ରିୟଲିଟି ସୋ ବିଗ ବସ୍-୧୬ ଶେଷ ହୋଇଛି । ଆଉ ପ୍ରିୟଙ୍କା ଚହର ଚୌଧୁରୀଙ୍କୁ ହରାଇ ଟ୍ରଫି ଜିତିଛନ୍ତି ର୍ୟାପର ଏମସି ଷ୍ଟାନ । ୪ ମାସର ଏହି ଯାତ୍ରାରେ ବହୁ ଗଣ୍ଡଗୋଳ, ବିବାଦ, ନନଷ୍ଟପ୍ ଡ୍ରାମା ପରେ ଶେଷରେ ବିଜେତା ଘୋଷିତ ହୋଇଛନ୍ତି ଏମସି ଷ୍ଟାନ । ତାଙ୍କୁ ୩୧ ଲକ୍ଷ…
Read More...

ମହିଳା ଟି-୨୦ ବିଶ୍ୱକପ: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

କନକ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କଲା ଦଳ । ଜେମିମା ଏବଂ ରିଚା ଘୋଷଙ୍କ ଦମଦାର ବ୍ୟାଟିଂ ବଳରେ ଭାରତୀୟ ଦଳ ବିଶ୍ୱକପର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି । ଦଳ ୭ ୱିକେଟରେ ବିଜୟୀ ହୋଇଛି । ୧୫୦ ରନର ବିଜୟ ଲକ୍ଷ୍ୟକୁ…
Read More...

ସେବେ ଭିକ୍ଷାବୃତ୍ତି କରୁଥିଲେ… କିନ୍ନର ଆଜି ‘ନାଇଟ ଫୁଡକୋର୍ଟ’ର ମାଲିକ ।

କନକ ବ୍ୟୁରୋ: ଅନେକ ସମୟ ଧରି ସମାଜରେ ଅବହେଳିତ ହୋଇ ରହିଥିଲେ କିନ୍ନର ସମ୍ପ୍ରଦାୟ । ସମାଜରେ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ମଧ୍ୟ ଦେଖାଯାଉଥିଲା । ତେବେ ଏହିଭଳି କିଛି କିନ୍ନର ରହିଛନ୍ତି ଯେଉଁମାନେ ସମସ୍ତ ଭାବନାକୁ ପରିବର୍ତ୍ତନ କରି ନୂଆ ଆରମ୍ଭ କରିଛନ୍ତି । କର୍ଣ୍ଣାଟକର ଉଡ୍ଡୁପୀ ଜିଲ୍ଲାରେ…
Read More...

ସରକାରୀ ଜମି ଦଖଲ କରିବା ମାମଲା, ପ୍ରଭୁ ହନୁମାନଙ୍କୁ ନୋଟିସ ଜାରିକଲା ରେଳ ବିଭାଗ

କନକ ବ୍ୟୁରୋ : ବିଶ୍ୱରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଆଇନ ରହିଛି । ଏହି ଆଇନ ସର୍ବଦା ମଣିଷ ଓ ପଶୁପକ୍ଷୀଙ୍କୁ ନ୍ୟାୟ ଦେବା ଉପରେ କାମ କରିଥାଏ । ଏଥିପାଇଁ କେବେ ମଣିଷକୁ ଦୋଷୀଭାବେ ଗଣନା କରାଯାଏ ତ କେବେ କେବେ ପଶୁପକ୍ଷୀଙ୍କୁ ମଧ୍ୟ ଦଣ୍ଡିତ କରାଯାଉଥିବାର ଦେଖିବାକୁ ମିଳିଛି । ହେଲେ ଏବେ…
Read More...

କିଛି ସମୟ ପରେ ଭାରତ-ପାକିସ୍ତାନ ମ୍ୟାଚ୍: ମହିଳା ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ…

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମୁକାବଲାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଉଭୟ ଦଳ ଏହି ମ୍ୟାଚ୍ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବେ । ଗତ ୫ ବର୍ଷ ଧରି ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଆସିଛି…
Read More...

ଆର.ମାଧବନଙ୍କ ପୁଅ ବେଦାନ୍ତଙ୍କ ସଫଳତା, ‘ଖେଲୋ ଇଣ୍ଡିଆ’ରେ ଜିତିଲେ ସ୍ୱର୍ଣ୍ଣ ପଦକ

କନକ ବ୍ୟୁରୋ: ବଲିଉଡ ଅଭିନେତା ଆର ମାଧବନ ଏବେ ତାଙ୍କ ପୁଅ ବେଦାନ୍ତଙ୍କୁ ନେଇ ବେଶ୍ ଗର୍ବ ଅନୁଭବ କରୁଛନ୍ତି । ମାଧବନଙ୍କ ପୁଅ ବେଦାନ୍ତ ମଧ୍ୟ ପ୍ରଦେଶରେ ଖେଲୋ ଇଣ୍ଡିଆ ୟୁଥ ଗେମ- ୨୦୨୨ରେ ୫ଟି ସ୍ୱର୍ଣ୍ଣ ପଦକ ସହ ୨ଟି କାଂସ୍ୟ ପଦକ ଜିତିଛନ୍ତି । ଏନେଇ ଆର ମାଧବନ ନିଜ ଟ୍ୱିଟର ଆକାଉଣ୍ଟରେ…
Read More...

ତୁର୍କୀ, ସିରିୟା ଭୂମିକମ୍ପ ପରେ ବିଶ୍ୱରେ ଭୟର ବାତାବରଣ: ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନକୁ ନେଇ ବଡ଼ ଆକଳନ

କନକ ବ୍ୟୁରୋ: ତୁର୍କୀ ଓ ସିରିଆରେ ପ୍ରକୃତିର ତାଣ୍ଡବ ପରେ ସମଗ୍ର ବିଶ୍ୱରେ ଦେଖା ଦେଇଛି ଭୟର ବାତାବରଣ । ଆଗକୁ ଏସିଆରେ ଆସିପାରେ ଭୂମିକମ୍ପର ବଡ଼ ବିପଦ । ବିଶେଷ କରି ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନକୁ ନେଇ ହୋଇଛି ବଡ଼ ଆକଳନ । ଏହି ଆକଳନ କରିଛନ୍ତି ନେଦରଲ୍ୟାଣ୍ଡ୍ସ ଗବେଷକ ଫ୍ୟାଙ୍କ୍…
Read More...

ରାଜ୍ୟସଭା ସଭାପତିଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା ବଚ୍ଚନ, ବିଜେପି କହିଲା ଯେମିତି ଦଳ ସେମିତି ସଂସ୍କାର।

କନକ ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ କରାଯାଉଛି । जैसी…
Read More...

୩୪୬.୬ କୋଟି କ୍ଷତି ସହିଲା ଜୋମାଟୋ । ୨୨୫ ସହରରେ ବନ୍ଦ କଲା ସର୍ଭିସ୍

କନକ ବ୍ୟୁରୋ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ବଡ କ୍ଷତି । କିଛି ମାତ୍ର ମାସରେ କମ୍ପାନୀ ସହିଲାଣି ୩୪୬.୬ କୋଟିର କ୍ଷତି । ଏଥିପାଇଁ ପାଖାପାଖି ୨୨୫ ସହରରେ କମ୍ପାନୀ ନିଜର ସର୍ଭିସ୍ ବନ୍ଦ କରିଛି । ତୃତୀୟ ବିତ୍ତୀୟ ବର୍ଷରେ ଏପରି ଘୋଷଣା କରିଛି ଜୋମାଟୋ । ଏସବୁ ସହରରେ ଲୋକଙ୍କ ଡିମାଣ୍ଡ…
Read More...

୪ ହାଇକୋର୍ଟକୁ ମିଳିଲା ମୁଖ୍ୟ ବିଚାରପତି, ସୋନିଆ ଗିରିଧର ଗୁଜରାଟ ହାଇକୋର୍ଟର ପ୍ରଧାନ ବିଚାରପତି।

କନକ ବ୍ୟୁରୋ: ଦେଶର ଚାରିଟି ହାଇକୋର୍ଟକୁ ରବିବାର ନୂଆ ମୁଖ୍ୟ ବିଚାରପତି ମିଳିଛି । ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୋନିଆ ଗିରିଧର ଗୋକାନୀଙ୍କୁ ନିଯୁକ୍ତି ମିଳିଛି । ଶୁକ୍ରବାର ତାଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ମିଳିଥିଲା । ଏଠାରେ ମୁଖ୍ୟ…
Read More...