Browsing Category

ଦେଶ ବିଦେଶ

ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଭେଙ୍କେୟା ନାଇଡୁ !

କନକ ବ୍ୟୁରୋ : ଉପରାଷ୍ଟ୍ରପତି ପଦ ପାଇଁ ଭେଙ୍କେୟା ନାଇଡୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଭେଙ୍କେୟାଙ୍କ ତରଫରୁ ଆଜି ପ୍ରାୟ ୨ ସେଟ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବରିଷ୍ଠ ନେତାଙ୍କ ଗହଣରେ ଭେଙ୍କେୟା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ବିଜେପି ସଂସଦୀୟ ବୋର୍ଡ ବୈଠକରେ…
Read More...

ଭାରତକୁ ପୁଣି ଚୀନର ଧମକ ! ଗ୍ଲୋବାଲ ଟାଇମ୍ସରେ ପ୍ରକାଶ, ଡୋକ୍ଲାମ୍ ସୀମା ବିବାଦ ନେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ଚୀନ

କନକ ବ୍ୟୁରୋ : ଭାରତକୁ ପୁଣି ଧମକାଇଲା ଚୀନ୍ । ଭାରତ ଓ ଚୀନ୍ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡୋକଲାମ ସୀମା ବିବାଦକୁ ନେଇ ଭାରତକୁ ପୁଣି ନାଲି ଆଖି ଦେଖାଇଛି ଚୀନ୍ । କୌଣସି ପରିସ୍ଥିତିର ସମ୍ମୁଖିନ ହେବା ପାଇଁ ଚୀନ୍ ପ୍ରସ୍ତୁତ ବୋଲି ଚୀନ୍ ମିଡିଆରେ…
Read More...

ପୁଣି ଭାଙ୍ଗିବ ପାକିସ୍ତାନ ! ସ୍ୱତନ୍ତ୍ର ସିନ୍ଧ ପ୍ରଦେଶ ଗଠନ ଦାବିରେ ଜେଏସଏମଏମର ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ

କନକ ବ୍ୟୁରୋ: ପାକିସ୍ତାନର ସିନ୍ଧ ପ୍ରଦେଶରେ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ସ୍ୱତନ୍ତ୍ର ସିନ୍ଧ ପ୍ରଦେଶ ଗଠନ ଦାବିରେ ବିଭିନ୍ନ ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ‘ଜେଏସଏମଏମ’ ପକ୍ଷରୁ କରାଯାଇଥିବା ଏହି ବିକ୍ଷୋଭ ପ୍ରଦର୍ଶନକୁ ସାଧାରଣ ଲୋକଙ୍କ ସମର୍ଥନ ମିଳିଛି ।…
Read More...

ବଙ୍ଗୋପସାଗରରେ ଶେଷ ହେଲା ମାଲାବାର ଏକ୍ସରସାଇଜ୍

କନକ ବ୍ୟୁରୋ: ବଙ୍ଗୋପସାଗରରେ ଶେଷ ହୋଇଛି ମାଲାବାର ଏକ୍ସରସାଇଜ୍ । ଯୁଦ୍ଧାଭ୍ୟାସରେ ସାମିଲ୍ ହୋଇଥିଲେ ଆମେରିକା, ଜାପାନ ଓ ଭାରତର ଅନେକ ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ଏହି ମିଳିତ ସମରାଭ୍ୟାସ ଆରମ୍ଭ ହୋଇଥିଲା ଜୁଲାଇ ମାସ ୧୦ ତାରିଖରୁ । ପୂର୍ବରୁ ଏସିଆରେ ଚୀନର ପ୍ରଭାବ ରୋକିବାକୁ ଏହି…
Read More...

ପାନାମାଗେଟ୍ ମାମଲାରେ ନୱାଜ ସରିଫଙ୍କୁ ବଡ଼ ଝଟକା !

କନକ ବ୍ୟୁରୋ: ପାନାମାଗେଟ୍ ମାମଲାରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟକା । ନୱାଜ ସରିଫ୍ ଓ ତାଙ୍କ ପରିବାରର ବେନାମୀ ସମ୍ପତି ଠୁଳ ମାମଲାରେ ପାକ୍ ସୁପ୍ରିମକୋଟରେ ଶୁଣାଣି ଆରମ୍ଭ ହୋଇଛି । ସରିଫଙ୍କ ବିରୁଦ୍ଧରେ ଯୁଗ୍ମ ତଦନ୍ତକାରୀ ଦଳ ଜେଆଇଟି ଅନେକ ସଙ୍ଗିନ ଅଭିଯୋଗ ଲଗାଇଛି । ସେପଟେ ଏହି…
Read More...

ମିଳିବନି ଅଚଳ ନୋଟ୍ ଜମା କରିବାର ସୁଯୋଗ

କନକ ବ୍ୟୁରୋ: ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିମୁଦ୍ରାକରଣ ଘୋଷଣା କରାଯାଇଥିଲା ତାହା ବିଫଳ ହୋଇଯିବ ଯଦି ଅଚଳ ନୋଟ୍ ଜମା କରିବା ପାଇଁ ଲୋକମାନଙ୍କୁ ଆଉଥରେ ସୁଯୋଗ ପ୍ରଦାନ କରାଯିବ । ଏକଥା ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇ ଦେଇଛନ୍ତି । କଳାଧନ ଲଢ଼େଇର ଏକ ବଡ଼ ପଦକ୍ଷେପ ସ୍ୱରୂପ ଗତବର୍ଷ…
Read More...

ବିଜେପି ସଂସଦୀୟ ବୋର୍ଡ ବୈଠକରେ ଭେଙ୍କିୟାଙ୍କ ଉପରେ ଲାଗିଲା ମୋହର ! ଆଜି ଦାଖଲ କରିବେ ନାମାଙ୍କନ ପତ୍ର

କନକ ବ୍ୟୁରୋ: ଉପରାଷ୍ଟ୍ରପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଓ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି । ଦିନ ୧୧ଟାରେ  ଭେଙ୍କେୟା ନାଇଡୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାବେଳେ ୧୨ଟା ୩୦ରେ ପ୍ରାର୍ଥୀପତ୍ର ଦଖଲ କରିବେ ଗୋପାଳକୃଷ୍ଣ ଗାନ୍ଧି ।…
Read More...

ଦେଶ ବାଛିଲା ନୂଆ ରାଷ୍ଟ୍ରପତି ! ଆସନ୍ତା ୨୦ ତାରିଖରେ ବିଧିବଦ୍ଧ ଭାବେ ଫଳାଫଳ ହେବ ଘୋଷଣା

କନକ ବ୍ୟୁରୋ : ରାମନାଥ କୋବିନ୍ଦ ବନାମ ମୀରା କୁମାର । ଦେଶର ସର୍ବୋଚ୍ଚ ପଦବୀ ପାଇଁ ହୋଇଛିି ନିର୍ବାଚନ । ଦେଶ ବାଛିଚି ବିଶ୍ୱର ବୃହତମ ଗଣତନ୍ତ୍ରର ପରବର୍ତ୍ତୀ ରାଷ୍ଟ୍ରପତି । ରଷ୍ଟ୍ରପତି ନିର୍ବାଚନର ଗଣିତକୁ ଦେଖିଲେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ପଦରେ ବସିବା ନେଇ କେବଳ ଔପଚାରିକ ଘୋଷଣା…
Read More...

ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ! ବିଜେପିର ସଂସଦୀୟ ବୋର୍ଡ ବୈଠକରେ…

କନକ ବ୍ୟୁରୋ : ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ । ବିଜେପିର ସଂସଦୀୟ ବୋର୍ଡ ମିଟିଂରେ ଏହି ନିଷ୍ପତି ନିଆଯାଇଛି । ଆଉ କିଛି ସମୟ ପରେ କେନ୍ଦ୍ର ସହରାଂଚଳ ବିକାଶ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କୁ ଦଳ ଉପରାଷ୍ଟ୍ରପତି…
Read More...

ମୋଦିଙ୍କ ସ୍ୱାଗତ ଫୁଲତୋଡାରେ ନୁହେଁ ଗୋଟିଏ ଫୁଲରେ କରନ୍ତୁ ! ସମସ୍ତ ରାଜ୍ୟକୁ ଗୃହ ମନ୍ତ୍ରାଳୟର ଆଦେଶ

ଆଉ ଫୁଲତୋଡାରେ ହେବନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ । ଏନେଇ ଏକ ନିର୍ଦ୍ଦେଶ ଜାରି କରିଛି କେନ୍ଦ୍ରୀୟ ଗୃହମନ୍ତ୍ରାଳୟ । ଏହା ସହ ସମସ୍ତ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ବିନା ଫୁଲତୋଡାରେ କରିବାକୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଫୁଲତୋଡା ପରିବର୍ତ୍ତେ…
Read More...