Browsing Category

ଦେଶ ବିଦେଶ

ISRO ଲଞ୍ଚ କରିଛି ସବୁଠୁ ଛୋଟ ରକେଟ୍ SSLV-D2, ପ୍ରଥମ ପରୀକ୍ଷଣ ହୋଇଥିଲା ବିଫଳ

କନକ ବ୍ୟୁରୋ: ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଜି ସବୁଠୁ ଛୋଟ ଉପଗ୍ରହ SSLV-D2 ଲଞ୍ଚର ଉତକ୍ଷେପଣ କରିଛି । ଲଞ୍ଚିଙ୍ଗ ୯ଟା ୧୮ ମିନିଟରେ ହୋଇଛି । ଉତକ୍ଷେପଣ ପରେ ଏହି ଲଞ୍ଚର ଭେଇକିଲ ୧୫ ମିନିଟର ଉଡାଣ ସମୟରେ…
Read More...

ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ : ସିଧାସଳଖ ଗାନ୍ଧୀ ଓ ନେହରୁ ପରିବାରକୁ କଲେ ଟାର୍ଗେଟ୍; କହିଲେ, କେବଳ ଘୃଣା ସୃଷ୍ଟି…

କନକ ବ୍ୟୁରୋ : କଂଗ୍ରେସ ଓ ବିରୋଧୀଙ୍କ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟସଭାରେ ମୋଦୀ ସିଧାସଳଖ ଗାନ୍ଧୀ ଓ ନେହେରୁ ପରିବାରକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଗାନ୍ଧୀ-ନେହରୁଙ୍କ ନାଁରେ ୬୦୦ ସରକାରୀ ଯୋଜନା ରହିଛି । କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାଁ…
Read More...

ତୁର୍କୀ ଏବଂ ସିରିଆ ପ୍ରଳୟଙ୍କାରୀ ଭୂମିକମ୍ପ : ଉଦ୍ଧାର କାର୍ଯ୍ୟରେ ବିଶ୍ୱର ୭୦ଟି ଦେଶ ସାମିଲ

କନକ ବ୍ୟୁରୋ : ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ବିଶ୍ୱର ପ୍ରାୟ ୭୦ଟି ଦେଶ ସାହାଯ୍ୟ କରିବାକୁ ଆସିଛନ୍ତି । ‘ଅପରେସନ୍ ଦୋସ୍ତ’ ଅଧୀନରେ ତୁର୍କୀକୁ ମଧ୍ୟ ଭାରତ ସହାୟତା ଯୋଗାଇ ଦେଉଛି । ଭାରତ ସରକାର ତୁର୍କୀକୁ ଏନଡିଆରଏସ୍ ଟିମ, ଡାକ୍ତରୀ ଦଳ, ଖାଦ୍ୟ ଓ ଔଷଧ…
Read More...

ନାଗପୁରରେ କଙ୍ଗାର ଟିମକୁ ଘାଇଲା କଲେ ଜାଡେଜା – ଅଶ୍ୱିନୀ ଯୋଡ଼ି, ପ୍ରଥମ ଦିନରେ କଙ୍ଗାରୁ ଟିମ୍ ୧୭୭ ରନରେ ଅଲଆଉଟ

କନକ ବ୍ୟୁରୋ : କମବ୍ୟାକ୍ ମ୍ୟାଚରେ ଜାଡେଜାଙ୍କ କମାଲ୍ । ନାଗପୁରରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଅଷ୍ଟ୍ରେଲିଆ । ମାତ୍ର ୧୭୭ ରନରେ ଅଲଆଉଟ୍ ହୋଇଛି କଙ୍ଗାରୁ ଟିମ୍ । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ୪୭ ରନ୍ ଦେଇ ୫ଟି ଏବଂ…
Read More...

ଭାରତର ପ୍ରଥମ କିନ୍ନର ଭାବେ ଏକ ଶିଶୁକୁ ଜନ୍ମଦେଇଛନ୍ତି କେରଳର ଜହାଦ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

କନକ ବ୍ୟୁରୋ : ବିଜ୍ଞାନ ଯୋଗୁଁ ଆଜିକାଲି ସବୁ ସମ୍ଭବ ହୋଇପାରିଛି । ଯାହାର ପ୍ରମାଣ ବିଭିନ୍ନ ଘଟଣାରେ ଦେଖିବାକୁ ମିଳେ । ତେବେ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଥିବା କିନ୍ନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ବୁଧବାର ଦିନ ସୁସ୍ଥଭାବେ ଭାରତର ପ୍ରଥମ କିନ୍ନର ଜହାଦ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ।…
Read More...

ହିଣ୍ଡେନନବର୍ଗ ରିପୋର୍ଟକୁ ନେଇ ଚାରିଆଡେ ହୋହାଲ୍ଲା, ଶୁକ୍ରବାର ସୁପ୍ରିମକୋର୍ଟ କରିବେ ଶୁଣାଣି

କନକ ବ୍ୟୁରୋ : ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀଙ୍କୁ ନେଇ ହୋଇଥିବା ଅଭିଯୋଗର ଶୁକ୍ରବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀଙ୍କୁ ନେଇ ବିଭିନ୍ନ ବିବାଦ ସାମ୍ନାକୁ ଆସିଛି । ହିଣ୍ଡେନବର୍ଗ ରିପୋର୍ଟସହ ଜଡ଼ିତ ୨ଟି ମାମଲାର ସୁପ୍ରିମକୋର୍ଟ ଶୁକ୍ରବାର…
Read More...

ଲୋକସଭା ପରେ ଆଜି ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ନେହରୁଙ୍କ ସାଂଗିଆକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : କଂଗ୍ରେସ ଓ ବିରୋଧୀଙ୍କ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟସଭାରେ ମୋଦୀ ସିଧାସଳଖ ଗାନ୍ଧୀ ଓ ନେହରୁ ପରିବାରକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଗାନ୍ଧୀ-ନେହରୁଙ୍କ ନାଁରେ ୬୦୦ ସରକାରୀ ଯୋଜନା ରହିଛି । କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାଁ…
Read More...

ତୁର୍କୀ ଓ ସିରିଆରେ ଥମୁନି ମୃତ୍ୟୁର ତାଣ୍ଡବ, ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର

କନକ ବ୍ୟୁରୋ : ପ୍ରକୃତିର ତାଣ୍ଡବରେ ଦୋହଲି ଯାଇଛି ଏସିଆ ଓ ୟୁରୋପ ସୀମାରେ ରହିଥିବା ତୁର୍କୀ । ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ । ବଡ ବଡ ଅଟ୍ଟାଳିକା, ଘର, ଡ଼ାକ୍ତରଖାନା, ଶିକ୍ଷାନୁଷ୍ଠାନ ଆଦି ସବୁ ଭାଙ୍ଗିପଡିଛି । ଭଙ୍ଗା ଅଟ୍ଟାଳିକା ତଳେ ଫସି…
Read More...

ସଂକଟରେ ପାକିସ୍ତାନ, ହାତ ଛାଡ଼ୁଛନ୍ତି ସହଯୋଗୀ ରାଷ୍ଟ୍ର

କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସଂକଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତମାନ ଦେଶ ପ୍ରତିଟି କ୍ଷେତ୍ରରେ ସମସ୍ୟା ଦେଇ ଗତି କରୁଛି । ତେଣିକି ତାହା ଖାଦ୍ୟପାନୀୟ ସଂକଟ ହେଉ କି ଇନ୍ଧନ ସମସ୍ୟା । ବର୍ତମାନ ପାକିସ୍ତାନ ଉପରେ ୧୦୦ ବିଲିୟନ ଡଲାର ଋଣ ରହିଛି । ଏଥିପାଇଁ ଦେଶର…
Read More...

ସ୍କୁଲସାରି ଅଟୋରେ ଫେରୁଥିଲେ ଛାତ୍ର । ରାସ୍ତାରେ ମାଡିଗଲା ଟ୍ରକ, ୮ ଛାତ୍ରଙ୍କ ମୃତ୍ୟୁ

କନକ ବ୍ୟୁରୋ : ସ୍କୁଲ ଛୁଟି ହୋଇସାରିଥିଲା । ପିଲାମାନେ ଖୁସିମନରେ ଅଟୋରେ ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ସେମାନେ ଆଉ ଘରେ ପହଂଚିପାରିବେ ନାହିଁ । ମଝି ରାସ୍ତରେ ଅଟୋ ଉପରେ ଟ୍ରକ ମାଡି ଯିବାରୁ ୮ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ଏଭଳି ଖବର ଆସିଛି ଛତିଶଗଡରୁ । ରାଜ୍ୟର କାଙ୍କେର…
Read More...