Browsing Category

ଦେଶ ବିଦେଶ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋମାଞ୍ଚକର ମୋଡ : ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଡା ମୁକାବିଲା; ଆଗରେ ଡେମୋକ୍ରାଟ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋମାଞ୍ଚକର ମୋଡ । ଆଉ ଏହାରି ଭିତରେ କିଏ ଜିତିବ , ଡୋନାଲ୍ଡ ଟ୍ରମ୍ପ ନା ଜୋ ବାଇଡେନ୍ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏତେ କଡା ମୁକାବିଲା , ଆଉ ନିର୍ବାଚନ…
Read More...

ହାପି ବାର୍ଥ ଡେ’ ରନ ମେସିନ : ୩୨ ବର୍ଷରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି

କନକ ବ୍ୟୁରୋ : ପଡିଆରେ କଥା କୁହେ ତାଙ୍କ ବ୍ୟାଟ । ତାଙ୍କ ପାଇଁ କୈଣସି ପରିଚୟର ଆବଶ୍ୟକତା ନାହିଁ । ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ । ସେ ଆଉ କେହି ନୁହେଁ ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଭାରତୀୟ ଟିମ ପାଇଁ ତାଙ୍କ ଅବଦାନ…
Read More...

କୋର୍ଟରେ ପଂହଚିଲା ଆମେରିକା ନିର୍ବାଚନର ଲଢେଇ : କୋର୍ଟ ଗଲେ ଟ୍ରମ୍ପ, ପେନସିଲଭାନିଆ ଓ ମିସିଗନର ଗଣତି ରୋକିବାକୁ କଲେ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ସ୍ଥିତି । ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲାଗୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବେ ଆଇନ ଜାଲରେ ଛନ୍ଦି ହୋଇଯିବ । ଡୋନାଲ୍ଡ ଟ୍ରମ୍ପ କିଛି ରାଜ୍ୟରେ ଭୋଟିଂରେ ଗଡବଡ…
Read More...

ଆହୁରି ରୋମାଂଚକର ହେବ ଆଇପିଏଲ ମୁକାବିଲା : ଆଜି ଦୁବାଇରେ ଖେଳାଯିବ ପ୍ରଥମ କ୍ୱାଲିଫାୟାର; ଦୁଇ ଶ୍ରେଷ୍ଠଦଳ ମୁମ୍ବାଇ ଓ…

କନକ ବ୍ୟୁରୋ : ଦୁବାଇରେ ଆୟୋଜିତ ଆଇପିଏଲ ଏବେ ତାହାର ଅନ୍ତିମ ପର୍ଯ୍ୟାୟରେ ସଫଳତାର ସହ ପାଦ ଥାପିଛି । ଦୀର୍ଘ ୪୬ ଦିନ ଓ ୫୬ ମ୍ୟାଚ ପରେ ଏହାର ପ୍ଲେଅଫ୍ ଲାଇନ୍ ଚୂଡାନ୍ତ ହୋଇଛି । ଆଇପିଏଲ ନିୟମ ଅନୁସାରେ ପ୍ରଥମ କ୍ୱାଲିଫାୟରରେ ଶ୍ରେଷ୍ଠ ଦୁଇ ଦଳ ମୁହାଁମୁହିଁ ହେବେ । ତେଣୁ ଆଜିର ପ୍ରଥମ…
Read More...

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ : ଆଲିବାଗ୍ କୋର୍ଟ…

କନକ ବ୍ୟୁରୋ : ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ମୁମ୍ବାଇ ଆଲିବାଗ୍ କୋର୍ଟ ତାଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହାରାଷ୍ଟ୍ର ପୋଲିସ ହେପାଜତ୍କୁ ନେବା ପାଇଁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ ।…
Read More...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋମାଂଚକର ମୋଡ଼ : ଟ୍ରମ୍ପ ଓ ବାଇଡେନ୍ ମଧ୍ୟରେ କଡା ମୁକାବିଲା ; ସାରା ବିଶ୍ୱରେ…

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଛି ଆଉ ତାହାରି ଉପରେ ରହିଛି ସାରା ବିଶ୍ୱର ନଜର । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏତେ କଡା ମୁକାବିଲା ହେଉଛି । ସବୁଠାରୁ ପୁରୁଣା ଗଣତନ୍ତ୍ର ତଥା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର…
Read More...

ଫଳାଫଳ ଆସିବା ପୂର୍ବରୁ ହ୍ୱାଇଟ ହାଉସରେ ସେନା ଛାଉଣି, ସରକାରୀ ସଂସ୍ଥା ଗୁଡିକରେ ହାଇ ଆଲର୍ଟ । କିନ୍ତୁ  ଫଳାଫଳ ଆସିବା…

କନକ ବ୍ୟୁରୋ : ୱାସିଂଟନ୍ ସ୍ଥିତ ହ୍ୱାଇଟ ହାଉସ ଓ ଅନ୍ୟ ସରକାରୀ ସଂସ୍ଥାଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ଏହି ଅଂଚଳରୁ ସେନା ଛାଉଣିରେ ପରିଣତ କରାଯାଇଛି । କାରଣ ରାଷ୍ଟ୍ରପତି ନିର୍ବାଚନର ପରିଣାମକୁ ନେଇ ଆମେରିକାରେ ଏକ ବଡଧରଣ ଅଶାନ୍ତିର ଆଶଙ୍କା କରାଯାଉଛି । ୱାସିଂଟନ ଡିସି ସ୍ଥିତ…
Read More...

ସ୍ୱିଙ୍ଗ ଷ୍ଟେଟ ବାଛିବ ଆମେରିକାର ସମ୍ରାଟ କିଏ? ଜାଣନ୍ତୁ କେମିତି ହୁଏ ଆମେରିକାରେ ଭୋଟ ଗଣତି, କେଉଁ ଆଧାରରେ ବଛାଯାଏ…

କନକ ବ୍ୟୁରୋ : ଆମେରିକାରେ ୫୦ଟି ରାଜ୍ୟ ମଧ୍ୟରୁ ୬ଟି ରହିଛି ସ୍ୱିଙ୍ଗ ଷ୍ଟେଟ । ଅର୍ଥାତ ଏସବୁ ରାଜ୍ୟରେ ପରିଣାମ ଯାହା ସପକ୍ଷରେ ଯିବ, ସିଏ ହ୍ୱାଇଟ ହାଉସର ଧ୍ୱଜାଧାରୀ ହେବା ଏକ ପ୍ରକାର ନିଶ୍ଚିତ । ଆଉ ବର୍ତମାନ ପର୍ଯ୍ୟନ୍ତ ଆସିଥିବା ପରିଣାମ ଅନୁସାରେ ଏସବୁ ରାଜ୍ୟରେ ରିପବ୍ଲିକାନ ପ୍ରାର୍ଥୀ…
Read More...

ଭୋଟ ଗଣତି ମଝିରେ ବିଜୟୀ ନେଇ ଟ୍ରମ୍ପଙ୍କ ଦାବି । ଡେମୋକ୍ରାଟ ଦଳ ଭୋଟ ଚୋରି କରୁଥିବା ଓ ବିଜୟୀ ହେବାକୁ ପ୍ରୟାସ…

କନକ ବ୍ୟୁରୋ : ଭୋଟ ଗଣତି ବେଳେ ରାଷ୍ଟ୍ରପତି ଟ୍ରମ୍ପ ବିଜୟୀ ହୋଇଗଲେ ବୋଲି ଘୋଷଣା କରିବା ଚାରିଆଡେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଫଳାଫଳକୁ ବିରୋଧୀ ବଦଳାଇ ଦେବାକୁ ଚକ୍ରାନ୍ତ କରୁଥିବା କହିଛନ୍ତି ଟ୍ରମ୍ପ । ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ…
Read More...

ଫିଲ୍ମ ଷ୍ଟାଇଲରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ହାତରେ ପଡ଼ିଲା ହ୍ୟାଣ୍ଡକପ୍ । ସକାଳୁ ସକାଳୁ ଘରୁ ଉଠାଇନେଲା ମୁମ୍ବାଇ ପୋଲିସ ।…

କନକ ବ୍ୟୁରୋ : ଆଜି ନାଟକୀୟ ଢଙ୍ଗରେ ଗିରଫ ହୋଇଥିଲେ ରିପବ୍ଲିକ ଟିଭି ଓ ରିପବ୍ଲିକ ଭାରତର ଏଡିଟର ଇନ୍ ଚିଫ ଅର୍ଣ୍ଣବ ଗୋସ୍ୱାମୀ । ଅର୍ଣ୍ଣବ ପ୍ରତିବାଦ କରୁଥାନ୍ତି କିନ୍ତୁ କ୍ରାଇମବ୍ରାଂଚ ଟିମ୍ ଓ ସିଟି ପୁଲିସ ଟିମର ଅଧିକାରୀଙ୍କ ଠାରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନଥାଏ । ପୁଲିସ…
Read More...