Browsing Category

ଦେଶ ବିଦେଶ

ଆଇପିଏଲ ଟକ୍କର : ଆଜି ଖେଳାଯିବ ଦୁଇଟି ମ୍ୟାଚ୍ ; କୋଲକତା-ପଂଜାବ ଏବଂ ଚେନ୍ନାଇ-ବାଙ୍ଗାଲୋର ହେବ ମୁକାବିଲା

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆଜି ଖେଳାଯିବ ୨ଟି ମ୍ୟାଚ୍ । ଅପରାହ୍ନ ସାଢେ ୩ଟାରେ ଆବୁଧାବିରେ ଆଜି ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ କିଙ୍ଗସ୍ ଇଲେଭେନ୍ ପଂଜାବ । କୋଲକାତା ଏବେ ୫ ମ୍ୟାଚରୁ ୬ ପଏଂଟ ସହ ଚତୁର୍ଥ ସ୍ଥାନରେ ରହିଛି । ପଂଜାବ ୬…
Read More...

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର : ପାଟଣାରେ ଜଳିବ…

କନକ ବ୍ୟୁରୋ : ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଆଜି ହେବ ଅନ୍ତିମ ସଂସ୍କାର । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ଦିଲ୍ଲୀର ୧୨ ଜନପଥରୁ ତାଙ୍କର ପାର୍ଥିବ ଶରୀରକୁ ପାଟନା ଅଣାଯିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ଦଳୀୟ…
Read More...

କରୋନାକୁ ନେଇ ଭଲ ଖବର : ଦେଶରେ ୯ଲକ୍ଷ ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମାସେ ହେଲାଣି କରୋନା ମିଟର…

କନକ ବ୍ୟୁରୋ : କରୋନାକୁ ନେଇ ଆସିଛି ଭଲ ଖବର । ଦେଶରେ ୯ଲକ୍ଷ ତଳକୁ ଖସିଛି ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରାୟ ଗୋଟିଏ ମାସ ଧରି କରୋନା ମିଟର ତଳମୁହାଁ ରହିବା ସହ ସୁସ୍ଥଙ୍କ ସଂଖ୍ୟା ବଢ଼ିବା କାରଣରୁ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ତଳକୁ ଖସିଛି । ବର୍ତମାନ…
Read More...

ରିପବ୍ଲିକ ଟିଭି ସିଏଫଓଙ୍କୁ ମୁମ୍ବାଇ ପୁଲିସର ସମନ : ଆଜି ମୁମ୍ବାଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହେବେ…

କନକ ବ୍ୟୁରୋ : ଟିଆରପି ଅନିୟମିତତା ମାମଲା । ରିପବ୍ଲିକ ଟିଭିକୁ ମୁମ୍ବାଇ ପୁଲିସର ସମନ । ରିପବ୍ଲିକ ଟିଭିର ଚିଫ ଫାଇନାନ୍ସ ଅଫିସର ଶିବା ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ହାଜର ହେବା ପାଇଁ ସମନ କରିଛି ମୁମ୍ବାଇ ପୁଲିସ । ଆଜି ମୁମ୍ବାଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହେବେ ଏସଏସ…
Read More...

ମହାରାଷ୍ଟ୍ର ବାହାରେ ବି ବଢିଲା କଙ୍ଗନା ରାଣାୱତଙ୍କ ପାଇଁ ଅଡୁଆ : ବଲିଉଡ ଅଭିନେତ୍ରୀଙ୍କୁ ମହଙ୍ଗା ପଡିଲା ଚାଷୀଙ୍କ…

କନକ ବ୍ୟୁରୋ : ମହାରାଷ୍ଟ୍ର ବାହାରେ ମଧ୍ୟ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ଅଡୁଆ ବଢିଛି । କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଆଇନକୁ ବିରୋଧ କରି କଙ୍ଗନା କରିଥିବା ଏକ ଟୁଇଟକୁ…
Read More...

ରାବାଡାଙ୍କ ଘାତକ ବୋଲିଂ । ୧୩୮ ରନରେ ଅଲଆଉଟ ହେଲା ରାଜସ୍ଥାନ ଦଳ । ୪୬ରନରେ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । 

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ବିଫଳ ହେଲେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ । ଏହି ମ୍ୟାଚରେ ଦିଲ୍ଲୀ ୪୬ ରନରେ ବିଜୟ ହାସଲ କରିଛି । ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି । ଏହି ମ୍ୟାଚରେ ରାଜସ୍ଥାନ…
Read More...

ଭାରତ ପରେ ପାକିସ୍ତାନରେ ବ୍ୟାନ ହେଲା ଟିକଟକ୍ ଆପ । ଅଶ୍ଳୀଳତା ପରିବେଷଣ ନେଇ ସରକାରଙ୍କ ଗାଇଉଲାଇନ ଉଲଙ୍ଘନ ଅଭିଯୋଗରେ…

କନକ ବ୍ୟୁରୋ : ଚୀନ୍ ସଟ୍ ଭିଡିଓ ଆପ୍ ଟିକଟକ୍ କୁ ପୁଣି ଲାଗିଛି ଆଉ ଏକ ଶକ୍ତ ଝଟକା । ପାକିସ୍ତାନରେ ଟିକଟକ୍ ଉପରେ ଲାଗିଲା ପ୍ରତିବନ୍ଧକ । ପାକିସ୍ତାନ କର୍ତୃପକ୍ଷ ଶୁକ୍ରବାର ଟିକଟକ ଉପରେ କଟକଣା ଲଗାଇଛନ୍ତି । ପାକିସ୍ତାନ ଟେଲିକମ୍ୟୁନିକେସନ ପକ୍ଷରୁ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି ।…
Read More...

ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ…

କନକ ବ୍ୟୁରୋ : ଭାରତକୁ ସୁଇସ୍ ବ୍ୟାଙ୍କ ଆକାଉଂଟର ଦ୍ୱିିତୀୟ ତାଲିକା ମିଳିଛି । ସୁଇଜରଲ୍ୟାଣ୍ଡ ସରକାର ପୂର୍ବରୁ ହୋଇଥିବା ଚୁକ୍ତି ଅନୁସାରେ ଭାରତକୁ ଏହି ତଥ୍ୟ ମିଳିଛି । ଭାରତ ସମେତ ୮୬ଟି ଦେଶ ସହ ତଥ୍ୟ ବାଂଟିଛନ୍ତି ସୁଇଜରଲ୍ୟାଣ୍ଡ ସରକାର । ଏହି ଦେଶମାନଙ୍କୁ ସୁଇଜରଲ୍ୟାଣ୍ଡ ଫେଡେରାଲ…
Read More...

ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ…

କନକ ବ୍ୟୁରୋ : ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷର କଲା ଭାରତ । ରୁଦ୍ରମ କ୍ଷେପଣାସ୍ତ୍ରରେ ଆଣ୍ଟି ରେଡିଏସନ କ୍ଷମତା ରହିଛି । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ସକାଳ ସାଢ଼େ ୧୦ଟାରେ ଏହି ପରୀକ୍ଷଣ କରାଯାଇଛି । ଡିଆରଡିଓ ଦ୍ୱାରା…
Read More...

ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟିର ଜୋରଦାର ତଦନ୍ତ । ପଚରାଉଚରା ପାଇଁ ୪୦ ଜଣ ଗ୍ରାମବାସୀଙ୍କୁ ନୋଟିସ୍ ।…

କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟି ତଦନ୍ତକୁ ଜୋରଦାର କରିଛି । ପୀଡ଼ିତାଙ୍କ ଗାଁକୁ ଯାଇ ଗାଁଲୋକଙ୍କୁ ପଚରାଉଚରା କରିଛି ଏସଆଇଟି । ଏହାସହ ଅଧିକ ପଚରାଉଚରା ପାଇଁ ଗାଁର ୪୦ ଜଣଙ୍କୁ ନୋଟିସ୍ ପଠାଯାଇଛି । ଘଟଣାଦିନ କ’ଣ ଘଟିଥିଲା, ପୀଡ଼ିତାଙ୍କ ଅନ୍ତେଷ୍ଟିକ୍ରିୟା ଓ…
Read More...