Browsing Category

ଦେଶ ବିଦେଶ

ନୂଆ ରୂପରେ ଆସିଲା ବିହାରରେ ନୀତିଶ ସରକାର । ୭ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ । ବିଜେପିର ଦୁଇ ନେତା…

କନକ ବ୍ୟୁରୋ : ବିହାରରେ ପୁଣି ଥରେ ନୀତିଶ ରାଜ୍ । ସପ୍ତମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି କିନ୍ତୁ ନୀତିଶଙ୍କ ଏହି ପାଳି ସହଜ ହେବ ନାହିଁ । ରାଜ୍ୟରେ ବିଜେପି ୭୪ଟି ଆସନ ଅକ୍ତିଆର କରି ବଡ ଭାଇ ଭୂମିକାରେ ରହିଛି । ସେପଟେ ଜେଡିୟୁ ମାତ୍ର ୪୩ଟି ଆସନରେ ସୀମିତ ରହିବା ନୀତିଶଙ୍କ…
Read More...

ଦିଲ୍ଲୀରେ ଉତ୍କଟ ରୂପ ନେଉଛି କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ । ୧୫ ଦିନରେ କରୋନା ନେଲାଣି ୧୧ଶହ ଜୀବନ,…

କନକ ବ୍ୟୁରୋ : ଦେଶର କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ହେଲେ ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି । ଦିଲ୍ଲୀରେ କରୋନା ସଂକ୍ରମଣର ତୃତୀୟ ଲହରି ବା ଥାର୍ଡ ୱେଭ ଚାଲିଥିବା ବେଳେ ନଭେମ୍ବରରେ ସ୍ଥିତି ଆହୁରି ବିଗିଡିଯାଇଛି । ଦିଲ୍ଲୀରେ କରୋନା ବଢୁଥିବା…
Read More...

କରୋନା ଟିକାକୁ ନେଇ ସବୁଠାରୁ ବଡ଼ ଖବର । ଆମେରିକାର ମଡର୍ଣ୍ଣା ଟିକାର ସଫଳତା ହାର ୯୪ ଦଶମିକ ୫ ପ୍ରତିଶତ ଦାବି

କନକ ବ୍ୟୁରୋ : ସାରା ବିଶ୍ୱ ପାଇଁ ଏକ ବଡ ଖବର । କାରଣ, କରୋନା ଟିକା ପ୍ରସ୍ତୁତ କରୁଥିବା ସବୁ କମ୍ପାନୀ ଠାରୁ ଆମେରିକାର ଏହି ମଡର୍ଣ୍ଣା କମ୍ପାନୀ ପ୍ରସ୍ତୁତ କରୁଥିବା ଟିକାର ସଫଳତା ହାର ସବୁଠାରୁ ଅଧିକ । ମଡର୍ଣ୍ଣା କମ୍ପାନୀ ଘୋଷଣା କରି କହିଛି, ଡାଟା ସେଫ୍ଟି ମନିଟରିଂ ବୋର୍ଡର…
Read More...

ଦୀପାବଳୀରେ ଚାଇନାକୁ ୪୦ ହଜାର କୋଟିର ଝଟକା  । ଭାରତରେ ଦେଶୀ ସାମଗ୍ରୀକୁ ଗୁରୁତ୍ୱ । ସାରା ଦେଶରେ ୭୨ ହଜାର କୋଟି…

କନକ ବ୍ୟୁରୋ : କରୋନା ମହାମାରୀ ଭଳି ଗମ୍ଭୀର ସଂକଟ କାଳରେ ଚଳିତ ବର୍ଷ ଦୀପାବଳୀ ପର୍ବ ସାରା ଦେଶରେ ଏକ ଭିନ୍ନ ଅନ୍ଦାଜରେ ପାଳନ କରାଯାଇଛି । ଏହି ବର୍ଷ ଦୀପାବଳୀରେ କିଛି ନୂଆ ଓ ବିଶିଷ୍ଠ ଜିନିଷ ଦେଖିବାକୁ ମିଳିଛି । ପ୍ରଥମତଃ ଭାରତୀୟ ସାମଗ୍ରୀର ବହୁଳ ମାତ୍ରାରେ ବ୍ୟବହାର ହେଉଥିବା…
Read More...

ଝାଡଖଣ୍ଡର ଏକ ଛୋଟ ସହରରୁ ଆସି ବଲିଉଡର ଦାମିନୀ ସାଜିଥିବା ମିନାକ୍ଷୀ ଶେଷାଦ୍ରୀ ଆଜି କେଉଁଠି । କାହିଁକି ଛାଡିଲେ ବଲିଉଡ

କନକ ବ୍ୟୁରୋ : ଝାଡଖଣ୍ଡ ଏକ ଛୋଟ ରାଜ୍ୟ । ବିଶେଷ ଭାବେ ଏଠାରେ ଅନୁସୂଚିତ ଜାତି ଓ ଜନଜାତିର ଲୋକ ବସ ବାସ କରନ୍ତି । ଜାତୀୟ ଶିକ୍ଷିତ ହାରରେ ରାଜ୍ୟଟି ପଛରେ । ବିକାଶ ବି ସେମିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ନୁହେଁ । ହେଲେ ବିଭିନ୍ନ ସମୟରେ ଦେଶକୁ ଏମିତି କିଛି ଉପହାର ଦେଇ ନିଜକୁ ବିଶ୍ୱ…
Read More...

ନିଜ ଝିଅର ପିଲାକୁ ଜନ୍ମ ଦେଲେ ୫୧ ବର୍ଷିୟ ମହିଳା । ଜନ୍ମ କରିବା ପରେ ପାଲଟିଗଲେ ଜେଜେମା । ଝିଅ କହିଲା ମୋ ମା ରକ୍…

କନକ ବ୍ୟୁରୋ : ଜଣେ ମହିଳା ପିଲା ଜନ୍ମ କରିବା ପରେ ସେହି ପିଲାର ସେ କ’ଣ ହେବ ବୋଲି ଯଦି କେହି ପ୍ରଶ୍ନ କରେ ତେବେ ଆପଣ ବିନା ସଂଶୟରେ କହିବ ଯେ ସେ ମହିଳା ଜଣଙ୍କ ସେ ପିଲାର ମା’ । ସେହି ପିଲା ବଡ ହେବା ପରେ ସେହି ମହିଳାଙ୍କୁ ମା’ ବଉ କିମ୍ବା ଟିକେ ଆଧୁନିକ ହୋଇଥିଲେ ମମି ବୋଲି ଡାକିବ ।…
Read More...

ପୁଣି ଏନଡିଏରୁ ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ନିତୀଶ କୁମାର । ଆଜି ଅପରାହ୍ନରେ ଶପଥ ଗ୍ରହଣ । ଉତ୍ସବରୁ ଦୂରେଇ ରହିବେ…

କନକ ବ୍ୟୁରୋ : ବିହାରରେ ପୁଣି ଏନଡିଏ ସରକାର କରିବାକୁ ଯାଉଛି । କମ୍ ଆସନରେ ବିଜୟୀ ହୋଇଥିଲେ ବି କଥାରକ୍ଷା କରି ବିଜେପି ପୁଣି ଜେଡିୟୁକୁ ମୁଖ୍ୟମନ୍ତ୍ରୀ ପଦ ଛାଡିଛି । ଆଜି (ସୋମବାର) ନିତୀଶ କୁମାର ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ୧୫ ଜଣ ମନ୍ତ୍ରୀ ଶପଥ ନେବେ । ରାଜଭବନ ପରିସରରେ କେନ୍ଦ୍ର…
Read More...

ହଟିଲା ସସପେନ୍ସ । ତାରକିଶୋର ପସାଦ ହେବେ ବିହାରର ଉପ-ମୁଖ୍ୟମନ୍ତ୍ରୀ । ନିତୀଶ କୁମାରଙ୍କ ସହ ନେବେ ଶପଥ

କନକ ବ୍ୟୁରୋ : ବିହାରରେ ନୂଆ ଉପମୁଖ୍ୟମନ୍ତ୍ରୀ  ପଦକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି । ବିଜେପିରୁ ୪ ଥର ବିଧାୟକ ତଥା ସୀମାଞ୍ଚଳର ଜନପ୍ରିୟ ନେତା ତାରକିଶୋର ପ୍ରସାଦ ହେବେ ନୂଆ ଉପ-ମୁଖ୍ୟମନ୍ତ୍ରୀ । ଏନେଇ ତାରକିଶୋର ପ୍ରସାଦ ନିଜେ କହିଛନ୍ତି କି ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ…
Read More...

ପୂର୍ବ ବିଶ୍ୱକପ୍ ରେ ଭାଗ ନେଇଥିବା ବ୍ୟାଟ୍ସମ୍ୟାନ୍ ମହମ୍ମଦ ସୌଜିବଙ୍କ ଆତ୍ମହତ୍ୟା  । ଏସିଆ କପ୍ ରେ ଶ୍ରୀଲଙ୍କା…

କନକ ବ୍ୟୁରୋ : ବାଂଗ୍ଲାଦେଶର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ରେ ଭାଗ ନେଇ ଦେଶ ପାଇଁ ଅନେକ କିର୍ତ୍ତୀ ଅର୍ଜନ କରିଥିବା କ୍ରିକେଟର ମହମ୍ମଦ ସୌଜିବ ଆଉ ଦୁନିଆରେ ନାହାନ୍ତି । ସେ ୧୪ ନଭେମ୍ବର ଶନିବାର ଦିନ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୨୧ ବର୍ଷିୟ ସୌଜିବ୍…
Read More...

ବେଡି ଉପରେ କୋରଡା ମାଡ । କରୋନା ପରେ ମାଡି ଆସୁଛି ଖାଦ୍ୟ ସଂକଟ । ସର୍ତକ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କନକ ବ୍ୟୁରୋ : ୨୦୨୧ ରେ ଭୟଙ୍କର ହେବ ମହାମାରୀ । ସେ ମହାମାରୀ କୌଣସି ରୋଗ ନୁହେଁ କି କୌଣସି ପ୍ରଳୟ ମାଧ୍ୟମରେ ନୁହେଁ । ଏହି ମହାମାରୀ ଖାଦ୍ୟ ଅଭାବରୁ ହେବ । ଏଭଳି ସୂଚନା ଦେଇଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟଏଚପି) ର ମୁଖ୍ୟ ଡେଭିଡ୍ ବସଲି । ସେ କହିଛନ୍ତି କି ଯଦି ବିଶ୍ୱ…
Read More...