Browsing Category

ନ୍ୟୁଜ୍

ନକ୍ସଲ ଉଡାଇଲେ ରେଳ ଧାରଣା । ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ଦୌରାତ୍ମ୍ୟ । ରାଉରକେଲାରେ ଅଟକି ରହିଛି ଅନେକ ଟ୍ରେନ୍ ।

କନକ ବ୍ୟୁରୋ: କିଛି ଦିନ ବ୍ୟବଧାନରେ ପୁଣି ଦୌରାତ୍ମ୍ୟ ଦେଖାଇଛନ୍ତି ନକ୍ସଲ । ସୀମାନ୍ତ ଝାଡଖଣ୍ଡରେ ରେଳ ଧାରଣାରେ ଉଡାଇଦେବାରୁ ରାଉରକେଲାରେ ଅଟକି ରହିଛି ଏକାଧିକ ଟ୍ରେନ୍ । ମନୋହରପୁର ବିରୱାରେ ବିସ୍ଫୋରଣ କରି ରେଳ ଧାରଣା ଉଡାଇଛନ୍ତି ନକ୍ସଲ । ଆଜି ମାଓବାଦୀ ବନ୍ଦ ଡାକରା ଦେବା ସହ ନିଜର…
Read More...

ଶୀତରେ ଥରୁଛି ସାରା ଓଡ଼ିଶା । ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ । ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ।

କନକ ବ୍ୟୁରୋ: ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ଭୀଷଣ ଜାଡ ସହ ଥଣ୍ଡା ପବନ ଲୋକଙ୍କୁ କଲବଲ କରୁଛି । ଯେମିତି କାଶ୍ମୀର ପାଲଟି ଯାଇଛି ଆଭ୍ୟନ୍ତରୀଣ ଶିମିଳିପାଳ । ଏଠାରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଛି । କେତେକ ସ୍ଥାନରେ ବରଫପାତ ହୋଇଥିବା ନଜରକୁ ଆସିଛି । ଏନେଇ…
Read More...

ରିଲିଜ୍ ହେଲା କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ‘ଡଙ୍କି’ ଫିଲ୍ମ: ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଳ ଭିଡ଼

କନକ ବ୍ୟୁରୋ: ସରିଲା ଅପେକ୍ଷା, ପରଦାକୁ ଆସିଲା କିଙ୍ଗ ଖାନ୍ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଡଙ୍କି’ । ଚଳିତବର୍ଷ ଆରମ୍ଭରୁ ପଠାନ, ସେପ୍ଟେମ୍ବରରେ ଜୱାନ ପରେ ଏବେ ବକ୍ସ ଅଫିସରେ ବାଜି ମାରିବାକୁ ମୁକ୍ତିଲାଭ ହୋଇଛି କିଙ୍ଗଖାନଙ୍କ ବର୍ଷ ଶେଷର ସିନେମା ଡଙ୍କି । ଦୀର୍ଘ ୩ ମାସର…
Read More...

ଇଡି ସମନ୍ ସତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି…

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନ ଉପରେ ପ୍ରତିକ୍ରିୟା ରଖିଛନ୍ତିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ପୂର୍ବଭଳି ଏଥର ମଧ୍ୟ ଇଡିର ସମନଙ୍କୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜରିୀୱାଲ । କେଜରୀୱାଲ କହିଛନ୍ତି, ରାଜନୈତିକ ଉଦେଶ୍ୟ ରଖି…
Read More...

ବିବାଦ ସତ୍ୱେ ପୁଣି ବ୍ରିଜଭୂଷଣଙ୍କ ସହଯୋଗୀ ହେଲେ ଭାରତୀୟ କୁସ୍ତି ମହାସଂଘର ସଭାପତି: ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନିତା…

କନକ ବ୍ୟୁରୋ: ବିବାଦ ସତ୍ୱେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୁଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ପୂର୍ବରୁ ଉତରପ୍ରଦେଶର କୁସ୍ତି ସଂଘର ଉପସଭାପତି ଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ…
Read More...

ବିରୋଧୀ-ଶାସକ ମୁହାଁମୁହିଁ: ସଂସଦ ପରିସରରେ ବିରୋଧୀଙ୍କ ହଲ୍ଲାବୋଲ

କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ- ଶାସକ ଦଳ ମୁହାଁମୁହିଁ । ଉଭୟ ଗୃହରୁ୧ ୪୦ରୁ ଅଧିକ ସାଂସଦ ନିଲମ୍ବନ ପରେ ବିରୋଧୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିଛନ୍ତି । ଗୁରୁବାର ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ । ଇଣ୍ଡିଆ…
Read More...

ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢ଼େଇ? ପ୍ରିୟଙ୍କାଙ୍କ ପାଇଁ ପ୍ରସ୍ତାବ ଦେଲେ ମମତା!

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିପାରେ ମୋଦୀ-ପ୍ରିୟଙ୍କା ଟକ୍କର । ଅର୍ଥାତ୍ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଛିଡ଼ା ହେବେ କି ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ପ୍ରିୟଙ୍କା…
Read More...

କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ଭାରିଆଂଟ ଜେଏନ୍ ଡଟ୍ ୱାନ୍ । କରୋନାର ଏହି ନୂଆ ଭାରିଆଂଟରେ ଏପର୍ଯ୍ୟନ୍ତ ୨୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଂଟା ଭିତରେ ୩୫୮ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପୁଣିଥରେ କରୋନା କଡ଼ ଲେଉଟାଉଥିବା କୁହାଯାଉଛି ।…
Read More...

ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ରଜୌରୀ-ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଥିବା…
Read More...

କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି

କନକ ବ୍ୟୁରୋ: କଟକରେ କିଡନୀ ଦେବାକୁ କହି ଦମ୍ପତିଙ୍କ ଠକେଇ ଅଭିଯୋଗ । ମାମଲାରେ ସ୍ୱା-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅଭିଯୋଗ ଅନୁସାରେ, କିଡନୀ ଦେବାକୁ କହି ଏହି ଦମ୍ପତି ସାଢେ ୧୨ ଲକ୍ଷ ଟଙ୍କା ଠକିନେଇଥିଲେ । ଏବେ ଘଟଣାର ସତ୍ୟତା ଖୋଜୁଛି ପୁଲିସ । ଅନ୍ୟମାନଙ୍କ…
Read More...