Browsing Category

ନ୍ୟୁଜ୍

ସାବାଡ ହେବେ ରୋଡ୍ ରୋମିଓ । ଏଥିପାଇଁ ପ୍ରସ୍ତୁତ ହୋଇଛି ପୁରୀ ପୋଲିସ ।

କନକ ବ୍ୟୁରୋ: ସାବାଡ ହେବେ ରୋଡ ରୋମିଓ । ପୁରୀ ଜିଲ୍ଲା ଚାରିଛକ ପୋଲିସ ପକ୍ଷରୁ ଏଥିପାଇଁ ଆରମ୍ଭ ହୋଇଛି ଆମ ପୋଲିସ କାର୍ଯ୍ୟକ୍ରମ । ଜନସାଧାରଣଙ୍କ ନିକଟ ତର ହେବ ଆମ ପୋଲିସ । ପୋଲିସ ଜନସାଧାରଣ ଭିତରେ ବନ୍ଧୁତ୍ୱ ପୂର୍ଣ୍ଣ ସଂପର୍କ ସ୍ଥାପନ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ଚାରିଛକ…
Read More...

କୋହଲି ୩ଟି ଶବ୍ଦରେ ସାମିଙ୍କୁ ଜଣାଇଲେ ଶୁଭେଚ୍ଛା, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ବିରାଟଙ୍କ କମେଣ୍ଟ ।

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହମ୍ମଦ ସାମିଙ୍କ ସମେତ ବିଭିନ୍ନ ବର୍ଗର ୨୬ ଜଣ ଖେଳାଳୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ମିଳିବା ପରେ ସାମିଙ୍କୁ ଚାରିଆଡୁ…
Read More...

୪ ବର୍ଷର ପୁଅକୁ ମା’ ହତ୍ୟା କରିବା ଘଟଣା: ବାପା-ମା’ଙ୍କ ଝଗଡ଼ାରୁ ବଳିପଡ଼ିଥିଲା କୁନି ପୁଅ । ତକିଆରେ ଚାପି ଶ୍ୱାସରୁଦ୍ଧ…

କନକ ବ୍ୟୁରୋ: ୪ ବର୍ଷ ପୁଅକୁ ମା’ ହତ୍ୟା କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିଭଳି ଗୋଆର ହୋଟେଲ ରୁମ୍ ଭିତରେ ନିଜ ପୁଅକୁ ହତ୍ୟା କଲା ମା’ ତାହାର ସତ ଏବେ ସାମ୍ନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଅଣନିଶ୍ୱାସ ହୋଇ ପିଲାଟର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ…
Read More...

ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଟାଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର ଲୋକ । ସୁନ୍ଦରଗଡ଼ ବଡ଼ଙ୍ଗା ଥାନା କୁସ୍ତୁନା ଜଙ୍ଗଲରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ଅନ୍ୟ ସାଥୀଙ୍କୁ…
Read More...

ଶିକ୍ଷିୟତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତାରେ ଦେଲେ ଧାରଣା , ଢେଙ୍କାନାଳ…

କନକ ବ୍ୟୁରୋ: ସ୍କୁଲ ଗେଟରେ ତାଲା। ରାସ୍ତା ଉପରେ ଶତାଧିକ ଛାତ୍ରଛାତ୍ରୀ। ୟୁପି ସ୍କୁଲ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ନକରିବାକୁ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା। ଢେଙ୍କାନାଳ ସଦର ବ୍ଲକ ଗହମଖୁଣ୍ଟି ୟୁପି ସ୍କୁଲ ଆଗରେ ରାସ୍ତା ଉପରେ ଧାରଣାରେ ବସିଛନ୍ତି ଶତାଧିକ…
Read More...

କୃଷ୍ଣପ୍ରସାଦ ଅଞ୍ଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ଜଙ୍ଗଲରେ ପୋଷ୍ଟର ମାରି ସଚେତନ କରାଉଛନ୍ତି ବନବିଭାଗ ଅଧିକାରୀ…

କନକ ବ୍ୟୁରୋ: ଜଙ୍ଗଲୀ ବାରହାକୁ ସତର୍କ । ଲୋକଙ୍କୁ ସଚେତନ କରାଇବା ପାଇଁ ଗଛରେ ପୋଷ୍ଟର ମାରିଲା ବନ ବିଭାଗ । ଗତ କିଛିଦିନ ହେବ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ବାରହା ଆକ୍ରମଣରେ ଅନେକ ଆହତ ବି ହେଲେଣି । ଏନେଇ ଜଙ୍ଗଲରେ ଗଛରେ ପୋଷ୍ଟର ମାରି ସଚେତନ…
Read More...

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମକୁ ନେଇ ଚର୍ଚ୍ଚା । ୨୦୨୪ରେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଜୁଏଲ । ଚିନ୍ତନ ଶିବିରରେ…

କନକ ବ୍ୟୁରୋ: ସାଂସଦ ଜୁଏଲ ଓରାମଙ୍କୁ ନେଇ ଏବେ ସୁନ୍ଦରଗଡ଼ ରାଜନୀତିରେ ଚର୍ଚ୍ଚା । କୁହାଯାଉଛି, ଜୁଏଲ ଓରାମ ଏଥର ଆଉ ଲୋକସଭା ପାଇଁ ନିର୍ବାଚନ ଲଢିବେନି । ତାଙ୍କୁ ବିଧାନସଭା ପ୍ରାର୍ଥୀ କରିବାକୁ ଚାହୂୁଁଛି ଦଳ । ରାଉରକେଲାରେ ହୋଇଥିବା ଚିନ୍ତନ ଶିବିରରେ ଏନେଇ ବିଚାରବିମର୍ଶ ହୋଇଥିବା…
Read More...

ଜର୍ମାନୀରେ ମଧ୍ୟ ଭାରତ ପରି କୃଷକମାନଙ୍କର ଟ୍ରାକ୍ଟର ଆନ୍ଦୋଳନ । ୟୁରୋପରେ ଅନେକ ଦେଶକୁ ପ୍ରଭାବିତ କରିବ

ଗତ ଡିସେମ୍ବରରୁ ଜର୍ମାନୀରେ ଆରମ୍ଭ ହୋଇଥିବା କୃଷକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ପ୍ରବଳ ଶୀତ ସତ୍ତ୍ୱେ କୃଷକମାନେ ଟ୍ରାକ୍ଟର ଏବଂ ଟ୍ରକ ସହିତ ରାସ୍ତାରେ ଠିଆ ହୋଇଛନ୍ତି । ସରକାର ସବସିଡି ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ…
Read More...

ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ ।

କନକ ବ୍ୟୁରୋ: ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ପୁରୀରୁ କଂଟିଲୋ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କଲଭର୍ଟରେ ପିଟି ହୋଇ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ ଦୁଇ ବାଇକ…
Read More...

କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ ।

କନକ ବ୍ୟୁରୋ: କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଂଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି । ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ…
Read More...