Browsing Category

ନ୍ୟୁଜ୍

ଯେବେ ସମୁଦ୍ର ଭିତରେ ବସିଲା କ୍ୟାବିନେଟ ବୈଠକ । ପାଣି ଭିତରେ ୩୦ ମିନିଟ ରହିଥିଲା ପୁରା ସରକାର

କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ହେଉଛି । ଲାକ୍ଷାଦ୍ୱୀପର ପ୍ରାକୃତିକ ସୁନ୍ଦରତାରେ ବିମୋହିତ ମୋଦୀ ଭାରତରେ ଏପରି ଏକ ସୁନ୍ଦର ଦ୍ୱୀପର ପରିଭ୍ରମଣ ପାଇଁ ପର୍ଯ୍ୟଟକ ମାନେ ନିହାତି ଆସିବା କଥା ବୋଲି ନିଜ ସୋସିଆଲ ମିଡିଆର…
Read More...

ଗାଁ ଶଶ୍ମାନରେ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଶେଷକୃତ । ପୁଅର ମୃତ୍ୟୁ ନେଇ ହାଇଟେକ୍ ହସ୍ପିଟାଲକୁ ଦାୟୀ କଲେ…

କନକ ବ୍ୟୁରୋ: ମାଆ ଆଖି ଆଗରେ ବୋହୂ ପରେ ପରେ ଜଳିଛି ପୁଅର ଜୁଇ । ଆଉ ସାକ୍ଷୀ ରହିଛି ଗାଁ ମଶାଣି । ହାଇଟେକ୍ ହସ୍ପିଟାଲ ଟ୍ରାଜେଡିରେ ତୃତୀୟ ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଗତକାଲି ଡିଏନଏ ରିପୋର୍ଟରେ ମୃତକ ଦିଲ୍ଲୀପ ବୋଲି ଜଣାପଡିବା ପରେ ରାତିରେ…
Read More...

ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଏବଂ ବ୍ରିଟେନର ପାଲଟା ଆକ୍ରମଣ । ନଷ୍ଟ କରିଦେଲେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ।

ଗତ କିଛି ଦିନ ହେବ ଲୋହିତ ସାଗର ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ରହିଆସିଛି । ହୁତି ବିଦ୍ରୋହୀମାନେ କ୍ରମାଗତ ଭାବରେ ଏଠାରେ ଗସ୍ତ କରୁଥିବା ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରୁଛନ୍ତି । ଇରାନ ସମର୍ଥିତ ହୁତି ଆତଙ୍କବାଦୀମାନେ ଗାଜାରେ ଇସ୍ରାଏଲର ଯୁଦ୍ଧକୁ ବିରୋଧ କରି ଏହି କାର୍ଯ୍ୟ ଜାରି…
Read More...

ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ସାରା ରାଜ୍ୟ । ଗାଁ ଗାଁ ବୁଲୁଛି ଅର୍ପଣ ରଥ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ପଣ ରଥର ଆଜି ଦେବଗଡ ପୈାରାଚଂଳରେ ଶୁଭାରମ୍ଭ ହୋଇଛି । ପୂର୍ବାହ୍ନରେ ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ…
Read More...

ଖଣି ଦୁର୍ନୀତିକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲା ବିଜେପି

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ । ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି ପତ୍ର ଦେଇଛନ୍ତି । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଦାବି ପତ୍ର…
Read More...

ପାକିସ୍ତାନରେ ହୃଦୟ ବିଦାରକ ଘଟଣା : ଗୋଟିଏ ଘରୁ ମିଳିଲା ୧୧ ଜଣଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ? ?

ପାକିସ୍ତାନର ଖାଇବର ପାଖ୍ଟନଖୱା ଅନ୍ତର୍ଗତ ଲକ୍କି ମାରୱାଟ ଜିଲ୍ଲାର ତାଖଟିଖେଲ ଗାଁର ଗୋଟିଏ ଘରୁ ଏକା ସଙ୍ଗେ ୧୧  ଜଣଙ୍କ ମୃତଦେହ ମିଳିଛି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ବିଷକ୍ରିୟା  ଯୋଗୁଁ ସମସ୍ତେ ମୃତ୍ୟୁ ବରଣ କରି ଥିବାର ସନ୍ଦେହ କରାଯାଉଛି । ଖାଦ୍ୟରେ ବିଷାକ୍ତ ପଦାର୍ଥର…
Read More...

ଭାରତ ଯୋଡ ନ୍ୟାୟ ଯାତ୍ରାକୁ ମଣିପୁର ସରକାର ଦେଲେ ନାହିଁ ଅନୁମତି । କଂଗ୍ରେସ କହିଲା, ଇମ୍ଫାଲରୁ ଆରମ୍ଭ ହେବ ଏହି…

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବାକୁ ଯାଉଛି । ଏହାର ଶୁଭାରମ୍ଭ ଇମ୍ଫାଲ ଠାରେ କରାଯିବ । ଏନେଇ ବୁଧବାର ଦିନ କଂଗ୍ରେସ ତରଫରୁ ସ୍ପଷ୍ଟ କରାଯାଇଥିଲା । ଏହାସହ କୁହାଯାଇଥିଲା କି, ମଣିପୁର ସରକାର ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ…
Read More...

ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ । ଖଣି ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ କୋର୍ଟ…

କନକ ବ୍ୟୁରୋ: ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ । ଖଣି ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ । ଅତି ଆବଶ୍ୟକ ଦୃଷ୍ଟିରୁ ଖଣି ବିଭାଗ ଜାରି କରିଥିଲା ଆଦେଶ । କଟକ ବାଲିଘାଟରେ ହୋଇଥିବା ଅନିୟମିତତାକୁ ନେଇ କଟକ ଜିଲ୍ଲାପାଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ…
Read More...

ଶେଷଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ କହିଦେଇଛି, ଯଦି ଦଳୀୟ ନେତୃତ୍ୱ କୁହନ୍ତି… । ଜାଣନ୍ତୁ…

କନକ ବ୍ୟୁରୋ : ଆସନ୍ତା ନିର୍ବାଚନରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବିଧାନସଭା ନା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ରେ ଜୁଏଲ ବିଧାନସଭା ନିର୍ବାଚନ ଲଢିବେ ବୋଲି ରାଉରକେଲାରେ ହୋଇଥିବା ଚିନ୍ତନ ଶିବିରରେ ବିଚାରବିମର୍ଷ ହୋଇଥିବା ନେଇ ବିଭିନ୍ନ…
Read More...

ମାଲକାନଗିରିରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ । ୨୦୧୬ରୁ ଓଡିଶା-ଛତିଶଗଡ ମାଓ ସଙ୍ଗଠନରେ ସକ୍ରିୟ ଥିଲେ ଉଙ୍ଗି…

କନକ ବ୍ୟୁରୋ: ମାଲକାନଗିରି ପୁଲିସକୁ ସଫଳତା । ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ଉଙ୍ଗି ମାଡବିଙ୍କ । ୨୦୧୬ରୁ ମାଓ ସଂଗଠନରେ ଥିଲେ ସକ୍ରିୟ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅନ୍ତର୍ଗତ ମହୁପଦର ଏଲଓଏଲ ପାର୍ଟିର ମେମ୍ବର ଥିଲେ । ପ୍ରାୟ ୪୦ ହିଂସାକାଣ୍ଡରେ ସାମିଲ ଥିଲେ ଉଙ୍ଗି ମାଡବିଙ୍କ…
Read More...