Browsing Category

ନ୍ୟୁଜ୍

ଭୁବନେଶ୍ୱରରେ ୨୩ ତାରିଖରେ ନୂଆଁଖାଇ ଭେଟଘାଟ୍। ମାଆ ସମଲେଇଙ୍କ ପାଖରେ ଅର୍ପଣ ହେଲା ନିମନ୍ତ୍ରଣପତ୍ର। 

କନକ ବ୍ୟୁରୋ:  ଭୁବନେଶ୍ୱରରେ ନୂଆଁଖାଇ ପରିବାର ତରଫରୁ ସେପ୍ଟେମ୍ବର ୨୩ ତାରିଖରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଠାରେ ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ୟ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ   ଆଗାମୀ କାର୍ୟ୍ୟକ୍ରମର…
Read More...

ଭାରତୀୟ ଆଇସିୟୁକୁ ନେଇ ଆସିଲା ସାଂଘାତିକ ତଥ୍ୟ। ରୋଗ ଭଲ କରିବାକୁ ଯାଇ ରୋଗୀ ହୋଇ ଫେରୁଛନ୍ତି।

କନକ ବ୍ୟୁରୋ: ସଂକ୍ରମଣର ହଟ୍ ଜୋନ୍ ପାଲଟୁଛି ଭାରତୀୟ ଆଇସିୟୁ । ଇଣ୍ଟେନସିଭ କେୟାର ୟୁନିଟ୍ ଅର୍ଥାତ୍ ଏଠାରେ ରୋଗୀଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଏ । ଗୁରୁତର ରୋଗୀଟିଏକୁ ସୁସ୍ଥ କରିବାପାଇଁ ଆଇସିୟୁରେ ରଖି ଚିକିତ୍ସା କରାଯାଏ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ…
Read More...

ମିଳିଥିଲା ଜିରୋ ଭୋଟ୍… ହୋଇଗଲେ ଏସିଆ କପ ଚାମ୍ପିୟନ। ଭାଇରାଲ ହେଉଛି ଅନଲାଇନ ଭୋଟିଂର ଫଟୋ।

କନକ ବ୍ୟୁରୋ: ଶ୍ରୀଲଙ୍କା ଦଳ ଏସିଆ କପ କ୍ରିକେଟର ଚାମ୍ପିୟନ ହୋଇସାରିଛି । ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଫାଇନାଲରେ ପାକିସ୍ତାନକୁ ୨୩ରନରେ ପରାସ୍ତ କରି ଏହି ସଫଳତା ହାସଲ କରିଛି । ନିକଟରେ ରାଜନୈତିକ ଓ ଆର୍ଥିକ ଅସ୍ଥିରତାର ସାମ୍ନା କରୁଛି ଶ୍ରୀଲଙ୍କା । ଏହି ବିଜୟ ପରେ ଦେଶରେ…
Read More...

ଜ୍ଞାନବାପୀକୁ ନେଇ ବଡ ରାୟ, ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟଙ୍କ ଫଇସଲା

କନକ ବ୍ୟୁରୋ:  ଜ୍ଞାନବାପୀକୁ ନେଇ ବିବାଦରେ କୋର୍ଟଙ୍କ ବଡ ରାୟ । ହିନ୍ଦୁ ପକ୍ଷ ସପକ୍ଷରେ କୋର୍ଟ ଫଇସଲା ଶୁଣାଇଛନ୍ତି । ବାରାଣସୀ ଜିଲ୍ଲା କୋର୍ଟରେ ହୋଇଥିବା ଶୁଣାଣିରେ କୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରିଛନ୍ତି । କୋର୍ଟ କହିଛନ୍ତି ଜ୍ଞାନବାପୀ-ଶୃଙ୍ଗାର ଗୌରୀ ଶୁଣାଣି କରିବା ଯୋଗ୍ୟ…
Read More...

କେମିତି ରୋକି ହେବ ବ୍ୟାଙ୍କ ଫ୍ରଡ୍ ? ମାର୍ଗଦର୍ଶିକା ଜାରି କଲା ଆଇଟି ବିଭାଗ

କନକ ବ୍ୟୁରୋ : କେମିତି ରୋକି ହେବ ବ୍ୟାଙ୍କ ଫ୍ରଡ୍ ? ମାର୍ଗଦର୍ଶିକା ଜାରି କରିଛି ଆଇଟି ବିଭାଗ । ପିଲାଙ୍କ ପାଠପଢା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନରଖିବାକୁ ଏନେଇ ପରାମର୍ଶ ଦିଆଯାଇଛି । ତଥ୍ୟ ଚୋରୀ ଏଡାଇବାକୁ ଅନେକ ଲିଙ୍କ ବ୍ୟବହାରରୁ ଦୂରେଇ ରହିବାକୁ ଆଇଟି ମନ୍ତ୍ରୀ ତୁଷାରକାନ୍ତି…
Read More...

ରୋଗୀଙ୍କୁ ସେବା ପାଇଁ ବେଙ୍ଗାଲୁରୁ ରାସ୍ତାରେ ଦୌଡିଲେ ଡାକ୍ତର। ୩ କିଲୋମିଟର ଦୌଡି ରୋଗୀଙ୍କ ପାଖରେ ପହଞ୍ଚିଗଲେ ଡାକ୍ତର…

କନକ ବ୍ୟୁରୋ: ରୋଗୀଙ୍କ ପାଇଁ ଡାକ୍ତର ଭଗବାନଙ୍କ ରୂପ । ଏହି ଉକ୍ତିକୁ ପୁଣି ଥରେ ଯଥାର୍ଥ କରି ଦେଖାଇଛନ୍ତି କର୍ଣ୍ଣାଟକ ବେଙ୍ଗାଲୁରୁର ଡାକ୍ତର ଗୋବିନ୍ଦ ନନ୍ଦକୁମାର । ଗ୍ୟାଷ୍ଟ୍ରୋଏଂଟ୍ରୋ-ଲୋଜିଷ୍ଟ ଭାବେ ଡାକ୍ତର ଜଣକ ନିଜ ଦାୟିତ୍ୱ ସମ୍ପାଦନା ପାଇଁ ନେଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ…
Read More...

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଅନଶନ : ୭ଦଫା ଦାବି ନେଇ ଅନଶନରେ ଅଭିଭାବକ ମହାସଂଘ

କନକ ବ୍ୟୁରୋ : ଅଭିଭାବକ ମହାସଂଘର ଆମରଣ ଅନଶନ । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅନଶନ କରୁଛି ମହାସଂଘ । ୭ ଦଫା ଦାବି ନେଇ ଅଭିଭାବକ ମହାସଂଘର ଆମରଣ ଅନଶନ କରାଯାଉଛି । ଅଭିଭାବକ ମହାସଂଘର ଦାବି ହେଉଛି : - - ସ୍କୁଲରେ ମିଳୁଥିବା ସୁବିଧା ଅନୁସାରେ ଫି’ ନିର୍ଦ୍ଧାରଣ କରାଯାଉ…
Read More...

ଖଣି ଦୁର୍ନୀତି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ, କହିଲେ…

କନକ ବ୍ୟୁରୋ : ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ଦୁର୍ନୀତି ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୨୦୨୦ରେ ନିଲାମ ହୋଇଥିବା ୨୦ଟି ଖଣିରେ ବ୍ୟାପକ ଦୁର୍ନୀତି ହୋଇଛି । ଯେଉଁମାନର ଲୁହାପଥର ଉତ୍ପାଦନ ହେଉଥିଲା ନିଲାମ ହେବା ପରେ ୨୧-୨୨ରେ ତାର…
Read More...

କଂଗ୍ରେସର ଟ୍ୱିଟକୁ ନେଇ ବିଜେପିର ଦୃଢ ଜବାବ। ଭାରତ ଯୋଡୋ ଯାତ୍ରା ନୁହେଁ, ନିଆଁ ଲଗାଅ ଯାତ୍ରା କହିଲେ ସମ୍ବିତ ପାତ୍ର…

କନକ ବ୍ୟୁରୋ: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଯାଇଛି । କେହି ହେଲେ କୌଣସି ମଉକା ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ଜଣଙ୍କ ଉପରେ ଜଣେ ଆସି ପ୍ରଶ୍ନ ଉଠାଇଚାଲିଛନ୍ତି । କଂଗ୍ରେସ ପକ୍ଷରୁ ହୋଇଥିବା ଗୋଟିଏ ଟ୍ୱିଟକୁ ନେଇ…
Read More...

ଚର୍ଚ୍ଚାରେ ଗ୍ରାଜୁଏଟ ଚା’ ଦୋକାନୀ ଗୀତାଞ୍ଜଳି ସାହୁ : ଚା’ ପିଇ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ

କନକ ବ୍ୟୁରୋ : ଚର୍ଚ୍ଚାରେ ଗ୍ରାଜୁଏଟ ଚା’ଦୋକାନୀ ଗୀତାଞ୍ଜଳି ସାହୁ । ଉଚ୍ଚଶିକ୍ଷିତା ହୋଇ ବି ଚାକିରୀ ପଛରେ ନ ଗୋଡାଇ ନିଜର ଚା’ଦୋକାନ ତିଆରି କରିଛନ୍ତି । କାମରେ କୁଣ୍ଠାବୋଧ ନ କରି ତିଆରି କରିଛନ୍ତି ଏହି ଚା’ଦୋକାନ । ଆଉ ତା ସହିତ ଭଳିକି ଭଳି ଜଳଖିଆ ତିଆରି କରୁଛନ୍ତି । କେନ୍ଦ୍ରାପଡ଼ାର…
Read More...