Browsing Category

ନ୍ୟୁଜ୍

ଏଇଠି ପାଳନ ହେବ ଛାଡପତ୍ର ଉତ୍ସବ, ପ୍ରସ୍ତୁତି ଦେଖି ହୋଇଯିବେ ଚକିତ

କନକ ବ୍ୟୁରୋ : ଆପଣମାନେ ଅନେକ ଉତ୍ସବ ଓ ସମାରୋହରେ ଯୋଗ ଦେଇଥିବେ । ଯେମିତି କି, ବାହାଘର, ବ୍ରତଘର, ମେଳା ଇତ୍ୟାଦି । ହେଲେ ଆପଣ କେବେ ଦେଖିଛନ୍ତି କି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବା ପରେ ଏହାକୁ ନେଇ କେହି ଉତ୍ସବ ମନାଇଥାନ୍ତି । ହେଲେ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ…
Read More...

ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ କୋହିନୂରକୁ ନେଇ ଉଠିଲା ପ୍ରଶ୍ନ: ଅର୍ନ୍ତଜାତୀୟ କୋର୍ଟ ଯିବ ଜଗନ୍ନାଥ ସେନା

କନକ ବ୍ୟୁରୋ: ବ୍ରିଟିସ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ନେଇ ଉଠିଲା ପ୍ରଶ୍ନ । ପଞ୍ଜାବର ତକ୍ରାଳୀନ ମହାରାଜା ରଣଜିତ୍ ସିଂହ ପୁରୀର କୌଳିକ ପଣ୍ଡାଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ କୋହିନୂର ହୀରା ଦାନ କରିବା ପାଇଁ ସଂକଳ୍ପ କରିଥିଲେ । ତକ୍ରାଳୀନ କୌଳିକ ପଣ୍ଡା…
Read More...

ଶେଷ ହେଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା, ନିଲାମ ହେଲା ଆଜ୍ଞା ଲଡ଼ୁ 

କନକ ବ୍ୟୁରୋ: ଶେଷ ହେଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା, ନିଲାମ ହେଲା ଆଜ୍ଞା ଲଡ଼ୁ । ବାଣ ରୋଷଣୀରେ ବିଦାୟ ନେଇଛନ୍ତି ବିଘ୍ନ ବିନାଶକ । ଆଉ ଏହାରି ଭିତରେ ଗଣେଶଙ୍କ ପ୍ରିୟ ଲଡ଼ୁ ନିଲାମ ଡକାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ସାମିଲ ହୋଇଥିଲେ ।…
Read More...

ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ମଦ: ଅତ୍ୟଧିକ ଦେଶୀ ମଦ ପିଇଥିବା ତଦନ୍ତକାରୀ ଟିମର ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ: ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ରହିଛି ମଦ । ସିଡିଏମଓ କହିଲେ, ମୃତକଙ୍କର ଥିଲା ଗମ୍ଭୀର କିଡନୀ ସମସ୍ୟା । ଅତ୍ୟଧିକ ଦେଶୀ ମଦ ପିଇ ୪ଜଣ ପ୍ରାଣ ହରାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମାଲକାନଗିରି ସିଡିଏମ୍ଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ । ଗତକାଲି ସ୍ୱାସ୍ଥ୍ୟ ବିଭାଗର…
Read More...

ପୁଣି ବଢିଲା କେଜ୍ରିୱାଲ ସରକାର ପାଇଁ ଅଡୁଆ । ଏହି ମାମଲାରେ ସିବିଆଇ ଯାଂଚ ପାଇଁ ଅନୁମତି ଦେଲେ ଉପ ରାଜ୍ୟପାଳ

କନକ ବ୍ୟୁରୋ : ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକସେନା କେଜ୍ରିୱାଲ ସରକାରଙ୍କ ବିରୋଧରେ ପୁଣି ଏକ ମାମଲାରେ ସିବିଆଇ ଯାଂଚ ପାଇଁ ଅନୁମତି ଦେଇଛନ୍ତି । ସଦ୍ୟ ସୂଚନା ମୁତାବକ ଦିଲ୍ଲୀ ସରକାର ୧ ହଜାର ଲୋ ଫ୍ଲୋର ସିଏନଜି ବସ କିଣା ମାମଲାରେ ସବିଆଇ ଯାଂଚ ପାଇଁ ଉପ ରାଜ୍ୟପାଳ ଅନୁମତି…
Read More...

ମାଲକାନଗିରି ପୁଟୁମପାଲି ଡଙ୍ଗା ବୁଡି ଘଟଣା: ୩ ଦିନ ପରେ ମିଳିଲା ଯନ୍ତ୍ରୀଙ୍କ ମୃତଦେହ

କନକ ବ୍ୟୁରୋ: ମାଲକାନଗିରି କୁଟୁମପାଲି ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଆଜି ମିଳିଛି। ନିଖୋଜ ହେବାର ୩ ଦିନ ପରେ ମିଳିଛି ଯନ୍ତ୍ରୀଙ୍କ ମୃତଦେହ। ୩ କିଲୋମିଟର ଦୂର ଗୋରଖପୁର ମୁହାଣରୁ ଠାବ ହୋଇଛି ଶବ। ସୂଚନାଯୋଗ୍ୟ, ପଡ଼ିଆ ବ୍ଲକ ଅନ୍ତର୍ଗତ କୁଟୁମପଲ୍ଲୀ ନଦୀ…
Read More...

ଅଳ୍ପକେ ବର୍ତ୍ତିଲେ ଇମ୍ରାନ ଖାନ୍ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କଲା ବିମାନ ।

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଶନିବାର ଇମ୍ରାନ୍ ଏକ ବିମାନରେ ଯାଉଥିବାବେଳେ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଜରୁରୀକାଳୀନ ଅବତରଣ ପାଇଁ…
Read More...

ନକଲି ଔଷଧ କାରବାରରେ ପୋଲିସର ଜୋରଦାର ତନାଘନା: ୪ଜଣ ଫେରାର ଥିବାରୁ ଫୋନ ଟ୍ରେସ କରି ଧରିବାକୁ କରାଯାଉଛି ଉଦ୍ୟମ

କନକ ବ୍ୟୁରୋ: ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ଭିଆର ଏଜେନ୍ସି ଓ ପୂଜା ଏଂଟରପ୍ରାଇଜେସ୍ର ୪ଜଣଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଏହି ଦୁଇ ଏଜେନ୍ସିର ଲାଇସେନ୍ସ ବାତିଲ କରାଯାଇଛି । ଏହା ପରେ…
Read More...

ବର୍ଷାରେ ଭିଜି ଭିଜି ଆନ୍ଦୋଳନ: ରାଜଧାନୀରେ ଚୁକ୍ତିଭିତ୍ତିକ କର୍ମଚାରୀ, ଶିକ୍ଷକଙ୍କ ବିକ୍ଷୋଭ

କନକ ବ୍ୟୁରୋ: ମାସକ ଭିତରେ ଦାବି ପୂରଣ ନହେଲେ ଜୋରଦାର ହେବ ଆନ୍ଦାଳନ । ଲଗାଣ ବର୍ଷାରେ ଭିଜି ଭିଜି ବିରୋଧ କରୁଛନ୍ତି ଚୁକ୍ତିଭିତିକ କର୍ମଚାରୀ । ତୁହାକୁ ତୁହା ବର୍ଷା ବର୍ଷି ଚାଲିଛି । ହେଲେ ବର୍ଷାକୁ ଖାତିର ନକରି ଲୋୟର ପିଏମଜି ଠାରେ ଚୁକ୍ତି ଭିତିକ କର୍ମଚାରୀମାନେ ଆନ୍ଦୋଳନ ଜାରି…
Read More...

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାଇଁ ଭାରତ ପାଳୁଛି ଶୋକ ଦିବସ । ଅର୍ଦ୍ଧନମିତ ହେଲା ତ୍ରିରଙ୍ଗା

କନକ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦେହାନ୍ତରେ ଭାରତ ପାଳିଛି ଦିନିକିଆ ଶୋକଦିବସ । ଏହାସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି । ସେପ୍ଟେମ୍ବର ୮ ରେ ମୃତ୍ୟୁବରଣ କରିଥିବା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପ୍ରତି ସମ୍ମାନ ସ୍ୱରୂପ ଭାରତ…
Read More...