Browsing Category

ନ୍ୟୁଜ୍

ଅଭିନେତ୍ରୀ ଜାକଲିନଙ୍କୁ ଆଶ୍ୱସ୍ତି: ମନି ଲଣ୍ଡ୍ରିଂ ମାମଲାରେ ଅନ୍ତରୀଣ ଜାମିନ୍

କନକ ବ୍ୟୁରୋ: ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଛି ଆଶ୍ୱସ୍ତି । ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ । ୫୦, ୦୦୦ ଟଙ୍କା ମୁଚାଲିକାରେ ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଏହି ଜାମିନ…
Read More...

କଟକ ଓ ଭୁବନେଶ୍ୱରରେ ମେଟ୍ରୋ ସେବା ପାଇଁ ଚିଠି : ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସାଂସଦ…

କନକ ବ୍ୟୁରୋ : ଟ୍ୱିନସିଟିରେ ମିଳୁ ମେଟ୍ରୋ ସେବା । ଏନେଇ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅପରାଜିତା ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଚିଠି ମାଧ୍ୟମରେ ମେଟ୍ରୋ ରେଳ ସେବା ନେଇ ଅନୁରୋଧ କରିଛନ୍ତି । ଭୁବନେଶ୍ୱର–କଟକରେ ଲୋକଙ୍କ ସୁବିଧା ପାଇଁ ଏହି…
Read More...

ରାଜସ୍ଥାନ ରାଜନୈତିକ ସଙ୍କଟ : ସର୍ତ୍ତ ରଖିଲେ ଅଶୋକ ଗେହଲଟଙ୍କ ଗୋଷ୍ଠୀର ବିଧାୟକ

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ର କରି ରାଜସ୍ଥାନ ରାଜନୀତି ସରଗରମ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସଚିନ୍ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ଗେହଲଟ୍ ଗୋଷ୍ଠୀ ବିରୋଧ କରିଛନ୍ତି । ୮୨…
Read More...

ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ : ପୋଲିସର ଜୋରଦାର ତଦନ୍ତ; ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପୁନଶ୍ଚ କରିବ ପଚରାଉଚରା

କନକ ବ୍ୟୁରୋ : ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁକୁ ନେଇ ଜୋରଦାର ତଦନ୍ତ ଜାରି ରଖିଛି ପୋଲିସ । ଆଜି ପୁଣି ଧର୍ମେନ୍ଦ୍ର ସାହୁଙ୍କ ଘରକୁ ଯିବ ପୁଲିସର ୫ ଜଣିଆ ଟିମ୍ । ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପୁଣି ଥରେ ପଚରାଉଚରା କରିବା ନେଇ ସୂଚନା ରହିଛି । ଅତିରିକ୍ତ ଡିସିପିଙ୍କ ଅଧିନରେ ତଦନ୍ତ…
Read More...

ନାବାଳକକୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ ଉଦ୍ଧାର

କନକ ବ୍ୟୁରୋ: ୧୨ ବର୍ଷର ନାବାଳକକୁ ଗଣଦୁଷ୍କର୍ମ ପରେ ଅତି ଗୁରୁତର ଅବସ୍ଥାରେ ଛାଡିଦେଇଗଲେ ଅଭିଯୁକ୍ତ । ଦିଲ୍ଲୀ ସୀଲମପୁରରେ ଘଟିଛି ଏପରି ଦୟନୀୟ ଘଟଣା । ସୂଚନା ମୁତାବକ, ସୀଲମପୁରରେ ୧୨ ବର୍ଷର ପୁଅକୁ ୪ଜଣ ମିଶି ଗଣଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଉଛି…
Read More...

‘ଦିଗବିଜୟ ସିଂ ଆଇଏସଆଇ ଏଜେଣ୍ଟ’: ମନ୍ତବ୍ୟ ପାଇଁ ବିଜେପି ବିଧାୟକଙ୍କ ଉପରେ ମାମଲା ଦାଏର କରିବ କଂଗ୍ରେସ

କନକ ବ୍ୟୁରୋ: ଦେଶରେ ଏବେ ପିଏଫଆଇ ସଂଗଠନ ଉପରେ ସିବିଆଇ ଚଢଉକୁ ନେଇ ପରିବେଶ ସରଗରମ ରହିଥିବାବେଳେ ଏହାକୁ ନେଇ ରାଜନୀତି ପରିବେଶ ବି ଉଷ୍ମ ରହିଛି । ଏହି ସମୟରେ ଶାସ ଦଳ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ବି ଚାଲିଛି । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଘଟଣା । ବିଜେପି ବିଧାୟକ…
Read More...

ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ : ଚଳଚଞ୍ଚଳ ସମସ୍ତ ଦେବୀ ପୀଠ; ମାତାଙ୍ଗୀ ବେଶରେ ଦର୍ଶନ ଦେଉଛନ୍ତି…

କନକ ବ୍ୟୁରୋ : ଆଜିଠୁ ମାଆଙ୍କ ନବରାତ୍ରୀ ପୂଜା । ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ମା' ଦର୍ଶନ ଦେଉଛନ୍ତି । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମା'ଙ୍କର ବିଭିନ୍ନ ବେଶ…
Read More...

ଆଟର୍ଣ୍ଣି ଜେନେରାଲ ପଦକୁ ନାଁ କଲେ ମୁକୁଲ ରୋହତଗି । ଅକ୍ଟୋବର ପହିଲାରୁ ନେଇଥାନ୍ତେ ଦାୟିତ୍ୱ

କନକ ବ୍ୟୁରୋ: ଆଟର୍ଣ୍ଣି ଜେନେରାଲ ପଦ ପାଇଁ ମନା କଲେ ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗି । ସେପ୍ଟେମ୍ବର ୩୦ରେ ଏବେ ଆଟର୍ଣ୍ଣି ଜେନେରାଲ ଥିବା କେକେ ବେଣୁଗୋପାଳ ଅବସରରେ ପରେ ଆଡଭୋକେଟ୍ ରୋହତଗି ଅକ୍ଟୋବର ୧ ତାରିଖରୁ ଏହି ଦାୟିତ୍ୱ ନେଇଥାନ୍ତେ । ସରକାରଙ୍କ ପ୍ରସ୍ତାବ ଗ୍ରହଣ ନ କରିବାର କାରଣ…
Read More...

ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ଖୁବଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲାକାତାକୁ ଚାଲିବ ନୂଆ ଟ୍ରେନ୍ । ଗତକାଲି ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା,…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନର ମୁଥିଆ ମୁରଲୀଧରନ : ବାରବାଟୀ ଲିଜେଣ୍ଡସ ଲିଗ ଖେଳିବାକୁ ଓଡିଶା ଆସିଛନ୍ତି…

କନକ ବ୍ୟୁରୋ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନ ଯାଦୁଗର ମୁଥିଆ ମୁରଲୀଧରନ । ବାରବାଟୀରେ ଲିଜେଣ୍ଡ ଲିଗ୍ ଖେଳିବା ପାଇଁ ଓଡିଶା ଆସିଛନ୍ତି କ୍ରିକେଟ ତାରକା । ମ୍ୟାଚ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି…
Read More...