Browsing Category

ନ୍ୟୁଜ୍

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କ୍ୱିଣ୍ଟାଲରୁ ଅଧିକ ରୂପା ଇଟା । ସିକ୍ରେଟ ଚାମ୍ବର କରି କାରରେ ହେଉଥିଲା ଚାଲାଣ, ଟାଙ୍ଗୀ…

କନକ ବ୍ୟୁରୋ : କଟକ ଟାଙ୍ଗୀରୁ ୧ କ୍ୱିଣ୍ଟାଲ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ଗାଡି ଯାଞ୍ଚ ବେଳେ କଟକ ଟାଙ୍ଗୀ ନିକଟରୁ ଏସବୁ ଜବତ କରିଛି ଅବକାରୀ ସ୍କ୍ୱାର୍ଡ । ଗଞ୍ଜେଇ ଚାଲାଣ ସନ୍ଦେହ କରି ଗାଡିକୁ ଯାଞ୍ଚ କରୁଥିବା ବେଳେ ରୂପା ଇଟା ସହ ବିଭିନ୍ନ ଚାନ୍ଦି ଅଳଙ୍କାର ମଧ୍ୟ ଜବତ…
Read More...

ପରୀକ୍ଷାରେ ବାଧକ ସାଜିବନି ଇଂରାଜୀ ଭାଷା : ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା

କନକ ବ୍ୟୁରୋ : ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା । ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ । ପରୀକ୍ଷାରେ ଆଉ ଇଂରାଜୀ ଭାଷା ସାଜିବ ନାହିଁ ବାଧକ । ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନ…
Read More...

ୱିପ୍ରୋର କାର୍ଯ୍ୟାନୁଷ୍ଠାନ : ୩୦୦ କର୍ମଚାରୀଙ୍କୁ ଚାକିରିରୁ କଲା ଛଟେଇ, ପଢନ୍ତୁ କାହିଁକି ?

କନକ ବ୍ୟୁରୋ : ପ୍ରସିଦ୍ଧ ଆଇଟି କମ୍ପାନୀ ମୁନଲାଇଟିଂ କରୁଥିବା ନିଜର ୩୦୦ କର୍ମଚାରୀଙ୍କୁ ଛଟେଇ କରିଦେଇଛି । ୱିପ୍ରୋରେ ଚାକିରି କରୁଥାଇ ମଧ୍ୟ ଅନ୍ୟ ସ୍ଥାନରେ ଲୁଚି ଲୁଚି ଚାକିରି କରୁଥିବା କର୍ମଚାରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୱିପ୍ରୋ ଚେୟାରମ୍ୟାନ ରିଶଦ ପ୍ରେମଜୀ…
Read More...

ପଲିଥିନ ତଳେ ଜଳିଲା ଜୁଇ : ବାଲିପାଟଣା କୁଳନ୍ତିରା ଶାସନ ଗାଁରେ ଅଭାବନୀୟ ଦୃଶ୍ୟ

କନକ ବ୍ୟୁରୋ : ପଲିଥିନ ତଳେ ଜଳିଲା ଜୁଇ । ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଶାସନ ଗାଁରୁ ଆସିଲା ଅଭାବନୀୟ ଚିତ୍ର । ଜଣେ ମହିଳାଙ୍କ ଶବଦାହ କଲା ବେଳେ ସମ୍ପର୍କୀୟମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ଶ୍ମଶାନ ଯୋଜନାକୁ ନେଇ…
Read More...

ନାଳରେ ବାଇକ ସହ ଭାସିଗରେ ଦମ୍ପତି : ବଞ୍ଚିଗଲେ ସ୍ୱାମୀ, ପତ୍ନୀଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ରାସ୍ତା ଉପରେ ଚାଲୁଥିବା ନାଳର ପ୍ରଖର ସୁଅରେ ବାଇକ ସହ ଭାସିଗଲେ ଦମ୍ପତି । ଗୁରୁତର ଅବସ୍ଥାରେ ସ୍ୱାମୀ ଉଦ୍ଧାର ହୋଇଥିବା ବେଳେ ଆଜି ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକ ନାରିଗୋଚ୍ଛା ଗାଁ ନିକଟରେ ଘଟିଛି ଏହି ଅଘଟଣ । ଗତକାଲି…
Read More...

୧୧ଟି ରାଜ୍ୟରେ ଏନଆଇଏ ବଡ଼ ଧରଣର ରେଡ୍ : ପିଏଫଆଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ୧୦୬ ସଦସ୍ୟ ଗିରଫ

କନକ ବ୍ୟୁରୋ : ଦେଶବ୍ୟାପୀ ଏନଆଇଏ ଓ ଇଡିର ଚଢାଉ । ପିଏଫଆଇ ବା ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ଓ ଏହାସହ ଲିଙ୍କ ଅଭିଯୋଗରେ ବିଭିନ୍ନ ରାଜ୍ୟରେ ଚଢାଉ କରି ସଦସ୍ୟଙ୍କୁ ଗିରଫ କରାଯାଇଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଗୁପ୍ତ ତାଲିମ ଦେଉଥିବା ଅଭିଯୋଗରେ ଏହି ଚଢାଉ ଜାରି ରହିଛି । ଏହି…
Read More...

ନକଲି ମଦ କାରଖାନାରେ ଚଢାଉ : ୨ ମାଫିଆଙ୍କୁ ଗିରଫ କଲା ଅବକାରୀ ବିଭାଗ

କନକ ବ୍ୟୁରୋ : ନକଲି ମଦ କାରଖାନା ସହ ଦୁଇ ମାଫିଆଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗ । ପୂଜା ବଜାରରେ ବାହାର ରାଜ୍ୟରୁ ଆସୁଥିବା ନକଲି ମଦ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଯାହା ପରେ ଅବକାର ବିଭାଗର ସ୍ୱତନ୍ତ୍ର ଟିମ୍ ପାନପୋଷ ସ୍ଥିତ ପାର୍ଲ ହାଇଟ୍…
Read More...

ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ କେଁ : ଏନଏମଏର ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ; ରାଜ୍ୟ ସଂସ୍କୃତି ବିଭାଗକୁ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନଏମଏ ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖାଯିବ । ପୂର୍ବରୁ ଏନଏମଏ ପ୍ରାୟ ୧୨ ଫୁଟ ଉଚ୍ଚତା ବିଶିଷ୍ଠ କୋଠା ନିର୍ମାଣକୁ…
Read More...

କେରଳରେ କଂଗ୍ରେସର ଭାରତ ଯୋଡ ଯାତ୍ରା : ଦଳର ପୋଷ୍ଟରକୁ ନେଇ ଅପ୍ରୀତିକର ପରିସ୍ଥିତି

କନକ ବ୍ୟୁରୋ : କେରଳରେ ଚାଲିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା । ଏହାରି ଭିତରେ ଦଳର ଏକ ପୋଷ୍ଟରକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏର୍ଣ୍ଣାକୁଲମରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କ…
Read More...

ଟ୍ରକ ମାଲିକଙ୍କ ଦାଦାଗିରି : ତେଲ ଚୋରି କରିଥିବା ଅଭିଯୋଗରେ ୪ ଯୁବକଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

କନକ ବ୍ୟୁରୋ : ପାରାଦୀପରେ ଟ୍ରକ ଡ୍ରାଇଭରଙ୍କ ଦାଦାଗିରି । ଟ୍ୟାଙ୍କରରୁ ତେଲ ଚୋରି କରିଥିବା ଅଭିଯୋଗରେ ୪ ଯୁବକଙ୍କୁ ଘରୁ ଟେକି ନେଇ ନିର୍ଘାତ ମାଡ ମାରିଲେ ୨୦ରୁ ଅଧିକ ଡ୍ରାଇଭର । ବାଉରିଆପାଳନ୍ଦାରେ ରହୁଥିବା ଘନଶ୍ୟାମ ମଲ୍ଲିକଙ୍କ ଘରେ ପଶି ସେଠାରୁ ତାଙ୍କ ପୁଅ ଓ ପୁଅର ୩ଜଣ ବନ୍ଧୁଙ୍କୁ…
Read More...