Daily Archives

September 10, 2022

କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ମେଘାଳୟ ରାଜ୍ୟପାଳ । ଉପ ରାଷ୍ଟ୍ରପତି ପଦକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ମୋତେ ବି ଇଶାରା ଦିଆଯାଇଥିଲା କି, ଯଦି ତୁମେ ଚୁପ୍ ରହିବ ତେବେ ତୁମକୁ ଉପ ରାଷ୍ଟ୍ରପତି କରିଦିଆଯିବ । ହେଲେ ଏହାକୁ ସେ ପତ୍ୟାଖାନ କରିଦେଇଥିବା କଥା କହିଛନ୍ତି । ସେ…

ହ୍ୟାକ୍ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ । ଚୀନର ହ୍ୟାକର ହ୍ୟାକ୍ କରିନେଇଥିବା ସୂଚନା । 

କନକ ବ୍ୟୁରୋ: ହ୍ୟାକ୍ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ । ପୁରୀ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଦେଇଛନ୍ତି ହ୍ୟାକର । ତେବେ ମିଳିଥିବା ସୂଚନା ମୁତାବକ ଚୀନର କୌଣସି ଏକ ହ୍ୟାକର ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଆକାଉଣ୍ଟକୁ ହ୍ୟାକ୍ କରିନେଇଛି । ତେବେ…

ବୈପାରୀଗୁଡାର ଉପାନ୍ତ ଗାଁକୁ ଯୋଡି ପାରିନି ରାସ୍ତା: ପାଠ ପଢିବା ପାଇଁ ପାହାଡ ଚଢୁଛନ୍ତି ପିଲା

କନକ ବ୍ୟୁରୋ: ସ୍ୱାଧୀନତାର ୭ ଦଶକ ପରେ ବି କୋରାପୁଟ ବୋରିଗୁମ୍ମା ବ୍ଲକ ରାବିଡ଼ି ଗାଁରେ ପହଂଚିପାରିନି ମୌଳିକ ସୁବିଧା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ପାଇଁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି । ଏବେ ଆମେ ଆପଣଙ୍କୁ ୨ଟି ଚିତ୍ର ଦେଖାଉଛୁ । ପାହଡ଼ିଆ ରାସ୍ତାରେ ପାଠ ପଢ଼ିବା ପାଇଁ ନ…

ଢେଙ୍କାନାଳ କାମାକ୍ଷାନଗରରେ ମାତିଛନ୍ତି ମନ୍ଦିର ଚୋର: ଗୋଟିଏ ରାତିରେ ୩ଟି ମନ୍ଦିରରେ କଳାକନା ବୁଲାଇ ଦେଲେ ଲୁଟେରା

କନକ ବ୍ୟୁରୋ: ମନ୍ଦିରକୁ ବି ଛାଡିଲେ ନାହିଁ, ଠାକୁରଙ୍କୁ ବି ଡରିଲେ ନାହିଁ ଲୁଟେରା । ଲୁଟେରାଙ୍କ କବଳରୁ ବର୍ତିଲା ନାହିଁ ମନ୍ଦିର । ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ହୁଣ୍ଡି, ମୂର୍ତ୍ତି ଲୁଟି ନେଇଗଲେ ଦୁର୍ବୁତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ…

ରାସ୍ତା ମରାମତି ପାଇଁ ସହଯୋଗ କରୁନି ପ୍ରଶାସନ: ଘର ଘର ବୁଲି ସହାୟତା ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ

କନକ ବ୍ୟୁରୋ: ଦୂର ହେଉନାହିଁ ରାସ୍ତାର ଦୂରାବସ୍ଥା । ରାସ୍ତା ମରାମତି ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଜଣାଇଲେ ବି କେହି ଶୁଣୁନାହାନ୍ତି । ତେଣୁ ରାସ୍ତା ମରାମତି ପାଇଁ ସହାୟତା ମାଗୁଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ସରପଂଚ ଓ ସମିତି ସଭ୍ୟ ଘର ଘର ବୁଲି ଆର୍ଥିକ ସହାୟତା…

ଖଲ୍ଲିକୋଟ ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି: ପତ୍ର ଖାଇଲା ବୋଲି ୩ ଦିନ ହେଲା ଛେଳିକୁ ଅଟକ ରଖିଛନ୍ତି ବନ କର୍ମଚାରୀ

କନକ ବ୍ୟୁରୋ: ଖସି ଯାଉଛନ୍ତି କାଠ ମାଫିଆ. ଅଟକ ଅଛି ଛେଳି । ଜଙ୍ଗଲରୁ ମୁଲ୍ୟବାନ ଶାଗୁଆନ କାଠ କାଟୁଥିବା କାଠ ମାଫିଆ ବନ ବିଭାଗକୁ ଚକ୍ମା ଦେଇ ଖସି ଯାଉଛନ୍ତି, କିନ୍ତୁ ଗଛର ଡାଳ ଖାଇଲା ବୋଲି ୩ ଦିନ ହେଲା ଅଟକ ଅଛି ଛେଳି । ଆଉ ଛେଳିକୁ ଅଟକ ରଖିଛି ବନ ବିଭାଗ । ଏମିତି ଏକ ଘଟଣା ଦେଖିବାକୁ…