Daily Archives

September 24, 2022

ଶ୍ରୀଲଙ୍କାରୁ ଫେରିଲା କମଳାକାନ୍ତଙ୍କ ମୃତଦେହ। ଓଡିଶା ମୋ ପରିବାର ସହଯୋଗରେ ଆସିଲା ପାର୍ଥିବ ଶରୀର। 

କନକ ବ୍ୟୁରୋ: ସୁଦୂର ଶ୍ରୀଲଙ୍କାରୁ ଫେରିଲା ପ୍ରବାସୀ ଓଡିଆଙ୍କ ପାର୍ଥିବ ଶରୀର ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର ।ବାହାର ଦେଶରେ ମୃତ୍ୟୁ ହୋଇଥିବାରୁ ନିଜ ଜନ୍ମସ୍ଥାନକୁ ଫେରିପାରୁନଥିଲା ଓଡ଼ିଆ ଯୁବକଙ୍କ ମୃତଶରୀର,ଶେଷ ମୁହୂର୍ତ୍ତରେ ଏକମାତ୍ର ପୁଅର ମୁହଁ ଟିକେ ଦେଖିବାକୁ ପରିବାର…

ଟେନିସରେ ଏକ ଯୁଗର ଅବସାନ। ବିଦାୟ ନେଲେ ସ୍ୱିସ୍ ଷ୍ଟାର ଫେଡେରର।

କନକ ବ୍ୟୁରୋ: ସରିଗଲା ଟେନିସର ସବୁଠାରୁ ବଡ଼ ଯୁଗ । ନିଜର ପ୍ରିୟ ଖେଳକୁ ଅଲବିଦା କହିଲେ ସ୍ୱିସ୍ ଷ୍ଟାର ରୋଜର ଫେଡେରର । ଟେନିସର ସବୁଠାରୁ ମହାନ ଖେଳାଳି ତଥା ଜେଣ୍ଟଲମ୍ୟାନ୍ ଭାବେ ପରିଚିତ ଫେଡେରରଙ୍କୁ ଆଉ ଟେନିସ୍ ଖେଳୁଥିବାର ଦେଖିବାକୁ ମିଳିବନି । ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ରାଫେଲ…

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ ନେଇ ବଡ ଗୁଜବ: ଗାଦିଚ୍ୟୁତ ହେବା ସହ ଗୃହବନ୍ଦୀ ରହିଥିବା ନେଇ ସୋସିଆଲ ମିଡିଆରେ…

କନକ ବ୍ୟୁରୋ: ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ନେଇ ଏବେ ଏକ ବଡ଼ ଗୁଜବ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । ଏମିତି ଏକ ଖବର ଏବେ ପ୍ରଚାରିତ ହେଉଛି ଯେ, ଜିନପିଙ୍ଗ ଗାଦିଚ୍ୟୁତ ହୋଇଛନ୍ତି । ଏପରିକି ତାଙ୍କୁ ଗୃହବନ୍ଦୀ ରଖାଯାଇଥିବାର ମଧ୍ୟ ଗୁଜବ ପ୍ରସାରିତ ହେଉଛି । ବିଜେପିର ବରିଷ୍ଠ…

ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା। ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ବଢ଼ାଇଲା ଚିନ୍ତା।

କନକ ବ୍ୟୁରୋ: ପୁଣି ଲଗାଣ ବର୍ଷା ବଢାଇଲା ଚିନ୍ତା । ଉତ୍ତରପ୍ରଦେଶର ଗାଜିଆବାଦ୍ ,ନୋଏଡା , ଆଗ୍ରା , ଆଲିଗଡ , କାନପୁର ସମେତ ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରିରହିଛି । ଆଗାମୀ ୨୬ ତାରିଖ ଯାଏଁ ବର୍ଷାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖାଦେବ । ସେହିପରି ବର୍ଷା କାରଣରୁ କେଉଁଠି ବନ୍ୟା…

ଆରମ୍ଭ ହେଲା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା। ପ୍ରଥମ ଦିନରେ କଂଗ୍ରେସ ହେଡକ୍ୱାର୍ଟରରୁ ନାମାଙ୍କନ…

କନକ ବ୍ୟୁରୋ: ଆଜିଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଛି ନାମାଙ୍କନ । କିଏ ପ୍ରାର୍ଥୀ ହେବ ତାକୁ ନେଇ ବହୁ ନେତାଙ୍କ ନାଁ ସାମ୍ନାକୁ ଆସିଥିଲେ ବି କିଏ ନାମାଙ୍କନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ଅଣଗାନ୍ଧୀ ଚେହେରା ହିଁ କଂଗ୍ରେସର ନୂଆ ସଭାପତି ହେବେ, ଏ ଆକଳନ…