Daily Archives

September 2, 2022

ହେଲମେଟ ପିନ୍ଧୁ ନଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ। ୧୨ ହଜାରରୁ ଅଧିକ ଲାଇସେନ୍ସ ରଦ୍ଦ କଲା ପରିବହନ ବିଭାଗ।

କନକ ବ୍ୟୁରୋ: ରାଜ୍ୟ ପରିବହନ ବିଭାଗ ୧୨ ହଜାର ୫ ଶହ ଲାଇସେନ୍ସ ରଦ୍ଦ କରିଛି । ସେହିଭଳି ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ୨୪, ୪୭୪ଟି ଇ-ଚାଲାଣ ହୋଇଥିବା ସୂଚନା ଦିଆଯାଇଛି। ରାଜ୍ୟ ପରିବହନ ପ୍ରାଧୀକରଣ (ଏସଟିଏ) ସାରା ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଜାରିରଖିଥିଲା ।…

ଭୁଷୁଡୁଛି ଚୀନର କର୍ପୋରେଟ କ୍ଷେତ୍ର। କୋଭିଡ୍ ନୀତି ଏବଂ ରିଅଲ ଇଷ୍ଟେଟ ସଙ୍କଟ ବଡ କାରଣ।

କନକ ବ୍ୟୁରୋ: ବେଜିଂରେ ଜିରୋ କୋଭିଡ୍ ନୀତି ଏବଂ ରିଅଲ ଇଷ୍ଟେଟ ସଙ୍କଟ ଯୋଗୁ ଚୀନର ଅନେକ କମ୍ପାନୀ ଉପରେ ଏହାର ପ୍ରଭାବ ପଡୁଛି । ବର୍ତ୍ତମାନ ଦେଶରେ ରୋଜଗାରର ସବୁଠାରୁ ଖରାପ ସ୍ଥିତି ଜାରି ରହିଛି ।ଗୋଟିଏ ରିପୋର୍ଟ ଅନୁସାରେ ସାଂଘାଇ, ସେନଜେନ ଏବଂ ବେଜିଂରେ ତାଲିକାଭୁକ୍ତ ହୋଇଥିବା ୪ ହଜାର ୮…

ଚୀନକୁ ପୁଣି ତାଇୱାନର ଚେତାବନୀ । ବାୟୁସୀମାରେ ବାରମ୍ବାର ଅନୁପ୍ରବେଶ କରି ବେଜିଂ ଭାଙ୍ଗୁଛି ନିୟମ: ତାଇୱାନ

କନକ ବ୍ୟୁରୋ: ଚୀନକୁ ପୁଣି ତାଇୱାନର ଚେତାବନୀ । ଶୁକ୍ରବାର ତାଇୱାନର ପ୍ରଧାନମନ୍ତ୍ରୀ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି । ବାରମ୍ବାର ତାଇୱାନ ବାୟୁସେନାରେ ଚୀନର ଯୁଦ୍ଧ ଜାହଜ ଘୁରି ବୁଲୁଥିବାବେଳେ ତାଇୱାନ ଚୀନକୁ ସଫା ଶଦ୍ଧରେ ଚେତାବନୀ ଦେଇଛି । ଗୁରୁବାର ତାଇୱାନ ସୀମାରେ ଚୀନର ଡ୍ରୋନ…

ବୟସ ବଢୁଛି, ହେଲେ ପାଠ ପଢି ପାରୁନି ଜଗା: ଜଗାର ହେଲମେଟ ମଧ୍ୟ ବଦଳି ପାରୁନି

କନକ ବ୍ୟୁରୋ: କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏବେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । କେତେ ବେଳେ ସଂପର୍କୀୟଙ୍କୁ ଫୋନ କରି କଥା ହେଉଛି । ପୁଣି କେତେ ବେଳେ ଚଟାଣରେ ବସି କଣ୍ଡେଇ ଗାଡି ଗଡେଇ ଖେଳୁଛି । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ଏବେ…

କାଶ୍ମୀର ପଣ୍ଡିତଙ୍କ ନରସଂହାର ପ୍ରସଙ୍ଗ, ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: କାଶ୍ମୀର ପଣ୍ଡିତ ନରସଂହାର ସମ୍ବନ୍ଧିତ ଏକ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗୱାଇ ଓ ସିଟି ରବିକୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଛନ୍ତି । ଏନଜିଓ ‘ବି ଦ ସିଟିଜନ’ ପକ୍ଷରୁ ଦାଖଲ ଆବେଦନରେ…

ବୟାନ ନେଇ ବିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆରଏସଏସକୁ ପ୍ରଶଂସା ମମତା ବାନାର୍ଜୀଙ୍କୁ ପଡୁଛି ଭାରି।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ଏକ ବୟାନକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଦୁୁଇ ଦିନ ପୂର୍ବରୁ ଆରଏସଏସକୁ ନେଇ ମମତା ଦେଇଥିଲେ ଏକ ବଡ ବୟାନ । ସେ କହିଥିଲେ ଆରଏସଏସ ସଂଘର ସମସ୍ତ ସଦସ୍ୟ ଖରାପ ନୁହଁନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ…