Daily Archives

September 9, 2022

ମିଳିଲାନି ସହାୟତା, ଜୀବନ ହାରିଲେ ବିଜୟ । ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ମାଗିଥିବା ଦିବ୍ୟାଙ୍ଗ ବିଷ ପିଇ ହାରିଲେ…

କନକ ବ୍ୟୁରୋ: ରୋଗ ଯନ୍ତ୍ରଣାଠୁ ବଳିଗଲା ପ୍ରଶାସନିକ ନିଷ୍କ୍ରିୟତା । ଅଭାବ ଅନଟନ ସତ୍ତ୍ବେ ବଞ୍ଚିବାର ରାହା ଖୋଜୁଥିଲେ ରେମୁଣା ବ୍ଲକ୍‌ ବରୁଣସିଂ ଗ୍ରାମର ୨୫ ବର୍ଷର ତରୁଣ ବିଜୟ ଜେନା । ହେଲେ କେହି ଆଡ଼ ଆଖିରେ ଚାହିଁଲେନି । ଶେଷରେ ଜୀବନ ପ୍ରତି ବିତସ୍ପୃହ ହୋଇ ବିଷ ପିଇ ଜୀବନ ହାରିଦେଲେ…

ମାଲକାନଗିରି କୁଟୁମପଲ୍ଲୀ ନଦୀ ଘାଟରେ ଅଘଟଣ । କନିଷ୍ଠ ଯନ୍ତ୍ରୀ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଟିମ୍ ।

କନକ ବ୍ୟୁରୋ: ମାଲକାନଗିରି କୁଟୁମପଲ୍ଲୀ ନଦୀଘାଟ ନିକଟରେ ଅଘଟଣ । ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିବାରୁ ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଯାଇଛନ୍ତି । ଏକ ଦେଶୀ ଡଙ୍ଗାରେ ପେଣ୍ଡୁଲୁବାଇ ଗାଁରୁ କୁଟୁମପଲ୍ଲୀ ଫେରୁଥିଲେ ପ୍ରାୟ ୧୪ ଜଣ ଯାତ୍ରୀ । କୂଳକୁ ଫେରିବା ପାଇଁ ଅଳ୍ପ କିଛି ବାଟ ଥିଲା ।…

ଦାରିଦ୍ର୍ୟ ଭିତରୁ ବାହାରିବେ ଡାକ୍ତର । ନିଟ୍ ପରୀକ୍ଷାରେ ସଫଳ ହେଲେ ଗରିବ ଘରର ପିଲା

କନକ ବ୍ୟୁରୋ: ଯେତେବେଳେ ବହୁ ପିଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଟ୍ ପରୀକ୍ଷାରେ ସଫଳ ହୋଇପାରୁନାହାଁନ୍ତି । ଭଲ ରାଙ୍କ ରଖି ପାରୁ ନାହାଁନ୍ତି, ସେତିକିବେଳେ ଚଳିତ ବର୍ଷ ନିଟ୍ ପରୀକ୍ଷା ଫଳାଫଳରୁ ଆସିଛି ପ୍ରେରଣାଦାୟୀ ଖବର । ପରିବା ବିକ୍ରି କରୁଥିବା ବାପାର ଝିଅ ନିଟ୍ ପରୀକ୍ଷାରେ ଭଲ…

କୋଣାର୍କରୁ ବାଲି କାଢ଼ିବାକୁ ନେଇ ପ୍ରଶ୍ନ । କେଉଁ ପ୍ରକ୍ରିୟାରେ କଢ଼ାଯିବ ବାଲି? ପ୍ରକ୍ରିୟା ସାର୍ବଜନୀନ କରିବାକୁ ଦାବି

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନିଷ୍ପତ୍ତି କରିବା ପରେ, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଗବେଷକ । କାହା ପରାମର୍ଶରେ ଏଏସଆଇ ଏଭଳି ନିଷ୍ପତ୍ତି କରିଛି ଏବଂ ବାଲି କାଢିବା ହିଁ ଏକମାତ୍ର ବିକଳ୍ପ କି ବୋଲି ସେମାନେ…

ବଜାରରେ ବୁଲୁଛି ନକଲି ଔଷଧ । କଟକ ପରେ ଭୁବନେଶ୍ୱର ବିଭିନ୍ନ ଔଷଧ ଦୋକାନରେ ଚାଲିଛି ରେଡ୍ ।

କନକ ବ୍ୟୁରୋ: ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଔଷଧ ଟେଲମା-୪୦ର ନକଲି ଔଷଧ ବଜାରରେ ମିଳୁଥିବା ଅଭିଯୋଗ ପରେ ଚଢ଼ାଉକୁ ଜୋରଦାର କରିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଆଜି ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଦୋକାନରେ ଚଢ଼ାଉ କରାଯାଇଛି । ଔଷଧ ଦୋକାନ ଗୁଡିକରୁ ଟେଲମା-୪୦ର ଏକ…

୧୦ଦିନ ଧରି ପେଣ୍ଡାଲରେ ପୂଜା ପାଇବା ପରେ ଆଜି ହେଲା ଗଜାନନଙ୍କ ବିସର୍ଜନ । ସାରା ମହାରାଷ୍ଟ୍ର ଉତ୍ସବମୁଖର

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ସହ ୧୦ ଧରି ରହିବା ପରେ ଶେଷରେ ବିଦାୟ ନେଇଛନ୍ତି ଗଣପତି । ଭକ୍ତମାନେ ଯେଉଁଭଳି ଆଦର,ଶ୍ରଦ୍ଧା ଓ ଭକ୍ତି ସହ ବପ୍ପାଙ୍କ ପୂଜା କରିଥିଲେ ଠିକ୍ ସେହିଭଳି ଧୁମଧାମ ଓ ଆଡମ୍ବର ସହ ବିଦାୟ ଦିଆଯାଇଛି । ଭସାଣ ଯାତ୍ରାକୁ ନେଇ ଦୁଲୁକୁଛି ମୁମ୍ବାଇ ସମେତ ପୂରା…