Daily Archives

September 10, 2022

ନବରଙ୍ଗପୁରରେ ଶବକୁ ଶ୍ମଶାନ ନମିଳିବା ଘଟଣା । ରାସ୍ତାରୋକ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ୧୪୪ ଧାରା ଲାଗୁ କଲା…

କନକ ବ୍ୟୁରୋ: ନବରଙ୍ଗପୁରରେ ଶ୍ମଶାନ ଓ ଅନ୍ତିମ ସଂସ୍କାରକୁ ନେଇ ଆରମ୍ଭ ହୋଇଥିବା ବିବାଦ ନୂଆ ମୋଡ ନେଇଛି ।  ଉମରକୋଟର ଗୋପବନ୍ଧୁ ଛକରେ ରାସ୍ତାରୋକ ଦ୍ୱିତୀୟ ଦିନରେ ପହଞ୍ଚିବା ପରେ ଆଜି ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ରାସ୍ତାରୋକ କରିଥିବା ଲୋକଙ୍କୁ ହଟାଇବାକୁ ବଳ ପ୍ରୟୋଗ…

ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚର ବାର୍ଷିକ ଦିବସ ପାଳନ 

କନକ ବ୍ୟୁରୋ: ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଏହାର ବାର୍ଷିକ ଦିବସ ପାଳନ କରିଛି । ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଯୁବ ଅନୁସନ୍ଧାନକାରୀ ତଥା ସମାଜର ବିକାଶରେ ଅନୁସନ୍ଧାନ ଏବଂ ବିକାଶର ଭୂମିକା ଉପରେ…

ନକଲି ଔଷଧ କାରବାର ଧରାପଡିବା ପରେ ବଢିଲା ତନାଘନା: ପୁରୀଘାଟ ଥାନାରେ ଏତଲା ଦେଲେ ଡ୍ରଗ୍ସ ଇନସ୍ପେକ୍ଟର

କନକ ବ୍ୟୁରୋ: ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ଭି.ଆର. ଏଜେନ୍ସୀ ଓ ପୂଜା ଏଂଟରପ୍ରାଇଜେସ୍ର ୪ ଜଣଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଏତଲା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ…

କେମିତି ଆତ୍ମହତ୍ୟାରୁ ଦୁରେଇ ରହିବେ? ବାଟ ବତାଇଲେ ମାନସିକ ରୋଗ ବିଶେଷଜ୍ଞ

କନକ ବ୍ୟୁରୋ: ଓଡିଶାରେ ଆତ୍ମହତ୍ୟା ମାମଲା ବଢିବା ଚିନ୍ତା ବଢାଇଛି । ସ୍ଥିତି ଏମିତି ହୋଇଛି ଯେ ଆତ୍ମହତ୍ୟାରେ ଜାତୀୟ ହାରଠୁ ଆଗରେ ଅଛି ଓଡିଶା । ଆତ୍ମହତ୍ୟା ଭଳି ଚରମ ପଦକ୍ଷେରୁ ଦୁରେଇ ରହିବା ପାଇଁ ଆଜିର ଦିନକୁ ସାରା ବିିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ଭାବେ ପାଳନ କରୁଛି । ପରିବାରର…

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଶୁଣାଣି: ସିଜ୍ ହୋଇଥିବା ଗାଡ଼ିଗୁଡିକୁ ଛାଡ଼ି ଦେବାକୁ ଗୋବିନ୍ଦଙ୍କ ଓକିଲ କଲେ…

କନକ ବ୍ୟୁରୋ: କଂଟାବାଂଝି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ସାଙ୍ଗରେ ଅଛନ୍ତି ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ । ୨୦୨୧ ଅକ୍ଟୋବର ମାସରେ ହୋଇଥିବା ଏହି ରୋମଟାଙ୍ଗୁରା ହତ୍ୟାକାଣ୍ଡର ଆରମ୍ଭ ହୋଇଛି…

ଗେହଲଟଙ୍କ ଗଡ଼ରେ ଶାହାଙ୍କ ହୁଙ୍କାର । ବିଜେପିର ଓବିସି ଗୋଟି ଚାଳନା

କନକ ବ୍ୟୁରୋ : ୨୦୨୨ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ । ସମୟ ଯେତିକି ପାଖଉଛି ସେତିକି ମଜବୁତ ହେଉଛି ବିଜେପିର ରଣନୀତି । ଏବେ ରାଜସ୍ଥାନରେ କଂଗ୍ରେସ ନିଦ ହଜେଇବା ପାଇଁ ଏଠାରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଦୁଇ ଦିିନିଆ ରାଜସ୍ଥାନ ଗସ୍ତରେ ଶାହା ୨ୟ ଦିନରେ ଯୋଧପୁରରେ…