Daily Archives

September 29, 2022

ପୂଜାରେ ଭିଜିବ ସାରା ଓଡିଶା। ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା!

କନକ ବ୍ୟୁରୋ: ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା । ପାଣିପାଗ ବିଭାଗ ଏନେଇ ସତର୍କ କରାଇଛି । ପୂଜାରେ ସାରା ରାଜ୍ୟ ଭିଜିବା ନେଇ ଅନୁମାନ କରାଯାଉଥିବା ବେଳେ ଅକ୍ଟୋବର ୩ ତାରିଖରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ…

ଅବିବାହିତ ମହିଳା କରାଇପାରିବେ ଗର୍ଭପାତ: ସୁପ୍ରିମକୋର୍ଟ ଦେଲେ ସ୍ୱତନ୍ତ୍ର ଅଧିକାର

କନକ ବ୍ୟୁରୋ: ଶେଷରେ ଅବିବାହିତ ଗର୍ଭବତୀଙ୍କୁ ମିଳିଲା ନ୍ୟାୟ । ଗର୍ଭପାତ ଆଇନ୍ରେ ବିବାହିତ ଓ ଅବିବାହିତ ସମସ୍ତେ ସମାନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଇନ୍ ଅନୁଯାୟୀ ଏବେ ଅବିବାହିତ ମହିଳା ଡାକ୍ତରଖାନାକୁ ଯାଇ ଗର୍ଭପାତ କରାଇପାରିବେ । ଅବିବାହିତ ମହିଳା ଗର୍ଭଧାରଣର ୨୪ ସପ୍ତାହ ଭିତରେ…

ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ମୋକିମଙ୍କୁ ମିଳିଲା ବେଲ୍: ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ

କନକ ବ୍ୟୁରୋ: ଓଆରଏଚଡିସି ଦୁର୍ନୀତି ମାମଲାରେ ରାୟ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମଡି ମହମ୍ମଦ ମୋକିମ ସେହିଭଳି ପୂର୍ବତନ ଆଇଏଏସ ବିନୋଦ କୁମାରକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ୨୦୦୦ ମସିହାରେ ଋଣ ହାତେଇବା ପାଇଁ ମେଟ୍ରୋ…

ଓଡିଶାର ବିକାଶରେ ଜୀବନକୁ ଉତ୍ସର୍ଗ କରିଥିଲେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ: ନାରୀ  ସଶକ୍ତିକରଣ, ସାହିତ୍ୟରେ…

କନକ ବ୍ୟୁରୋ: ନୀରବି ଯାଇଛି ଶୀତଳ ବହ୍ନି । ରାଜ୍ୟରେ ନାରୀ ସଶକ୍ତିକରଣର ପ୍ରତୀକ ପାଲଟିଥିବା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ଏକ ଯୁଗର ଅବସାନ ଘଟିଛି । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିଲା । ଜୟନ୍ତୀଙ୍କ ଶେଷ ଦର୍ଶନ କରିବା ପାଇଁ ଭୁବନେଶ୍ୱର ବାସଭବନରେ ଆଜି ଭିଡ…

ଘୁଞ୍ଚିବ କି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଡେଡଲାଇନ? ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପରିବହନ ବିଭାଗର ଅପେକ୍ଷା

କନକ ବ୍ୟୁରୋ: ଗାଡିରେ ହାଇସିକ୍ୟୁରିଟୀ ନମ୍ବର ପ୍ଲେଟ ଲଗାଇବାର ଡେଡଲାଇନ ସରି ଆସୁଥିବାବେଳେ, ଏବେ ସରକାର ଲୋକଙ୍କୁ ଆଉ କିଛି ଦିନ ସମୟ ଦେବେ ନା ଅକ୍ଟୋବର ପହିଲାରୁ ଜରମାନା ଆଦାୟ କରିବେ । ଏହାକୁ ନେଇ ଗାଡି ମାଲିକ ମାନେ ଚିନ୍ତାରେ ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ…

ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: ବିଧାୟକ ଅରୁଣ ସାହୁ କହିଲେ, ସରକାର ପରେ ଦଳରେ ଆରମ୍ଭ ହୋଇଛି ଫାଇଭ-ଟି

କନକ ବ୍ୟୁରୋ: ଜନତା ମଇଦାନରୁ ଯେତେବେଳେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆହ୍ୱାନ ଦେଉଥିଲେ, ସେତିକିବେଳେ ବରମୁଣ୍ଡା ପଡିଆରେ ବିଜେଡି ପଦଯାତ୍ରା ପ୍ରସ୍ତୂୁତି କରୁଥିଲା । ଆଉ ସାରାରାଜ୍ୟରୁ ଆସିଥିବା ତୃଣମୂଳ ସ୍ତରର ନେତାଙ୍କୁଙ୍କୁ ଲୋକଙ୍କ ପାଖରେ…