Daily Archives

September 28, 2022

ପରଲୋକରେ ଜୟନ୍ତୀ ପଟ୍ଟନାୟକ । ୯୦ ବର୍ଷ ବୟସରେ ପରଲୋକ ।

କନକ ବ୍ୟୁରୋ: ପରଲୋକରେ ଜୟନ୍ତୀ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ କଟକ ଓ ବ୍ରହ୍ମପୁରର ସାଂସଦ ଭାବେ କାର୍ଯ୍ୟ କରିଥିଲେ ।…

ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ୪୦ରୁ ଅଧିକ ମହିଳା ଶ୍ରମିକ ଗୁରୁତର

କନକ ବ୍ୟୁରୋ: ବାଲେଶ୍ୱର ଖନ୍ତାପଡ଼ାରେ ଅଘଟଣ । ହାଇଲ୍ୟାଣ୍ଡ ଚିଙ୍ଗୁଡ଼ା ଫ୍ୟାକ୍ଟେରୀରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍ ଲିକ୍ ହେବାରୁ ସେଠାରେ କାର୍ଯ୍ୟରତ ୪୦ରୁ ଅଧିକ ମହିଳା ଶ୍ରମିକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।…

ପୂଜାରେ ଅଫର ବର୍ଷା । କିଏ ହେଉଛି ମାଲାମାଲ? ଗ୍ରାହକ ନା ବ୍ୟବସାୟୀ?

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ଖବରକାଗଜରେ ଦିଆଯାଇଥିବା ଏକ ବିଜ୍ଞାପନରେ ୩ ହଜାର ୪୯୯ ଟଙ୍କାର କିଣାକିଣି କଲେ ୧୯୯ ଟଙ୍କାର ଉପହାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସେହିପରି ୩ ହଜାର ଟଙ୍କାର ଏକ କୁପନ ମିଳିବ । ଅର୍ଥାତ ଏହି କୁପନ ଦେଖାଇ ଆପଣ ପରବର୍ତ୍ତୀ କିଣାକିଣି ଉପରେ ରିହାତି…

ବଞ୍ଚିବା ପାଇଁ ଅଭିନବ ଉପାୟରେ ଗୁହାରି କଲେ କିଡନୀ ରୋଗୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ।

କନକ ବ୍ୟୁରୋ: ବଞ୍ଚିବା ପାଇଁ କିଡନୀ ରୋଗୀଙ୍କ ଗୁହାରୀ । କଟକ ବଡ଼ ଡାକ୍ତରଖାନାରେ କିଡନୀ ପ୍ରତ୍ୟାରୋପଣ ପରେ ଏବେ ସେମାନଙ୍କ ଜୀବନ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ସେମାନଙ୍କ ଅଭିଯୋଗ, ନିଷିଦ୍ଧ ଔଷଧ ଖାଇବାକୁ ଦିଆଯାଉଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅଢ଼େଇ ମାସ ଧରି ଧାରଣାରେ…

ପାଳିତ ହେଲା କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ଜୟନ୍ତୀ, ଲତାଙ୍କ ନାମରେ ନୂଆ ଛକର ଉଦଘାଟନ କଲେ ଯୋଗୀ ଆଦିତ୍ୟନାଥ

କନକ ବ୍ୟୁରୋ : ସେପ୍ଟେମ୍ବର ୨୮ରେ ଭାରତରତ୍ନ ଲତା ମଙ୍ଗେସରକରଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ମୌକାରେ ଦେଶ ଓ ବିଦେଶରେ ଲତାଙ୍କ ପ୍ରଶଂସକଙ୍କ ନିଜ ନିଜ ଅନ୍ଦାଜରେ କୋକିଳକଣ୍ଠୀଙ୍କୁ ମନେପକାଇଛନ୍ତି । ଅଯୋଧ୍ୟାରେ ଲତାଙ୍କ ନାଁରେ ଏକ ଛକର ନାମିତ କରାଯାଇଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ…

୧୮ ଦିନରେ ପହଂଚିଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ଜୟରାମ ରମେଶ କହିଲେ ଏହା ଦଳପାଇଁ ବୁଷ୍ଟର ଡୋଜ

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ଯାତ୍ରା ବୁଧବାର ୧୮ ଦିନରେ ପହଂଚିଛି । ବୁଧବାର ରାହୁଲ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ୱାୟନାଡରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ହଜାର ହଜାର ସମର୍ଥକଙ୍କ ସହ ରାହୁଲ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ସହ କଥା ହେଉଥିବା…