Daily Archives

September 3, 2022

ପୁଣି ଗୁଳିମାଡରେ ଗଲା ଗଜରାଜଙ୍କ ପ୍ରାଣ: ଆହତ ଅବସ୍ଥାରେ ବୁଲୁଥିବା ଦନ୍ତାହାତୀକୁ ବଞ୍ଚାଇ ପାରିଲେନି ଡାକ୍ତରୀ ଦଳ 

କନକ ବ୍ୟୁରୋ: ପୁଣି ଶୀକରୀ ଗୁଳିରେ ପ୍ରାଣ ହରାଇଲା ଦନ୍ତାହାତୀ । ଉତର ଘୁମୁସର ବନଖଣ୍ଡ ତାରାସିଂ ବନାଚଂଳ ରାମ୍ପ ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । କିଛି ଦିନ ଧରି ଏହି ଅଂଚଳରେ ଦନ୍ତାହାତୀଟି ଆହତ ଅବସ୍ଥାରେ ବୁଲୁଥିଲା । ଖାଦ୍ୟ ଓ ପାନୀୟ ଗ୍ରହଣ ନକରିପାରିବାରୁ କ୍ରମେ ତାର…

କାଲି ଭାରତ-ପାକିସ୍ତାନ ମ୍ୟାଚ: ଜାଡେଜାଙ୍କ ସ୍ଥାନରେ କାହାକୁ ମିଳିବ ଜାଗା? ଏହି ଖେଳାଳିଙ୍କ ନାଁ ନେଲେ ଦ୍ରାବିଡ

କନକ ବ୍ୟୁରୋ: ଆସନ୍ତାକାଲି ଭାରତ-ପାକିସ୍ତାନ ମ୍ୟାଚ । ଏହି ହାଇଭୋଲଟେଜ ମୁକାବିଲାରେ କିଏ ମାରିବ ବାଜି ତାକୁ ନେଇ ବଢିଛି ଚର୍ଚ୍ଚା । ଗତ ରବିବାର ଏହି ଦୁଇ ପ୍ରତିଦ୍ୱନ୍ଦୀ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ଏହି ମ୍ୟାଚରେ ପରାସ୍ତ ହୋଇଥିଲା । ତେଣୁ ଆସନ୍ତାକାଲିର ମ୍ୟାଚ ଦୁଇ ଦେଶ ପାଇଁ ବଡ…

ସେରମ ଇନଷ୍ଟିଚ୍ୟୁଟ, ଡିଜିସିଆଇ, ଏମ୍ସ ଓ ବିଲ ଗେଟସଙ୍କୁ ନୋଟିସ: କରୋନା ଟିକା ନେଇ କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ…

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ପାଶ୍ୱର୍ ପ୍ରତିକ୍ରିୟା କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ବମ୍ବେ ହାଇକୋର୍ଟ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଔରଙ୍ଗାବାଦର ଦିଲୀପ ଲୁନାୱତ୍ ତାଙ୍କ ଡ଼ାକ୍ତର…

ଆମେରିକାର ଟୁପେଲୋ ସହରରେ ଚକ୍କର କାଟୁଛି ବିମାନ: ପ୍ଲେନ କ୍ରାସ କରିବାକୁ ପାଇଲଟଙ୍କ ଧମକ

କନକ ବ୍ୟୁରୋ: ଆମେରିକାର ଟୁପେଲୋ ସହର ଉପରେ ଏକ ବିମାନ ଚକ୍କର କାଟୁଛି । ଆଉ ପାଇଲଟ୍ ପ୍ଲେନ୍ କ୍ରାସ୍ କରିବାକୁ ଧମକ ଦେଉଛନ୍ତି । ଏହାକୁ ନେଇ ଭୟ ବଢ଼ିଯାଇଛି । ଆମେରିକାର ମିସିସିପିରେ ଥିବା ଟୁପେଲୋ ସହର ଉପରେ ଏହି ବିମାନଟି ବୃତାକାରରେ ଘୁରି ବୁଲୁଛି । ଏହି ସହରରେ ଥିବା ୱାଲମାର୍ଟ ଷ୍ଟୋର…

ଆମ ଆଦମୀ ପାର୍ଟିର ମିଶନ ଗୁଜରାଟ: ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ଆମ ଆଦମୀ ପାର୍ଟିର ମିଶନ ଗୁଜରାଟ ଜାରି ରହିଛି । ଚଳିତବର୍ଷ ଡିସେମ୍ବର ମାସରେ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏଥରକ ନିର୍ବାଚନରେ ଗୁଜରାଟରେ ଜିତ୍ ହାସଲ କରିବା ପାଇଁ ଅଂଟା ଭିଡିଛି ଆମ ଆଦମୀ ପାର୍ଟି । ଦଳର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟର ବିଭିନ୍ନ…

ମନି ଲଣ୍ଡ୍ରିଂ ମାମଲାରେ ନାୟିକାଙ୍କ ନାଁ: ଜ୍ୟାକଲିନଙ୍କ ପରେ ନୋରାଙ୍କୁ ଜେରା, ୬ ଘଣ୍ଟାରେ ୫୦ ପ୍ରଶ୍ନ

କନକ ବ୍ୟୁରୋ: କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ଜଡିତ ୨୦୦ କୋଟି ଟଙ୍କା ଅର୍ଥ ହେରଫେର୍ ମାମଲାରେ ନୋରାଙ୍କୁ ପ୍ରଥମଥର ପାଇଁ ଜେରା କରିଛି ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା । ୬ ଘଂଟା ଧରି ଗୁଡାଇ ତୁଡାଇ ପାଖାପାଖି ୫୦ ପ୍ରଶ୍ନ ପଚାରିଛି ପୋଲିସ । ଏଥିମଧ୍ୟରୁ ସୁକେଶ ଠୁ ନୋରା କେବେ…