Daily Archives

September 13, 2022

ଓରେରା ନିୟମରେ ସଂଶୋଧନ: ଘର ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ

କନକ ବ୍ୟୁରୋ: ଏଣିକି ଘର ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ । ଏଣିକି ଫ୍ଲାଟ ବି କିଣାବିକା ହୋଇପାରିବ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ରେରା ନିୟମ-୨୦୧୭ର ସଂଶୋଧନ କରିଛି । ଏଥିରେ ଗ୍ରାହଙ୍କ ପାଇଁ ଅନେକ ସୁବିଧା କରାଯାଇଛି । ଏଥି ଅନୁଯାୟୀ ରିଅଲ ଇଷ୍ଟେଟ…

ଲଦାଖରୁ ସରିଲା ସୈନ୍ୟ ଅପସାରଣ: ଗୋଗ୍ରା ଓ ହଟ ସ୍ପ୍ରିଙ୍ଗ ଅଂଚଳରୁ ସମ୍ପୂର୍ଣ୍ଣ ପଛକୁ ହଟିଲେ ଉଭୟ ଚୀନ ଓ ଭାରତ ସେନା

କମକ ବ୍ୟୁରୋ: ଆଲୋଚନା ମୁତାବକ ଶେଷ ହୋଇଛି ଲାଇନ ଅଫ ଆକଚୁଆଲ କଂଟ୍ରୋଲରୁ ନିକଟରୁ ସୈନ୍ୟ ଅପସାରଣ ପ୍ରକ୍ରିୟା । ଲଦାଖର ଗୋଗ୍ରା ଓ ହଟ ସ୍ପ୍ରିଗଂ ଅଂଚଳର ପଏଂଟ ୧୫ରୁ ଉଭୟ ଚୀନ ଓ ଭାରତର ସେନା ସମ୍ପୂର୍ଣ୍ଣଭାବେ ପଛକୁ ହଟିଯାଇଛନ୍ତି । ୮ତାରିଖରୁ ଆରମ୍ଭ ହୋଇଥିବା ସୈନ୍ୟ ଅପସାରଣ ପ୍ରକ୍ରିୟା ୧୨…

ଗଞ୍ଜେଇକୁ ନେଇ ଗଜପତିରେ ଲଙ୍କାକାଣ୍ଡ: ମୋହନା ଅଡବା ଥାନାରେ ଭଙ୍ଗାରୁଜା

କନକ ବ୍ୟୁରୋ: ଗଞ୍ଜେଇ ରଖିବା ଅଭିଯୋଗରେ ଜଣଙ୍କୁ ପୋଲିସ ଉଠାଇ ଆଣିବା ପରେ ଗଜପତିରେ ଲଙ୍କାକାଣ୍ଡ ଘଟିଛି । ଅଭିଯୁକ୍ତଙ୍କୁ ଛାଡିବା ଦାବିରେ ଶତାଧିକ ଗ୍ରାମବାସୀ ଥାନା ଆଗରେ ଧାରଣା ଦେବା ସହ ଭିତରେ ପଶି ଭଂଗାରୁଜା କରିଛନ୍ତି । ଗଞ୍ଜେଇ ରଖିବା ଅଭିଯୋଗରେ ଜଣେ ଲୋକଙ୍କୁ ଗଜପତି ପୋଲିସ ଥାନାକୁ…

ମନେ ପଡନ୍ତି ସାମ୍ବାଦିକ ଅରିନ୍ଦମ ଦାସ: ପ୍ରଥମ ଶ୍ରାଦ୍ଧବାର୍ଷିକୀରେ କେନ୍ଦୁଝର ଜନ୍ମମାଟିରେ ଉନ୍ମୋଚିତ ହେଲା…

କନକ ବ୍ୟୁରୋ: ଠିକ ବର୍ଷକ ତଳେ ଖବର କରିବାକୁ ଯାଇ ଖବରର ଶିରୋନାମା ପାଲଟିଯାଇଥିଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ମୁଣ୍ଡୁଳି ବ୍ୟାରେଜରେ ଫସିରହିଥିବା ହାତୀ ଉଦ୍ଧାର ଖବର ସଂଗ୍ରହ କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ ଓଟିଭିର ଏହି ସାମ୍ବାଦିକ । ଏକ ବୋଟରେ କ୍ୟାମେରାମ୍ୟାନକୁ…

କାହିଁକି ଆତ୍ମହତ୍ୟା କଲେ ସୂର୍ଯ୍ୟପ୍ରକାଶ? ଦ୍ୱନ୍ଦ୍ୱ ବଢାଇଲା ସୁଇସାଇଡ ନୋଟ୍

କନକ ବ୍ୟୁରୋ: ଆତ୍ମହତ୍ୟା କରିବା ପୂର୍ବରୁ ସୂର୍ଯ୍ୟପ୍ରକାଶ ପଲାଇ ଲେଖିଥିଲେ ସୁଇସାଇଡ ନୋଟ୍ । ଆଖିରେ ଥିଲା ଆଖିଏ ସ୍ୱପ୍ନ । ମାଟ୍ରିକରେ ୯୧% ମାର୍କ ରଖି ଭବିଷ୍ୟତରେ କିଛି କରିବାର ସ୍ୱପ୍ନ ନେଇ ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ନାଁ ଲେଖାଇଥିଲେ । ୨୨ ଦିନ ହେଲା ହଷ୍ଟେଲରେ ରହୁଥିଲେ ।…

ମହୁମାଛି ସାଜିପାରେ ମୃତ୍ୟୁର କାରଣ: ବିଶେଷଜ୍ଞ କହିଲେ, ସାପ ବିଷ ଭଳି ଶରୀର ସାରା ବ୍ୟାପିଯାଏ ମହୁମାଛି ବିଷ

କନକ ବ୍ୟୁରୋ: ମହୁମାଛି ଯେ ମୃତ୍ୟୁର କାରଣ ହୋଇପାରେ ଏହା ବହୁତ କମ ଲୋକ ଜାଣିଥିବେ । ଟିଭି ସ୍କ୍ରିନରେ ଥିବା ଦୁଇଟି ଚିତ୍ର ମଧ୍ୟରୁ ଗୋଟିଏ ହେଉଛି ବାଲିଗୁଡାର ଓ ଅନ୍ୟଟି ହେଉଛି ପାଲଡା ଗ୍ରାମର ।ବାଲିଗୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମହୁମାଛି କାମୁଡାରେ ହୋଇଥିଲା ଓ ଦୁଇ ଦିନ ପରେ ତାଙ୍କ…